ସାପ କାମୁଡିବାର ଏକ ଘଣ୍ଟା ଭିତରେ ରୋଗୀ ମୁହଁରେ ଦିଅନ୍ତୁ ଏହି ପତ୍ରର ରସ,

Spread the love

ଦ୍ରୋଣପୁସ୍ପୀ-ସାଥିମାନେ ଏହି ଗଛକୁ ପ୍ରାୟ ସମସ୍ତ ଲୋକ ଜାଣିଥିବେ । ଗ୍ରାମୀଣ କ୍ଷେତ୍ରରେ ଏହାକୁ ଗୁମା ମଧ୍ୟ କୁହାଯାଏ । ଏହା ପ୍ରାୟ ସବୁ କ୍ଷେତରେ ମିଳିଥାଏ ଏବଂ ଏହା ଏକ ପ୍ରକାର ଔଷଧୀୟ ଲତା ଜାତୀୟ ବୃକ୍ଷ । ଯଦି କାହାକୁ ସାପ ଚୋଟ ମାରି ଦିଏ ତା’ହେଲେ ଦ୍ରୋଣପୁସ୍ପୀର ବୃକ୍ଷର ରସ ବାହାର କରି ରୋଗୀକୁ ପିଆଇ ଦେଲେ ରୋଗୀର ବିଷ ମାତ୍ର 10 ମିନିଟରେ ଶରୀରରୁ ଉତାରି ଯିବ ।

ସାପର ବିଷକୁ ବାହାର କରିବାର ଉପାୟ – ଯଦି କୌଣସି ବ୍ୟକ୍ତିକୁ ସାପ ଚୋଟ ମାରିଦିଏ ତା’ହେଲେ, ସର୍ବେ ପ୍ରଥମେ ସେହି ଜାଗା ଉପରେ ଗୋଟେ ପ୍ଲାସ ଆକାରରେ ଚିହ୍ନ କରି ଦିଅନ୍ତୁ । ଏହା ପରେ ବେସନ ସହ ଦ୍ରୋଣପୁସ୍ପୀର ବୃକ୍ଷର ରସ ମିଶାଇ ସେହି ଜାଗା ଉପରେ ଲଗେଇ ଦିଅନ୍ତୁ ଏବଂ ତା’ଉପରେ ଏକରୁ ଦୁଇ ବୁନ୍ଦା ପାଣି ପକେଇ ଦିଅନ୍ତୁ । ଏମିତି କଲେ ଚୁନା ସାପର ବିଷକୁ ଶୋଷି ନିଏ ଏବଂ ରୋଗୀ ଠିକ୍ ହୋଇଯାଏ ।

ମୟୁର ପିଂଛ – କେତେ ବି ବିଷାକ୍ତ ସାପ ଚୋଟ ମାରି ଦେଉ ଏହା ପାଈଁ ମୟୁର ପିଂଛ ବହୁତ ଭଲ ଉପାୟ ଅଟେ । ଆପଣଙ୍କୁ ଏହା କରିବା ପାଇଁ ପଡ଼ିବ ଯେ, ମୟୁର ପିଂଛର ଆଖି ଥିବା ଭାଗକୁ କାଟି ଦିଅନ୍ତୁ ଏବଂ ତାକୁ ଭଲ ଭାବରେ ପେଶୀ କରି ପାଣି ସହିତ ପିଆଇଲେ ସାପର ବିଷ ଶରୀରରୁ ସମୂଳେ ନଷ୍ଟ ହୋଇଯାଏ ।

ଗିଲୟର ଗଛ – (ପୋଖରୀଗୁଡ଼ିକରେ ଏହି ଗଛ ଦେଖାଯାଏ) ଯେଉଁ ବ୍ୟକ୍ତିକୁ ସାପ ଚୋଟ ମାରି ଦିଏ ସେ ବ୍ୟକ୍ତିକୁ ଗିଲୟର ଚେରର ରସ ବାହାର କରି ପିଆଇଲେ ସାପର ବିଷ ଉତାରି ଯାଏ । କେବେ-କେବେ ସାପ ଚୋଟ ମାରିଥିବା ବ୍ୟକ୍ତିର ଶରୀର ନୀଳ ପଡ଼ିଯାଏ, ସେହି ପରିସ୍ଥିତିରେ ଗିଲୟର ରସ କାନ, ଆଁଖି ଏବଂ ନାକରେ ପକାଇଲେ ତୁରନ୍ତ ଫଳପ୍ରଦାୟକ ହୋଇଥାଏ । ଉପୋରକ୍ତ ସମସ୍ତ ଉପଚାର ପୂର୍ଣ ରୁପରେ ସତ୍ୟ ଅଟେ । ଯଦି କୌଣସି ବ୍ୟକ୍ତି ଉପରୋକ୍ତ ତଥ୍ୟ ଦ୍ୱାରା ଉପକୃତ ହେଉ ନାହାନ୍ତି, ତା’ହେଲେ ସ୍ୱାସ୍ଥ୍ୟକେନ୍ଦ୍ରକୁ ରୋଗୀକୁ ନେଇ ଯିବେ ।

Share କରି ଅନ୍ୟକୁ ଜଣାନ୍ତୁ ! ଜୟ ଜଗନ୍ନାଥ !