( ଶଙ୍ଖ ) ଘରେ ରଖିଛନ୍ତି କି ଭିଡ଼ିଓ ଥରେ ମାତ୍ର ଦେଖନ୍ତୁ |

sankha

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମର ହିନ୍ଦୁ ଧର୍ମରେ ଶଙ୍ଖର ବହୁତ ଅଧିକ ମହତ୍ୱ ରହିଛି । ପ୍ରତ୍ୟେକ ଘରର ଠାକୁର ଘରେ ନିଶ୍ଚିତ ରୁପେ ଶଙ୍ଖ ଟିଏ ଥିବ । ଶଙ୍ଖ ରଖିବାର ତାର କିଛି ନିୟମ ଅଛି । ଯଦି ଆପଣ ସେହି ନିୟମ ପାଳନ କରୁନଥିବେ ତାହାଲେ ଆପଣଙ୍କ ଘରର ଅମଙ୍ଗଳ ହୋଇଥାଏ । ଭଗବାନ ବିଷ୍ଣୁଙ୍କର ପ୍ରିୟ ବସ୍ତୁ ହେଲା ଶଙ୍ଖ । ଭଗବାନ ବିଷ୍ଣୁଙ୍କର ହାତରେ ସର୍ବଦା ଶଙ୍ଖ ଶୋଭା ପାଇଁଥାଏ ।

ଯେକୌଣସି ପୂଜା ଅର୍ଚ୍ଚନାରେ ଶଙ୍ଖ ଯଦି ନବଜା ଯାଏ ତାହାଲେ ଆପଣଙ୍କୁ ସଫଳତା ମିଳେ ନାହିଁ । ଶଙ୍ଖ ବଜାଇବା ଦ୍ବାରା ଘରର ନକରାତ୍ମକ ଉର୍ଜା ବାହାରକୁ ବାହାରିଯାଏ । ସଂନ୍ଧ୍ୟା ସମୟରେ ନକାରାତ୍ମକ ଶକ୍ତିର ପ୍ରଭାବ ବହୁତ ଅଧିକ ଥାଏ । ସେଥିପାଇଁ ପ୍ରତ୍ୟେକ ତୁଳସୀ ଗଛ ମୂଳେ ଯେତେବେଳେ ସଂନ୍ଧ୍ୟା ଦିଆଯାଏ ତାପରେ ଶଙ୍ଖ ବଜାଯାଏ ।

sankha 1

ଶଙ୍ଖକୁ ଆପଣ ଯେତେବେଳେ ବଜାଉଛନ୍ତି ତିନିଥର ଏବଂ ଅଧା ବଜାଇବେ । ଶଙ୍ଖ ବଜାଇବା ବେଳେ କେବେବି ଅଧା କାଢି ଶଙ୍ଖ ବଜାଇବେ ନାହିଁ । ସଂନ୍ଧ୍ୟା ସମୟରେ କେବେବି ଏହି ଭୁଲ୍ କେବେବି କରିବେ ନାହିଁ । ଯଦି ସଂନ୍ଧ୍ୟା ସମୟରେ ଏହି ଭୁଲ୍ କରିବେ ତେବେ କେବେବି ମାଁ ଲକ୍ଷ୍ମୀ ଆପଣଙ୍କ ଘରକୁ ପ୍ରବେଶ କରିବେ ନାହିଁ ।

ଯେଉଁ ଘରେ ଶଙ୍ଖ ନଥାଏ ସେହି ଘରକୁ କେବେବି ମାଁ ଲକ୍ଷ୍ମୀଙ୍କ କୃପା ମିଳିନଥାଏ । ସେହି ଘରେ ସବୁବେଳେ ଧନର ଅଭାବ ଦେଖା ଦେଇଥାଏ । ଶଙ୍ଖକୁ ସବୁବେଳେ ଉଚ୍ଚ ସ୍ଥାନରେ ରଖିବେ କେବେବି ତଳେ ରଖିବେ ନାହିଁ । ଆପଣଙ୍କର ହାର୍ଟ କିମ୍ବା ପେଟ ଜନିତ ସମସ୍ୟା ଥାଏ ତାହାଲେ ଶଙ୍ଖ ବଜାଇବା ନିହାତି ଦରକାର ।

ଯଦି ଆପଣ ଶଙ୍ଖ ବଜାଇବେ ତାହାଲେ ଆପଣଙ୍କ ହାର୍ଟ କିମ୍ବା ପେଟ ଜନିତ ସମସ୍ୟା ଦୂର ହୋଇଯିବ । ଶଙ୍ଖକୁ ଧରିଲା ମାତ୍ରେ ଆପଣ ପବିତ୍ର ହୋଇଥାନ୍ତି , ଶଙ୍ଖ ହେଉଛି ପବିତ୍ରତାର ପ୍ରତିକ । ସ୍ନାନ କରି ସାରିବା ପରେ ଆପଣ ଶଙ୍ଖ ଧରିବା ଉଚିତ୍ । ଯଦି ଆପଣ ମାଁ ଲକ୍ଷ୍ମୀଙ୍କର କୃପା ପାଇଁବାକୁ ଚାହୁଁଛନ୍ତି ତାହାଲେ ଆପଣ ଘରେ ଦୁଇଟି ଶଙ୍ଖ ରଖନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Prasidhi
Uncategorized

ବଡ଼ ହେଲା ପରେ କିପରି ଦିଶୁଛନ୍ତି ଏହି ଓଡ଼ିଆ ପ୍ରସିଦ୍ଧି ଶିଶୁକଳାକାର ଦେଖନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଚାଇଲ୍ଡ ଅଭିନେତ୍ରୀ ପ୍ରସିଦ୍ଧି ନାୟକ ଙ୍କୁ ତ ଆପଣ ମାନେ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ଓଲିଉଡ ରେ ଅଭିନୟ କରି ଆସୁଛନ୍ତି ପ୍ରସିଦ୍ଧି । ତାହାଲେ ସେ ଓଡିଆ ସିନେମା ସହିତ ଓଡିଆ ସିରିଏଲ ରେ ବି ଅଭିନୟ କରିଛନ୍ତି । ମାତ୍ର 6 ବର୍ଷ ବୟସ ରୁ ହିଁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ […]

ଅଧିକ ପଢ
Kalia Yojana
Uncategorized

ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କିଛି […]

ଅଧିକ ପଢ
Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ