ଆପଣଙ୍କର ବ୍ୟାଙ୍କ ଖାତାକୁ 24 ହଜାର ଟଙ୍କା ପଠେଇବେ ମୋଦି ସରକାର, ମାତ୍ର 84 ଟଙ୍କା ଖର୍ଚ୍ଚ କରି ପୂରଣ କରନ୍ତୁ ଏହି ଫର୍ମ

Spread the love

ସାଧାରଣତଃ ଲୋକେ କୌଣସି ସିନେମା ଘରକୁ ସିନେମା ଦେଖିବାକୁ ଗଲେ ମୁଣ୍ଡ ପିଛା 200-300 ଟଙ୍କା ଖର୍ଚ୍ଚ କରି ଦେଇଥାନ୍ତି । ଆଉ ଯଦି ଆପଣ କୌଣସି ହୋଟେଲରେ ଖାଦ୍ୟ ଖାଇବା ପାଇଁ ଯାଆନ୍ତି ତୋ ଏଠାରେ ବି ପ୍ରତି ମୁଣ୍ଡ ପିଛା 400-500 ଟଙ୍କା ଖର୍ଚ୍ଚ ଆସି ଯାଇଥାଏ । ଏହି ସବୁ ଏମିତି ଖର୍ଚ୍ଚ ଯାହାକି ଜଣେ ସାଧାରଣ ଲୋକ ମାସକୁ ଥରେ କିମ୍ବା ଦୁଇ ଥର କରିଥାନ୍ତି । କିନ୍ତୁ ଯଦି ଆପଣଙ୍କୁ କେହି କହିବା ଯେ, ଯଦି ଆପଣଙ୍କୁ ମାସରେ କେବଳ ଗୋଟେ ଥର 100 ରୁ ବି କମ୍ ଟଙ୍କା ଖର୍ଚ୍ଚ କରିବା ତେବେ ବର୍ଷକୁ 24 ହଜାର ଟଙ୍କା ମିଳିବ, ଏହା ଆପଣଙ୍କୁ ବିଶ୍ୱାସ ହେବ ନାହିଁ । କିନ୍ତୁ ଏହା ସତ୍ୟ ଅଟେ, ଏବଂ ଏହା ପ୍ରମାଣିତ ମଧ୍ୟ ହୋଇ ସାରିଛି ପ୍ରଧାନମନ୍ତ୍ରୀ ମୋଦିଙ୍କର କଲ୍ୟାଣକାରୀ ଅଟଳ ପେନସନ ଯୋଜନାରେ ଦ୍ୱାରା :

ଏହିପରି ଭାବରେ ଆପଣ ସେ ଯୋଜନା ର ଲାଭ ନେଇ ପାରିବେ:-

ଆପଣଙ୍କୁ ବତେଇ ଦେଉଛୁ ଯେ କେମିତି ଆପଣ ମାସକୁ ଥରେ ମାତ୍ର 84 ଟଙ୍କା ବଞ୍ଚେଇ ଆପଣ ବାର୍ଷିକ 24000 ଟଙ୍କା ପାଇବାର ହକଦାର ହୋଇ ପାରିବେ । ମୋଦି ସରକାର ଦ୍ୱାରା ଏହି ଯୋଜନା କୁ ମଇ 2015 ରେ ଆରମ୍ଭ କରା ଯାଇ ଥିଲା ।ସରକାର ଙ୍କୁ ଏହି ଯୋଜନାରେ ଆଜି 1 କୋଟିରୁ ବି ଅଧିକ ଲୋକ ଯୋଡି ସାରିଲେଣି । ଏହି ଯୋଜନା ର ଲାଭ ଉଠେଇବା ପାଇଁ ଆବେଦକ ଙ୍କର ବୟସ ଅତିକମରେ 18 ବର୍ଷ ହେବା ଦରକାର ଆଉ ଅତିବେସିରେ 40 ବର୍ଷ ହୋଇ ଥିବା ଦରକାର । ଏହା ଠାରୁ ବେଶୀ କିମ୍ବା କମ୍ ବୟସର ବ୍ୟକ୍ତି ଏହି ଯୋଜନାର ଲାଭ ଉଠେଇ  ପାରିବେ ନାହିଁ । ଯୋଜନା ର ଲାଭ ଉଠେଇବା ପାଇଁ ଆବେଦନ କାରୀଙ୍କୁ ବ୍ୟାଙ୍କରେ ଜମା ଖାତା ଆଉ ଆଧାର କାର୍ଡ ହେବା ଜରୁରୀ ଅଟେ।  ଏହି ଯୋଜନା ସହିତ ଯୋଡି ହୋଇ ଗ୍ରାହକଙ୍କୁ ଅତିକମ ରେ 20 ବର୍ଷ ର ଯୋଗ ଦାନ କରିବାକୁ ପଡିବ ।

ସମସ୍ତ ବର୍ଗର ଲୋକଙ୍କୁ ଲାଭ ଦେଉଛି ଏହି ଯୋଜନା:-

ଏହି ଯୋଜନାରେ ସରକାର ଅଲଗା ଅଲଗା ବ୍ରିକେଟ ବନେଇ ରଖିଛି ।,  ଯେଉଁଥିରେ ପ୍ରତି ମାସ 42 ଟଙ୍କାରୁ ନେଇ ଅତିବେସିରେ 1454 ଟଙ୍କା ପ୍ରତି ମାସ ର ପ୍ଲାନ ନିଆ ଯାଇ ପାରିବ ।  ଏହି ଯୋଜନାରେ ଅଂଶ ଗ୍ରହଣ କରୁ ଥିବା ବ୍ୟକ୍ତି ର ଯେବେ 60 ବର୍ଷ ହେବ ସେ ତାର ପ୍ଲାନ ଅନୁସାରେ ଟଙ୍କା ପାଇବେ ।

84 ଟଙ୍କା ପ୍ରତିମାସ ଜମା କରିବାର ପ୍ଲାନ :- 18 ବର୍ଷ ରୁ ଅଧିକ ଯୁବକ ପ୍ରତିବର୍ଷ ପ୍ରତି ମାସ 84 ଟଙ୍କା ବଞ୍ଚେଇ ଏହି ପ୍ଲାନ କରି ପ୍ରତି ମାସ ଟଙ୍କା ଜମା କରିବା ଦ୍ୱାରା ତାଙ୍କର 60 ବର୍ଷ ହୋଇ ଗଲା ପରେ ତାଙ୍କୁ ପ୍ରତି ବର୍ଷ ବଂଚି ଥିବା ଯାଏଁ 24 ହଜାର କରି ଟଙ୍କା ମିଳୁ ଥିବ ।

ଆବଶ୍ୟକ ସୂଚନା:- ଏହି ଯୋଜନା ବିଷୟରେ ଅଧିକ ଜାଣିବା ପାଇଁ h0ttps://www.india.gov.in/hi/spot ରେ ଯାଇ ଆପଣ ଅଧିକ ତଥ୍ୟ ପାଇ ପାରିବେ ।