ମୃ-ତ ଶିଳ୍ପୀଙ୍କ ସ୍ୱାମୀ ସନ୍ତୋଷ ଖୁଣ୍ଟିଆ ଗିରଫ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ 2 ବର୍ଷ ର ପୁଅ କୁ ମାରି ମାଆ ର ଆ-ତ୍ମ-ହ-ତ୍ୟା ବନ୍ଧା ହେଲେ ସ୍ୱାମୀ ସନ୍ତୋଷ ଖୁଣ୍ଟିଆ କଟକ ରେ ଦୁଇ ବର୍ଷ ର ପୁଅ କୁ ମାରି ମାଆ ଆ-ତ୍ମ-ହ-ତ୍ୟା କରିବା ଘଟଣା ରେ ମୃ-ତ ଶିଳ୍ପୀ ଙ୍କ ସ୍ୱାମୀ ସନ୍ତୋଷ ଖୁଣ୍ଟିଆ ଗିରୋଫ ହୋଇଛନ୍ତି । ଗତ କାଲି ଠାରୁ ତାଙ୍କୁ ଅଟକ ରଖି ପଚରା ଉଚୁରା କରିଥିଲା ମଧୁ ପାଟଣା ଥାନା ପୋଲିସ । ଶିଳ୍ପୀ ଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଗିରୋଫ ହୋଇଛନ୍ତି ସନ୍ତୋଷ ଖୁଣ୍ଟିଆ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ।

ତେବେ ଗତ କାଲି କଟକ ଶ୍ରୀରାମ ନଗର ଅଞ୍ଚଳ ରେ ଶିଳ୍ପୀ ଙ୍କ ଝୁଲନ୍ତା ମୃ-ତଦେହ ଉଦ୍ଧାର ହୋଇଥିଲା । ଶିଳ୍ପୀ ନିଜର ଦୁଇ ବର୍ଷର ପୁଅକୁ ମାରି ନିଜେ ଆ-ତ୍ମ-ହ-ତ୍ୟା କରିଥିଲେ ବୋଲି ସନ୍ଧେହ କରାଯାଉଛି ମହିଳା ଜଣଙ୍କ ହେଉଛନ୍ତି ନେତାଜୀ ନଗର ଅ଼ଞ୍ଚଳ ର ଶିଳ୍ପୀ ଖୁଣ୍ଟିଆ ଗତ ବର୍ଷ ସେ ସାଲେପୁର ର ସନ୍ତୋଷ ଙ୍କୁ ବିବାହ କରିଥିଲେ । ଉଭୟ ଙ୍କର ଏହା ଦ୍ୱିତୀୟ ବିବାହ ଥିଲା ।

silep

ସନ୍ତୋଷ ଙ୍କ ପ୍ରଥମ ପତ୍ନୀ ପୁଅ କୁ ଜନ୍ମ ଦେବା ପରେ ତାଙ୍କର ଦେହାନ୍ତ ହୋଇଥିଲା ପରେ ଶିଳ୍ପୀ ଙ୍କୁ ବିବାହ କରିଥିଲେ ସନ୍ତୋଷ ଉଭୟ ଙ୍କ ମଧ୍ୟରେ ପୂର୍ବରୁ ପାରିବାରିକ ବିବାଦ ରହିଥିଲା । ଯେଉଁ ପରିସ୍ଥିିତି ରେ ମହିଳା ଜଣଙ୍କ ନିଜର ସାବତ ପୁଅକୁ ମାରି ନିଜେ ଆ-ତ୍ମ-ହ-ତ୍ୟା କଲେ ତାହାର ବର୍ତମାନ ସମୟ ରେ ତଦନ୍ତ ଚାଲିଛି । ସବୁଠୁ ବଡ କଥା ହେଲା ମହିଳା ଙ୍କ ମୃ-ତ୍ୟୁ ପାଇଁ ମହିଳା ଙ୍କ ପରିବାର ଲୋକ ମହିଳା ଙ୍କ ସ୍ୱାମୀ ଏବଂ ଶାଶୁ ଘର ଲୋକଙ୍କୁ ଦାୟୀ କରିଥିଲେ ।

କାରଣ ଶିଳ୍ପୀ ଙ୍କ ଶେଷ ୱାର୍ଡସପ ଚାର୍ଟ ସନ୍ଧେହ ସୃଷ୍ଟି କରେଇଥିଲା । ନିଜ ବଡ ଭଉଣୀ ସହ ଦାମ୍ପତ୍ୟ ଜିବନ ର ଝଡ , ମନର କୋହ ଏବଂ ମୃ-ତ୍ୟୁର କାରଣ ଲେଖିଥିଲେ । ତା ପରେ ଜିବନ ହାରିଥିଲେ ଶ୍ଲୀପି ତେବେ ଚାର୍ଟ ରେ କହିଥିଲେ ଯେ ସ୍ୱାମୀ ତାଙ୍କୁ ମିଛ କହି ମ୍ୟାରେଜ କରିଛନ୍ତି । ତାଙ୍କ ପାଖରେ ଆଉ କିଛି ରାସ୍ତା ନାହିଁ । ସବୁ ବେଳେ ମାଡ ଗାଳି ଆଉ ନିର୍ଜାତନା ସହି ପାରୁନି ବୋଲି ଲେଖିଥିଲେ ଶିଳ୍ପୀ ।

Santhush Khuntia

ବାପା ମାଆ ର ଯତ୍ନ ନେବୁ ବୋଲି ବଡ ଭଉଣୀ କୁ ଲେଖିଥିଲେ ଶିଳ୍ପୀ । ତା ପରେ ପୁଅ କୁ ମାରି ନିଜର ଜିବନ ହାରିଥିବା ସନ୍ଧେହ କରାଯାଉଛି । ତଦନ୍ତ ରେ ୱାର୍ଟସପ ଚାର୍ଟ କୁ ମୃ-ତ୍ୟୁ କାଳିନ ଜମାନ ବନ୍ଦି ଭାବେ ନେବକି ପୋଲିସ । ଏବଂ ଏହାକୁ ନେଇ ପୋଲିସ ଏବେ ଅଧିକ ତଦନ୍ତ କରୁଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ