
ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଯେତେ ବେଳେ କୈଣସି ମଣିଷ ଶାନ୍ତ ରହେ ନାହିଁ । ତେବେ ସେହିଥିରୁ ସୁନିଶ୍ଚିତ ଯେ ସେହି ବ୍ୟକ୍ତି ଅନେକଙ୍କୁ ନେଇ କରି ଚାଲୁଛି ବୋଲି । ଏମିତି ରେ ବ୍ୟକ୍ତି ସବୁ କାର୍ଯ୍ୟ ନିଜର ମତ୍ସିକ ମାଧ୍ୟମରେ କରିଥାଏ । ସିଧା ଭାବେ କହିଲେ ମତ୍ସିକ ଆମ ଜିବନ ର ଏକ ବିଶେଷ ଅଂଶ ଅଟେ । ତେବେ ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଏମିତି ଏକ କୈଶଳ ବିଷୟ ରେ ସୂଚନା ଦେବାକୁ ଯାଉଛୁ ଯେଉଁଥିରେ ଆପଣ ମାନଙ୍କ ମତ୍ସିକ ସର୍ବଦା ସତେଜ ରହିବ । ଏବଂ ଚଳ ଚଂଞ୍ଚଳ ସହିତ ସବୁ କାର୍ଯ୍ୟ ଆପଣକରି ପାରିବେ ।
ତେବେ ଆମେ ଆଜି ବିଜ୍ଞାନ ଯୁଗରେ ପଦାର୍ପଣ କରୁଛୁ । ଆଜିର ଦିନ ରେ ପ୍ରତ୍ୟୋକ ବ୍ୟକ୍ତି ଙ୍କ ଜିବନ ଏତେ ବ୍ୟସ୍ତ ବହୁଳ ଯେ ସେ ଗୋଟିଏ ସେକେଣ୍ଡ ମଧ୍ୟ ନିରବରେ ବସି ନିଜ ବିଷୟ ରେ ଚିନ୍ତା କରିବା ଅଥବା ନିଜ ବିଷୟ ରେ ଭାବିବାକୁ ମଧ୍ୟ ସମୟ ନାହିଁ । ସେହିଥି ପାଇଁ ମତ୍ସିକ ଶାନ୍ତ ରହେ ନାହିଁ । ଆଜିର ସମୟ ରେ ସମସ୍ତେ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି । କିଏ ଟଙ୍କା ରୋଜଗାର କରିବା ପାଇଁ ବ୍ୟସ୍ତତ ଆଉ କିଏ ଦୁଇ ମୁଠା ଖାଇବା ପାଇଁ ଆଉ କେତେକ ଲୋକ ମାନେ ପ୍ରେମ କୁ ନେଇ ବି ବ୍ୟସ୍ତତା ରହିଛନ୍ତି ।
ତେବେ ଏମିତି ବେଳେ ବେଳେ ଆପଣ ମାନେ ଶାନ୍ତ ରେ ଗୋଟିଏ ଜାଗାରେ ବସନ୍ତୁ । ଗୋଟିଏ ଅଜଣା ଶବ୍ଦ କୁ ଧ୍ୟାନ ରେ ଶୁଣନ୍ତୁ । ଏହି ଶବ୍ଦ ଆପଣ ମାନଙ୍କ ଶରୀର ରୁ ମାନେ ଆତ୍ମା ରୁ ଆସୁଥାଏ । ତଥା ଆପଣ ମାନେ ସୁଣିବା ପାଇଁ ଚେଷ୍ଟା କରନ୍ତୁ । ବର୍ତମାନ ଏହି ଶବ୍ଦ କୁ ଅଧିକ ଭୟଭିତ ଭାବିରେ ଚେଷ୍ଟା କରନ୍ତୁ । ଏହି ପରି ଭାବେ ଆପଣ ମାନଙ୍କୁ 10 ମିନିଟ କରିବାକୁ ହେବ । ଯଦି ଆପଣ ଏହା ରାତିରେ କରିବେ ତ ବହୁତ ଭଲ । କାରଣ ରାତିରେ ଆପଣଙ୍କ ମନରେ କୌଣସି କାର୍ଯ୍ୟର ଚିନ୍ତା ନ ଥାଏ ଓ ଆପଣ ଆରାମରେ ନିଜ ମସ୍ତିଷ୍କ କୁ ଶାନ୍ତ କରିପାରିବେ । ଏହି ଉପାୟ ଦ୍ୱାରା ଆପଣ ସମସ୍ତ କାର୍ଯ୍ୟ ଅତ୍ୟନ୍ତ ସହଜରେ ନିଜ ମସ୍ତିଷ୍କକୁ ଶାନ୍ତ କରିପାରିବେ ।
ଏହା ଛଡା ଆପଣ ଶୋଇବା ପୂର୍ବରୁ ସବୁବେଳେ ଭଲ କଥା ସକରାତ୍ମକ ଚିନ୍ତା ଧାରା ରଖି ଶୁଅନ୍ତୁ ଏହା ଦ୍ୱାରା ଆପଣଙ୍କ ମସ୍ତିସ୍କ ରେ ଏହା ରହିବ ଏବଂ ସକାଳେ ଏକ ନୂତନ ମନୋଭାବ ଏକ ନୂତନ ମସ୍ତିଷ୍କ ଦ୍ୱାରା ଆପଣ ଉଠିବେ । ଏହା ସହିତ ଯଦି ଆପଣ କୁହନ୍ତି ଯେ ଆପଣ ଙ୍କର କିଛି ଭୁଲ ହୋଇଜାଇଛି ତେବେ ମତେ କ୍ଷେମା କରିବେ ଆଉ ଯଦି ଆପଣ ମୋ ପ୍ରତି କିଛି ଭୁଲ କରିଛନ୍ତି ତେବେ ମୁଁ ଆପଣଙ୍କୁ କ୍ଷେମା କରୁଛି । ଏମିତି କହିବା ଦ୍ୱାରା ଆପଣ ମାନଙ୍କ ମୁଣ୍ଡରୁ ଏକ ବୋଧ ହାଲ୍କା ହେବ ।
ତେବେ ଶୋଇବା ପୂର୍ବରୁ ଆମେ ମାନେ ଜାହା ଭାବିଥାନ୍ତି ତାହା ଆମ ମୁଣ୍ଡରେ ରହିଥାଏ । ଏବଂ ସେହି ଚିନ୍ତା ସେହି ସାକାରାତ୍ମକ ଚିନ୍ତା ଧାରା ଆମ ମତ୍ସିକ କୁ ଖରାପ କରିଥାଏ । ତେବେ ସବୁ ବେଳେ ଶୋଇବା ପୂର୍ବରୁ ସାକରାତ୍କ ଭାବନା ରଖିବା ଆବଶ୍ୟକ ଅଟେ । ପ୍ରକୃତ ରେ ସୈନ୍ଦର୍ଯ୍ୟ କୁ ଭାବିବା କିମ୍ବା ଜିବନ ରେ କିଛି ଭଲ କାର୍ଯ୍ୟ କରିବା ବୋଲି ଭାବିବା ପରେ ହିଁ ଶୋଇବା ଉଚିତ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।