ସକଳୁ କ’ଣ ଦେଖିଲେ ଶୁଭ ହୋଇଥାଏ ଏବଂ କ’ଣ ଦାନ କଲେ କ’ଣ ମିଳେ ? ଆସନ୍ତୁ ଜାଣିବା

Spread the love

ବ୍ୟସ୍ତମୟ ଜୀବନରେ ପ୍ରତ୍ୟେକ ଦିନ କିପରି ଭଲରେ କାଟିବା ସେଥିପାଇଁ ସମସ୍ତେ ଭଗବାନଙ୍କୁ ପ୍ରାର୍ଥନା କରନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ସବୁ ସଂକେତ ଦେଖିବା ଦ୍ୱାରା ଦିନଟି ଅତ୍ୟନ୍ତ ମଙ୍ଗଳମୟ ହୋଇଥାଏ ।

■ କଣ ଦେଖିଲେ ସକାଳ ଶୁଭ ହୋଇଥାଏ ■

। ଶୁଭ ସଂକେତ ।

୧. କେଉଁ ପାର୍ଶ୍ଵରେ ଶବ ଦେଖିଲେ ସକଳ ଶୁଭ ହୋଇଥାଏ ?

ଉ: ବାମ ପାର୍ଶ୍ଵରେ

୨. କେଉଁ ଦୁଇଟି ଜିନିଷକୁ ସାଥିରେ ଦେଖିଲେ ସକଳ ଶୁଭ ହୋଇଥାଏ ?

ଉ: ମାଛ ଓ ଦହି

୩. କଣ ଦେଖିଲେ ସକଳ ଶୁଭ ହୋଇଥାଏ ?

ଉ: ପୂର୍ଣ କୁମ୍ଭ

୪. କେଉଁ ଦୁଇ ଜଣ ଲୋକଙ୍କୁ ଦେଖିଲେ ସକଳ ଶୁଭ ହୋଇଥାଏ ?

ଉ: ଦୁଇଜଣ ଗୋରା ବ୍ରାହ୍ମଣଙ୍କୁ

୫. ଡାହାଣ ପାଖରେ କଣ ଦେଖିଲେ ସକଳ ଶୁଭ ହୋଇଥାଏ ?

ଉ: ହରିଣ

୬. ପୁରୁଷର କେଉଁ ପାର୍ଶ୍ଵର ଆଖି ଫଡକୀଲେ ସକଳ ଶୁଭ ହୋଇଥାଏ ?

ଉ: ଡାହାଣ ଆଖି

୭. ଆକାଶରେ କେଉଁ ପକ୍ଷୀକୁ ଦେଖିଲେ ସକଳ ଶୁଭ ହୋଇଥାଏ ?

ଉ: ଶଙ୍ଖ ଚିଲ

୮. କେଉଁ ନାରୀ ମନ୍ଦିରରୁ ଫେରୁଥିବା ଦେଖିଲେ ସକଳ ଶୁଭ ହୋଇଥାଏ ?

ଉ: ସଧବା ନାରୀ

୯. କେଉଁ ପଶୁ ଆଗରେ ରାସ୍ତା ଅତିକ୍ରମ କଲେ ସକଳ ଶୁଭ ହୋଇଥାଏ ?

ଉ: ନେଉଳ

■ କଣ ଦାନ କଲେ କଣ ମିଳେ ■

୧. କଣ ଦାନ କଲେ ବ୍ରହ୍ମଲକୋ ପ୍ରାପ୍ତି ହୁଏ ?

ଉ: ବିଦ୍ୟା

୨. କଣ ଦାନ କଲେ ଧର୍ମ ଓ ମହିମା ମିଳିଥାଏ ?

ଉ: ଜଳ

୩. କଣ ଦାନ କଲେ ସ୍ତ୍ରୀ ସୌଭାଗ୍ୟ ପ୍ରାପ୍ତ ହୁଏ ?

ଉ: ଶଯ୍ୟା

୪. କଣ ଦାନ କଲେ ସୁଖ ବୃଦ୍ଧି ହୁଏ ?

ଉ: ଅନ୍ନ

୫. କଣ ଦାନ କଲେ ଆୟୁ ବୃଦ୍ଧି ହୁଏ ?

ଉ: ସୁନା

୬. କଣ ଦାନ କଲେ ପାପରୁ ମୁକ୍ତି ମିଳେ ?

ଉ: ଗୋଦାନ

୭. କଣ ଦାନ କଲେ ସୁପୁତ୍ର ଲାଭ ହୁଏ ?

ଉ: ପୁସ୍ତକ

୮.କଣ ଦାନ କଲେ ଆଖି ତେଜିୟାନ ହୁଏ ?

ଉ: ଦୀପ

9. କଣ ଦାନ କଲେ ଗୃହଲାଭ ହୁଏ ?

ଉ: ଭୁମି

10. କଣ ଦାନ କଲେ ପରିବାରରେ ସୁଖ ବଢ଼ିଥାଏ ?

ଉ: ବସ୍ତ୍ର