କିଛି ଏମିତି କହି ସ୍ଵାମୀ Dinesh କୁ ଝାଡି ଦେଲେ Deepika, କହିଲେ ‘ଯଦି ତୁମକୁ କେବଳ ଶା-ରୀ-ରିକ ସୁଖ ଦରକାର ଥିଲା, ତାହେଲେ ସେମିତି ଝିଅ ଦେଖି…’ ଦେଖନ୍ତୁ Video

Deepika

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ବ୍ରହ୍ମପୁର ସହର ରେ ପୁଣି ଥରେ ଆଉ ଏକ ନୂଆ ତପସ୍ୱନୀ ଙ୍କ ଉଭା ହୋଇଛି । ଦିପିକା ନାମକ ଜଣେ ମହିଳା ଦେଶୀ ବେହେରା ନାମକ ଜଣେ ମହିଳା ବର୍ଷକର ପୁଅକୁ ନେଇ ଦେଶୀ ବେହେରା ସାହି ରେ ରହୁଥିବା ଦିନେଶ ଙ୍କ ଘରକୁ ଜୋର ଜବର୍ଦୋସ୍ତି ପସିଥିବା ନେଇ ଥାନା ରେ ଅଭିଯୋଗ ହୋଇଛି । ଅଭିଯୋଗ କୁ ଆଧାର କରି ପୋଲିସ ଏବେ ଘଟଣା ର ତଦନ୍ତ ଆରମ୍ଭ କରିଛି । ସେପଟେ ଦିପିକା ଏବଂ ଦିନେଶ ଙ୍କ ସହିତ 2 ବର୍ଷ ତଳେ ପ୍ରେମ ସଂ-ମ୍ପର୍କ ଗଢି ଉଠିଥିଲା । ବିବାହ ର ପ୍ରତିଶୃତି ଦେଇ ଦିନେସ ତାଙ୍କ ସହିତ ସଂ-ମ୍ପର୍କ ରଖିଥିଲେ ।

ଇତି ମଧ୍ୟରେ ଦିପିକା ଗର୍ଭବତୀ ହୋଇଯିବାରୁ ଦିନେଶ ବିବାହ କରିବାକୁ ଅରାଜି ହୋଇଥିଲେ । ତେବେ ବ-ଳ-ତ୍କାର ଅଭିଯୋଗ ନେଇ ଦିପିକା ଟାଉନ ଥାନାରେ 2020 ମସିହା ରେ ଅଭିଯୋଗ କରିବା ପରେ ପୋଲିସ ଏହି ମାମଲା ରେ ଦିନେସ ଙ୍କୁ ଗିରୋଫ କରି କୋର୍ଟ ଚାଲାଣ କରିଥିଲା । ଏହାରି ମଧ୍ୟରେ ଦିପିକା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ ।

loves

ଅନ୍ୟପଟେ ଦିନେଶଙ୍କର ପରିବାର ପକ୍ଷରୁ ଅଭିଯୋଗ କରାଯାଇଛିଯେ, ଜଣେ ମହିଳା ବର୍ଷକର ପୁଅକୁ ନେଇ ଘରେ ଜୋରଜବରଦସ୍ତ ପଶିଯାଇଥିଲେ । ତାଙ୍କ ସହ କିଛି ମହିଳା ଓ ଅନ୍ୟ ସହଯୋଗୀ ମାନେ ମଧ୍ୟ ଘର ଭିତରକୁ ପଶିଯାଇଛନ୍ତି । ଯାହାକୁ ନେଇ ପରିବାର ଲୋକ ବଡ଼ ବଜାର ଥାନାରେ ଅଭିଯୋଗ କରିଛନ୍ତି । ଡିଏନଏ ଟେଷ୍ଟ ମାମଲା କୋର୍ଟରେ ବିଚାରଧିନ ବିାଚାରଧୀନ ରହିଛି । ଉଭୟ ପକ୍ଷଙ୍କୁ ପୁଲିସ ବୁଝାସୁଝା କରୁଛି । ଘଟଣାସ୍ଥଳରେ ପୁଲିସ ମୁତୟନ ରହିଥିବା ବେଳେ ଏହାର ସମାଧାନ ହୋଇପାରି ନାହିଁ ।

ବର୍ତ୍ତମାନ ଉକ୍ତ ମହିଳା ଓ ତାଙ୍କ ମା ସାତ ଦିନ ହେବ ଧାରଣରେ ବସିଥିବା ଦେଖିବାକୁ ମିଳିଛି । ତେବେ ବର୍ତ୍ତମାନ ତାଙ୍କୁ ସାହାର୍ଯ୍ୟ କରିବା ପାଇଁ ସମାଜ ସେବୀ ପ୍ରମିଳା ତ୍ରିପାଠୀ ମଧ୍ୟ ଆସିଛନ୍ତି । ତେବେ ଦୀପିକା କହୁଛନ୍ତି ଖରା ବର୍ଷା ସବୁ ସହୁଛି ମୋ ଅଧିକାର ପାଇଁ । ତେବେ ସେମାନେ ନ୍ୟୁଜ ଦେଖୁଛନ୍ତି ପଡିଶା ଘର ଲୋକ ବି ଦେଖୁଛନ୍ତି । କିନ୍ତୁ କବାଟ ଖୋଲୁନାହାଁନ୍ତି ।

ତେବେ ମୋ ଶାଶୁ ନିଜ ସ୍ୱାମୀ ସହ ନିଜ ପୁଅ ସହିତ ରହୁଛନ୍ତି । ତେବେ ମତେ କଣ ପାଇଁ ଗ୍ରହଣ କରୁନାହାଁନ୍ତି । ମୋ 17 ମାସର ପୁଅ କୁ ଛାଡି ମୁଁ ଏଠାରେ ବସିଛି । ତେବେ ଦିନେଶ ଙ୍କୁ ଯଦି କେବଳ ଶା-ରୀ-ରିକ ଖୁସୀ ଦରକାର ଥିଲା ତେବେ ସେମିତି ଝିଅ ବହୁତ ବୁଲୁଛନ୍ତି ହେଲେ ଗୋଟିଏ ଝିଅ ଜିବନ କଣ ପାଇଁ ନଷ୍ଟ କରୁଛି । ତେବେ ଯେ ପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ମିଳିନାହିଁ ସେହି ପର୍ଯ୍ୟନ୍ତ ଯାଏ ତାଙ୍କ ଘର ଆଗରୁ ଉଠିବେ ନାହିଁ ବୋଲି କହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *