ସରିଲା ଏବେ ନିର୍ବନ୍ଧ । ବିବାହ କରିବେ ଓଡ଼ିଆ ଅଭିନେତ୍ରୀ ରଞ୍ଜିତା

Ranjita

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଯାଉଛନ୍ତି ରଞ୍ଜିତା । ତେବେ ବନ୍ଧୁଗଣ ଆପଣ ମାନେ ତାରା ତାରିଣୀ ସିିରିଏଲ ରେ ରଞ୍ଜିତା ଙ୍କୁ ସୁନ୍ଦର ଅଭିନୟ କରିଥିବାର ଦେଖିବା ପାଇଁ ପାଇଥିବେ । ତାହାଲେ ଏହାରି ମଧ୍ୟରେ ତାଙ୍କର ନିର୍ବନ୍ଧ ସରିଜାଇଛି । ଆଉ ଆଗାମୀ କିଛି ଦିନ ମଧ୍ୟରେ ବାହା ହେବା ପାଇଁ ଯାଉଛନ୍ତି ରଞ୍ଜିତା ପାଣିଗ୍ରାହୀ ।

ତାହେଲେ ଗୋଟେ ରିଆଲିଟି ସୋ ରେ ଜିତିଥିଲେ ଏହି ଓଡିଆ ଅଭିନେତ୍ରୀ ରଞ୍ଜିତା । ଆଉ ତା ପରେ ତାଙ୍କୁ ତାରା ତାରିଣୀ ସିରିଏଲ ରେ ତନୁଜା ଖୁଡୀ କେରେକ୍ଟର ଅଭିନୟ କରି ଆସିଥିବା ଦେଖବାକୁ ମିଳିଥିଲା । ସୁନ୍ଦର ଅଭିନୟ କରିଥିବା କାରଣ ରୁ ସାରା ଓଡିଶା ର ଲୋକ ମାନେ ତାଙ୍କୁ ବହୁତ ଅଧିକ ଭଲ ପାଇବା ଦେଇଛନ୍ତି ।

Ranjita

ତାହାଲେ ତାରାତାରିଣୀ ସିରିଏଲ ରେ ତନୁଜା ଖୁଡୀ କେରେକ୍ଟର ରେ ଅଭିନୟ କରିବା ଛଡା ସେ ବହୁତ ସାରା ଆଲବମ୍ ରେ ସେ ବହୁତ ସାରା ସିନେମା ରେ ଅଭିନୟ କରିଥିବାର ଦେଖିବା ପାଇଁ ମିଳିଛନ୍ତି । ରଞ୍ଜିତା ନିଜର 5 ବର୍ଷର କେରିୟର ମଧ୍ୟରେ ସେ ବହୁତ ସୁନ୍ଦର ଅଭିନୟ କରି ସାରା ଓଡିଶା ର ଲୋକ ମାନଙ୍କ ଠାରୁ ବହୁତ ସାରା ଭଲ ପାଇବା ପାଇଛନ୍ତି ।

ତେବେ ଏହାରି ମଧ୍ୟରେ ତାଙ୍କର ବାହାଘର ଠିକ୍ ହୋଇ ସାରିଛି । ରଞ୍ଜିତା ଙ୍କର ନିର୍ବନ୍ଧ ସରିଜାଇଛି । ଆଉ ଆଗାମୀ କିଛି ଦିନ ମଧ୍ୟରେ ତାଙ୍କର ବାହାଘର ହେବାକୁ ଯାଉଛି । ତେବେ ବାହାଘ ପରେ ସେ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଅଭିନୟ କରିବେ କି ନାହିଁ ତାହାତ ସମୟ ହିଁ କହିବ । ହେଲେ ବନ୍ଧୁଗଣ ବିବାହ ବନ୍ଧନ ରେ ବାନ୍ଧି ହେବା ପାଇଁ ଯାଉଛନ୍ତି ରଞ୍ଜିତା ପାଣିଗ୍ରାହୀ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ରଞ୍ଜିତା ପାଣିଗ୍ରାହୀ ଏବଂ ତାଙ୍କର ସ୍ୱାମୀ ଙ୍କ ଯୋଡି କେମିତି ଲାଗୁଛି ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ