ଏହି ୧୦ ଅଭିନେତ୍ରୀଙ୍କ ସହ ରହିଥିଲା ସଲମାନଙ୍କ Affair, ସେହି ଅଭିନେତ୍ରୀମାନଙ୍କ ନାମ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ।

Spread the love

ସଲମାନ ଖାନ୍ ବଲିଉଡର ଏପରି ଏକ ଅଭିନେତା, ଯିଏ କୌଣସି ନା କୌଣସି କାର୍ଯ୍ୟ ପାଇଁ ସଦାସର୍ବଦା ଚର୍ଚ୍ଚାରେ ରହିଥାନ୍ତି ଏବଂ ସଲମାନଙ୍କ ପ୍ରଶଂସକଙ୍କ ମନରେ ମଧ୍ୟ ସର୍ବଦା ଗୋଟିଏ ପ୍ରଶ୍ନ ଉଙ୍କି ମରୁଥାଏ, ସେମାନଙ୍କ ଅତି ପ୍ରିୟ ସୁପର ଷ୍ଟାର ସଲମାନ ଖାନ୍ ବିବାହ କେବେ କରିବେ ?

ଆପଣଙ୍କୁ ଜଣାଇଦେଉଛୁ ଯେ, ସଲମାନ ଖାନ୍ ଅବିବାହିତ ଅଛନ୍ତି କିନ୍ତୁ ଆପଣ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ସଲମାନ ଖାନ୍ ୧୦ ଜଣ ଅଭିନେତ୍ରୀଙ୍କ ସହ ଡେଟ କରିସାରିଛନ୍ତି । ଏହି ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଆପଣ କେତେକଙ୍କ ବିଷୟରେ ଜାଣିଥିବେ ! ଅନ୍ୟ ଅଭିନେତ୍ରୀଙ୍କ ନାମ ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆସନ୍ତୁ ଜାଣିବା ସେହି ଅଭିନେତ୍ରୀମାନେ କିଏ କିଏ, ଯେଉଁମାନେ ସଲମାନ ଖାନଙ୍କ ସହ ରିଲେସନସିପ୍ ରେ ଥିଲେ ।

ସଂଗୀତା ବିଜଲାନି :

ଏପରି କୁହାଯାଉଛି ଯେ, ସଲମାନ ଖାନ୍ ଙ୍କ ପ୍ରଥମ ପ୍ରେମ ବଲିଉଡ ଅଭିନେତ୍ରୀ ସଂଗୀତା ବିଜଲାନି ଅଟନ୍ତି । ଏମିତି ଏକ ସମୟ ଥିଲା, ବଲିଉଡ ଇଣ୍ଡଷ୍ଟ୍ରିର ଗଳିକନ୍ଦିରେ ଏ ଦୁହେଁଙ୍କ ପ୍ରେମର ଚର୍ଚ୍ଚା ଶୁଣିବାକୁ ମିଳୁଥିଲା । କିନ୍ତୁ ସମୟ ସ୍ରୋତରେ କୌଣସି କଥାକୁ ନେଇ ଦୁହେଁ ପରସ୍ପର ଠାରୁ ଅଲଗା ହୋଇଯାଇଥିଲେ । କିନ୍ତୁ ସଂଗୀତା ଓ ସଲମାନଙ୍କ ବନ୍ଧୁତ୍ୱ ଆଜି ମଧ୍ୟ ବଞ୍ଚି ରହିଛି । ଦୁହିଁଙ୍କ ବନ୍ଧୁତ୍ୱ ସମ୍ପର୍କ ଅତି ନିବିଡ଼ । ସଲମାନଙ୍କ ଘରେ ଯେ କୌଣସି ଉତ୍ସବ ହେଲେ ସଂଗୀତାକୁ ନିମନ୍ତ୍ରିତ କରାଯାଇଥାଏ ।

ସୋମୀ ଅଲି :

ସଲମାନଙ୍କ ଅଭିନୟର ଯାଦୁ ପାକିସ୍ତାନବାସୀଙ୍କୁ ମଧ୍ୟ ପାଗଳ କରି ଦେଇଛି । ଏହା ଏକ ଜ୍ୱଳନ୍ତ ପ୍ରମାଣ ସଦୃଶ ସୋମୀ ଅଲି, ଯିଏ କି ସଲମାନଙ୍କୁ ଏତେ ଭଲ ପାଉଥିଲେ ଯେ, ସଲମାନଙ୍କୁ ମିଶିବା କରିବା ପାଇଁ ପାକିସ୍ତାନ ଛାଡି ମୁମ୍ବାଇ ଚାଲି ଆସିଥିଲେ । ଏହାପରେ ଦୁହେଁ କେତେ ଦିନ ପର୍ଯ୍ୟନ୍ତ ରିଲେସନଶୀପ୍ ରେ ରହିଥିଲେ । ପରେ ଦୁହେଁଙ୍କ ମଧ୍ୟ ବ୍ରେକ୍-ଅପ୍ ହୋଇଯାଇଥିଲା ।

ଐଶ୍ୱରୀୟ ରାୟ :

ବଲିଉଡର ସୁନ୍ଦର ଓ ହୋଟ୍ ଅଭିନେତ୍ରୀ ଐଶ୍ୱରୀୟଙ୍କ ସହିତ ସଲମାନଙ୍କ ନାମ ଦୀର୍ଘ ସମୟ ପର୍ଯ୍ୟନ୍ତ ଯୋଡି ହୋଇ ରହିଥିଲା । ଆପଣଙ୍କୁ ଜଣାଇ ଦେଉଛୁ, ସଞ୍ଜୟ ଲୀଲା ଭଂସାଲୀଙ୍କ ଚଳଚିତ୍ର “ହାମ୍ ଦିଲ୍ ଦେ ଚୁକେ ସନମ୍” ଶୁଟିଙ୍ଗ ସମୟରେ ଦୁହେଁଙ୍କ ପ୍ରେମ ଚରମ ସୀମାରେ ପହଂଚି ଯାଇଥିଲା । ଦୀର୍ଘ ସମୟ ପର୍ଯ୍ୟନ୍ତ ରିଲେସନଶୀପରେ ରହିବ ପରେ ଦୁହେଁ ପରସ୍ପର ଠାରୁ ଅଲଗା ହୋଇଥିଲେ ।

କ୍ଳାଉଡିଆ ସିଏସ୍ଲା

ବଲିଉଡ ଅଭିନେତା ସଲମାନଙ୍କ ନାମ କ୍ଳାଉଡିଆ ସିଏସ୍ଲାଙ୍କ ସହ ମଧ୍ୟ ଯୋଡି ହୋଇଥିଲା । କିନ୍ତୁ ଦୁହେଁଙ୍କ ସମ୍ପର ଦୀର୍ଘ ଦିନ ପର୍ଯ୍ୟନ୍ତ କାଏମ ରହିପାରିନଥିଲା । ଆପଣଙ୍କୁ ଜଣାଇ ଦେଉଛୁ, କ୍ଳାଉଡିଆ ସିଏସ୍ଲା ପେଷାରେ ଜଣେ ମୋଡେଲ ଅଟନ୍ତି ।

ସ୍ନେହା ଉଲାଲ :

ଫିଲ୍ମ “ଲକୀ”ରୁ ନିଜ ବଲିଉଡ କ୍ୟାରିଅର ଆରମ୍ଭ କରିଥିବା ସ୍ନେହ ଉଲାଲ ମଧ୍ୟ ସଲମାନଙ୍କ ସହ ରିଲେସନଶୀପରେ ରହିଆସିଛନ୍ତି । ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ସଲମାନ ଖାନ୍ ହି ଥିଲେ । ବକ୍ସ ଅଫିସରେ ଏହି ଚଳଚିତ୍ରଟି ଲୋକପ୍ରିୟତା ହାସଲ କରିପାରି ନଥିଲା । ଆପଣଙ୍କୁ ଯସନଇ ଦେଉଛୁ ଯେ, ସ୍ନେହଙ୍କ ଚେହେରା ଐଶ୍ୱରୀୟଙ୍କ ଚେହେରା ସହ ସମ୍ୟକ ସାମଞ୍ଜସ୍ୟତା ରହିଛି । କୁହାଯାଉଛି, ବୋଧେ ଏଇଥିପାଇଁ ସଲମାନ, ସ୍ନେହଙ୍କୁ ପ୍ରେମ କରୁଥିଲେ ।

ଡେଜୀ ଶାହ :

ସଲମାନ ଖାନ୍ ବଲିଉଡରେ ନ୍ୟୁ କମର୍ସ ପାଇଁ ଭଗବାନ ଠୁ କାମ ନୁହନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ସେ ଅନେକ କଳାକାରଙ୍କୁ ଇଣ୍ଡଷ୍ଟ୍ରିରେ ଭର୍ତ୍ତି କରାଇଛନ୍ତି । ଡେଜୀ ଶାହ ଏମାନଙ୍କ ମଧ୍ୟରୁ ଜଣେ । ଆପଣଙ୍କୁ ଜଣାଇ ଦେଉଛୁ ଯେ, “ଜୟ ହୋ” ଚଳଚିତ୍ର ଶୁଟିଂଗ ସମୟରେ ଦୁହେଁ ପରସ୍ପରକୁ ପସନ୍ଦ କରୁଥିଲେ । ଏହାପରେ ଦୁହେଁ ରିଲେସନଶୀପରେ ଥିବାର ଖବର ମଧ୍ୟ ଆସିଥିଲା କିନ୍ତୁ ପରେ ଏହିସବୁ ଖବର ଉପରେ ବିରଂ ଚିହ୍ନ ଲାଗିଯାଇଥିଲା ।

ଜରୀନ ଖାନ୍ :

ବଲିଉଡ ଅଭିନେତ୍ରୀ ଜରୀନ ଖାନ୍, ସଲମାନ ଖାନ୍ ଙ୍କ ଚଳଚିତ୍ର “ବୀର” ରୁ ନିଜର ବଲିଉଡ ଅଧ୍ୟାୟ ଆରମ୍ଭ କରିଥିଲେ । ଏହି ଫିଲ୍ମର ଶୁଟିଂଗ ସମୟରେ ଦୁହେଁ ସଲମାନ ଓ ଜରୀନ ଖୁବ ନିକଟତର ହୋଇଯାଇଥିଲେ । ଏହାପରେ ଦୁହେଁଙ୍କୁ ଅନେକ ଥର ଏକାଠି ବୁଲିବା ଓ ଡିନର୍ କରିବା ଦେଖିବାକୁ ମିଳିଥିଲା । କିନ୍ତୁ ବର୍ତ୍ତମାନ ଦୁହେଁ ପରସ୍ପର ଠାରୁ ଅଲଗ ଅଛନ୍ତି ।

ମହକ ଚହଳ :

ସଲମାନ ଯେଉଁ ଅଭିନେତ୍ରୀ ମାନଙ୍କୁ ଡେଟ୍ କରିଛନ୍ତି, ସେମାନଙ୍କ ମଧ୍ୟରେ ମହକ ଚହଳଙ୍କ ନାମ ମଧ୍ୟ ଯୋଡି ହୋଇ ରହିଛି । ମହକ ସଲମାନଙ୍କ ସହିତ ଫିଲ୍ମ “ୱାଣ୍ଟେଡ” ନଜର ଆସିଥିଲେ । ଏହାପରେ ଦୁହେଁଙ୍କ ରିଲେସନଶୀପ ଚର୍ଚ୍ଚାକୁ ଆସିଥିଲା ।

କଟରୀନା କୈଫ :

ବଲିଉଡର୍ ୱାଲର୍ଡ ଏବଂ ସୁନ୍ଦର ଅଭିନେତ୍ରୀ କଟରୀନା କୈଫ ଓ ସଲମାନ ଖାନ୍, ଚଳଚିତ୍ର “ମୈନେ ପ୍ୟାର କିଯ୍ଯୁ୍ଁ କ୍ଯା”, ଏହି ଚଳଚିତ୍ରରେ ଦୁହେଁ ପରସ୍ପରର୍ ନିକଟତର ହୋଇଥିଲେ । ଦୀର୍ଘ ସମୟ ପର୍ଯ୍ୟନ୍ତ ଦୁହେଁ ରିଲେସନଶୀପରେ ରହିବ ପରେ ଏହି ସମ୍ପର୍କରେ ପୂର୍ଣ୍ଣ ଛେଦ ପଡିଥିଲା । ଏହା ପରେ କଟରୀନ, ରଣବୀରଙ୍କୁ ଡଟ୍ କରିବା ଆରମ୍ଭ କରିଥିଲେ କିନ୍ତୁ ପରେ ରଣବୀରଙ୍କୁ ଠାରୁ ମଧ୍ୟ ବ୍ରେକ୍-ଅପ୍ ହୋଇଥିଲା । ଆପଣଙ୍କୁ ଜଣାଇ ଦେଉଛୁ, ଆଜି ମଧ୍ୟ ସଲମାନ ଓ କଟରୀନାଙ୍କ ମଧ୍ୟ ଭଲ ବନ୍ଧୁତ୍ୱ ସମ୍ପର୍କ ରହିଛି ।

ୟୁଲୀୟା ବନ୍ତୁର :

ବର୍ତ୍ତମାନ ସଲମାନଙ୍କ ନାମ ୟୁଲୀୟା ବନ୍ତୁରଙ୍କ ସହ ଯୋଡି ହୋଇଛି । କୁହାଯାଉଛି, ସଲମାନ ଓ ୟୁଲୀୟା ଦୁହେଁ ରିଲେସନଶୀପରେ ଅଛନ୍ତି । କିନ୍ତୁ ଭାଇଜନ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରିବା ପାଇଁ ଇଛା ପ୍ରକାଶ କରୁ ନାହାନ୍ତି ।

ଅନ୍ୟପଟରୁ ଏହି ଖବର ମଧ୍ୟ ଆସୁଛି ଯେ, ସଲମାନ ଖାନ୍ ବିନା ବିବାହରେ ବାପ ହେବା ପାଇଁ ବିଚାର କରୁଛନ୍ତି । ବର୍ତ୍ତମାନ ଦେଖାଯାଉ, ସଲମାନ ଖାନ୍ ବିନା ବିବାହରେ ବାପା ହେବେ ନା ଏହି ବର୍ଷ ବିବାହ କରିବେ ?

ଭାଇଜାନଙ୍କ ଜୀବନ ଶୈଳୀକୁ ନେଇ ଆପଣ କଣ କହିବେ ? ଆପଣଙ୍କ ମତାମତ Comment Boxରେ type କରି ଆମକୁ ଜଣାନ୍ତୁ ।