ସକଳୁ କ’ଣ ଦେଖିଲେ ଶୁଭ ହୋଇଥାଏ ଏବଂ କ’ଣ ଦାନ କଲେ କ’ଣ ମିଳେ ? ଆସନ୍ତୁ ଜାଣିବା

ବ୍ୟସ୍ତମୟ ଜୀବନରେ ପ୍ରତ୍ୟେକ ଦିନ କିପରି ଭଲରେ କାଟିବା ସେଥିପାଇଁ ସମସ୍ତେ ଭଗବାନଙ୍କୁ ପ୍ରାର୍ଥନା କରନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ସବୁ ସଂକେତ ଦେଖିବା ଦ୍ୱାରା ଦିନଟି ଅତ୍ୟନ୍ତ ମଙ୍ଗଳମୟ ହୋଇଥାଏ ।
■ କଣ ଦେଖିଲେ ସକାଳ ଶୁଭ ହୋଇଥାଏ ■
। ଶୁଭ ସଂକେତ ।
୧. କେଉଁ ପାର୍ଶ୍ଵରେ ଶବ ଦେଖିଲେ ସକଳ ଶୁଭ ହୋଇଥାଏ ?
ଉ: ବାମ ପାର୍ଶ୍ଵରେ
୨. କେଉଁ ଦୁଇଟି ଜିନିଷକୁ ସାଥିରେ ଦେଖିଲେ ସକଳ ଶୁଭ ହୋଇଥାଏ ?
ଉ: ମାଛ ଓ ଦହି
୩. କଣ ଦେଖିଲେ ସକଳ ଶୁଭ ହୋଇଥାଏ ?
ଉ: ପୂର୍ଣ କୁମ୍ଭ
୪. କେଉଁ ଦୁଇ ଜଣ ଲୋକଙ୍କୁ ଦେଖିଲେ ସକଳ ଶୁଭ ହୋଇଥାଏ ?
ଉ: ଦୁଇଜଣ ଗୋରା ବ୍ରାହ୍ମଣଙ୍କୁ
୫. ଡାହାଣ ପାଖରେ କଣ ଦେଖିଲେ ସକଳ ଶୁଭ ହୋଇଥାଏ ?
ଉ: ହରିଣ
୬. ପୁରୁଷର କେଉଁ ପାର୍ଶ୍ଵର ଆଖି ଫଡକୀଲେ ସକଳ ଶୁଭ ହୋଇଥାଏ ?
ଉ: ଡାହାଣ ଆଖି
୭. ଆକାଶରେ କେଉଁ ପକ୍ଷୀକୁ ଦେଖିଲେ ସକଳ ଶୁଭ ହୋଇଥାଏ ?
ଉ: ଶଙ୍ଖ ଚିଲ
୮. କେଉଁ ନାରୀ ମନ୍ଦିରରୁ ଫେରୁଥିବା ଦେଖିଲେ ସକଳ ଶୁଭ ହୋଇଥାଏ ?
ଉ: ସଧବା ନାରୀ
୯. କେଉଁ ପଶୁ ଆଗରେ ରାସ୍ତା ଅତିକ୍ରମ କଲେ ସକଳ ଶୁଭ ହୋଇଥାଏ ?
ଉ: ନେଉଳ
■ କଣ ଦାନ କଲେ କଣ ମିଳେ ■
୧. କଣ ଦାନ କଲେ ବ୍ରହ୍ମଲକୋ ପ୍ରାପ୍ତି ହୁଏ ?
ଉ: ବିଦ୍ୟା
୨. କଣ ଦାନ କଲେ ଧର୍ମ ଓ ମହିମା ମିଳିଥାଏ ?
ଉ: ଜଳ
୩. କଣ ଦାନ କଲେ ସ୍ତ୍ରୀ ସୌଭାଗ୍ୟ ପ୍ରାପ୍ତ ହୁଏ ?
ଉ: ଶଯ୍ୟା
୪. କଣ ଦାନ କଲେ ସୁଖ ବୃଦ୍ଧି ହୁଏ ?
ଉ: ଅନ୍ନ
୫. କଣ ଦାନ କଲେ ଆୟୁ ବୃଦ୍ଧି ହୁଏ ?
ଉ: ସୁନା
୬. କଣ ଦାନ କଲେ ପାପରୁ ମୁକ୍ତି ମିଳେ ?
ଉ: ଗୋଦାନ
୭. କଣ ଦାନ କଲେ ସୁପୁତ୍ର ଲାଭ ହୁଏ ?
ଉ: ପୁସ୍ତକ
୮.କଣ ଦାନ କଲେ ଆଖି ତେଜିୟାନ ହୁଏ ?
ଉ: ଦୀପ
9. କଣ ଦାନ କଲେ ଗୃହଲାଭ ହୁଏ ?
ଉ: ଭୁମି
10. କଣ ଦାନ କଲେ ପରିବାରରେ ସୁଖ ବଢ଼ିଥାଏ ?
ଉ: ବସ୍ତ୍ର