ସଭିଁଙ୍କ ଆଗରେ ବୁଢ଼ି କହୁଛି I LOVE YOU । ବୁଢ଼ା କହୁଛି ବେକାର କଥା । ଦେଖିବ ଯିଏ ହସି ହସି ଗଡ଼ିବ ସିଏ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଯେଉଁ ଭିଡ଼ିଓ କୁ ଦେଖୁଛନ୍ତି । କିଛି ବୁଝି ପାରୁଛନ୍ତି । କିଛିବି ବୁଝି ପାରୁ ନାହାଁନ୍ତି ନାଁ । ଆମେ ଆପଣ ମାନଙ୍କୁ କହି ଦେବୁ କି ଏହି ଭିଡ଼ିଓ ରେ ଦେଖା ଯାଉଥିବା ବୁଢା ବୁଢି ର ସଂମ୍ପର୍କ କଣ ଆମେ ଆପଣ ମାନଙ୍କୁ କହି ପାରିବୁ ନାହିଁ । ତଥାପି ଆପଣ ମାନଙ୍କୁ କହି ଦେବୁ କି ଏହି ଭିଡ଼ିଓ ରେ ଦୁହିଁଙ୍କ ଭିତରେ ପାଟି ଗୋଳ ହେଉଛି । ତେବେ ଏହିଥିରୁ ଜଣା ପଡୁଛି ଦୁହେଁ ଦୁହିଁଙ୍କୁ ଜାଣିଛନ୍ତି ଆଉ ଶତୃବି ମଧ୍ୟ ।

କୈଣସି ଏକ କାରଣ କୁ ନେଇ ଉଭୟ ଙ୍କ ଭିତରେ ପାଟି ତୁଣ୍ଡ ଚାଲିଛି । ବୁଢା ବୁଢି କୁ କହୁଛି ଆଉ ବୁଢିବି ବୁଢାକୁ କହୁଛି । ହଁ ବନ୍ଧୁଗଣ କୈଣସି ଏକ କାରଣ କୁ ନେଇ ଉଭୟ ଙ୍କ ମଧ୍ୟରେ ଝଗଡା ର ନିଶ୍ଚିତ ଲାଗିଛି । ଏମିତି ଝଗଡା ମଧ୍ୟରେ ବୁଢା ବୁଢି ଉପରେ ରାଗି ଜାଇ ସେଟାପ ୟୁ ବୋଲି କହୁଛି । ଆଉ ଆମର ବୁଢି ମାଉସୀ କୁ କଣ ଭାବୁଛନ୍ତି ସେ କଣ ଇଂରାଜୀ ଜାଣିନାହାଁନ୍ତି । ଏଠି କଣ ଖେଳ ଲାଗିଛି ।

budhi

ବୁଢି ହେଲି ବୋଲି ମୁଁ ଇଂରାଜୀ ରେ ଗାଳି ସିଖିନି ନାଁ କଣ ତୁମେ ବୁଢା ହୋଇ ମତେ ଇଂରାଜୀ ରେ ଗାଳି ଦେବ । ଓ ବୁଟ ସୁଟ ପିନ୍ଧିଛ ବୋଲି ମତେ ଇଂରାଜୀ ରେ ଗାଳି ଦେବ । ମୁଁ ବି ସିଖିଛି ଆଉ ବୁଢି ଜଣଙ୍କ ରାଗି ଜାଇ ବୁଢା କୁ କହୁଛନ୍ତି । ଆଇ ଲଭ ୟୁ । ବନ୍ଧୁଗଣ ବୁଢା ବୁଢି ଉପରେ ରାଗି ଜାଇ ସେଟାପ ୟୁ ବୋଲି କହୁଛି । ସେତେ ବେଳେ ବୁଢି କହୁଛି ଆଇ ଲଭ ୟୁ । ସେ ମତେ ଇଂରାଜୀ ରେ ଗାଳି ଦେଲା ମୁଁ ବି ମଧ୍ୟ ତାକୁ ଗାଳି ଦେବି । କାରଣ ବୁଢି ଜାଣିଛି ଆଇ ଲଭ ୟୁ ଗୋଟେ ଗାଳି ।

ବୁଢା ଯେତେ ଜୋର ରେ ସେଟ ଆପ ୟୁ କହୁଛି ବୁଢି ସେତେ ଜୋରରେ ଆଇ ଲଭ ୟୁ ବୋଲି କହୁଛି । ତା ପରେ ବୁଢା କହୁଛି ଦେଖ ଦେଖ ଏ କେମିତି ଇୟାଡୁ ସିୟାଡୁ କଥା ଗୁଡାକ କହୁଛି ଜାହା ପରେ ଏହି ଭିଡ଼ିଓ ଏବେ ସୋସିଆଲ ମିଡିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି । ଏହି ଭିଡ଼ିଓ ଏ ମୋବାଇଲ ରୁ ସେ ମୋବାଇଲ ଘୁରି ବୁୁଲୁଛି ।

ଆଉ ଯିଏ ଏହି ଭିଡ଼ିଓ ଦେଖୁଛି ସେ ହସି ହସି ଗଡି ଯାଉଛି । ଆଉ କହୁଛନ୍ତି ବୁଢି ଜମାରୁ ଛାଡିବା ଲୋକ ନୁହେଁ ସେ ବି ଗାଳି ସିଖିଛି ଆଉ ସେ କହୁଛି ଆୟ ଲଭ ୟୁ ଆୟ ଲଭ ୟୁ । ତେବେ ବନ୍ଧୁଗଣ ଆପଣ ମାନେ ଏହି ଭିଡ଼ିଓ କୁ ନେଇ କଣ ମତାମତ ରଖିବେ ନିଶ୍ଚିତ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ