କେବଳ ୧ ଗ୍ଲାସ୍ ସକାଳୁ ଖାଲି ପେଟରେ ପିଇବା ଦ୍ୱାରା ପୁରା ଜୀଵନରେ କେବେ ବି ବଢିବ ନାହିଁ କୋଲେଷ୍ଟ୍ରୋଲ ଓ ବ୍ଲଡ଼ ପ୍ରେସର ଏବଂ ନା ହେବ ହାର୍ଟ ଆଟାକ୍ ।

Spread the love

ଆଜି ଆମେ ଆପଣଙ୍କ ପାଇଁ ଏକ ଏମିତି ଉପଚାର ନେଇ ଆସିଛୁ, ଯାହା ଦ୍ୱାରା ଆପଣ ଘରେ ବସି ବିନା ମୂଲ୍ୟରେ ହୃଦୟ ଜନିତ ସମସ୍ତ ରୋଗର ନିରାକରଣ କରିପାରିବେ ଏବଂ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାରୁ ବଞ୍ଚି ପାରିବେ । ବନ୍ଧୁଗଣ କଣ ଆପଣଙ୍କ ଧମନୀରେ ରକ୍ତ ଜମାଟ ବାନ୍ଧି ରହିଯାଇଛି କିମ୍ବା କୌଣସି ବର୍ଜ୍ୟବସ୍ତୁ ଫଶି ରହିଯାଇଛି କିମ୍ବା ଖରାପ କୋଲେଷ୍ଟ୍ରୋଲର ମାତ୍ରା ଅଧିକ ହୋଇଯାଇଛି ଅଥବା ହୃଦୟର କୌଣସି ବି ଗମ୍ଭୀର ସମସ୍ୟା ପାଇଁ ଯଦି ଡାକ୍ତର ଆପଣଙ୍କୁ ଏନଜିଓ ପ୍ଲାଷ୍ଟ କରିବା ପାଇଁ କହୁଛନନ୍ତି ତାହେଲେ ଆପଣ ଏହି ଉପଚାର କରି ଏନଜିଓ ପ୍ଲାଷ୍ଟରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାରୁ ବଞ୍ଚି ପାରିବେ । ଯଦି ଆପଣ ଏନଜିଓ ପ୍ଲାଷ୍ଟ କରି ସାରିଛନ୍ତି, ତା’ପରେ ବି ଆପଣ ଏହି ଉପଚାରକୁ ଆପଣାଇ ପାରିବେ । କାରଣ କିଛି ସମୟର ବ୍ୟବଧାନ ପରେ ଆପଣ ଯେଉଁଠି ବି ଏନଜିଓ ପ୍ଲାଷ୍ଟ କରିଥିବେ, ସେହି ସ୍ଥାନରେ ପୁଣି ରକ୍ତ ଜମାଟ ବାନ୍ଧିବା ଆରମ୍ଭ ହୋଇଯାଏ । ତେଣୁ ଆପଣଙ୍କୁ ନିଶ୍ଚିତ ଏହି ଉପଚାରକୁ ବ୍ୟବହାର କରିବା ଉଚିତ ।

ଏଥିପାଇଁ ଆପଣଙ୍କୁ ଆବଶ୍ୟକ ଅର୍ଜୁନ ଗଛର ଛାଲି । ଅର୍ଜୁନ ଗଛର ଛାଲି ଆପଣଙ୍କୁ ଆପଣଙ୍କ ବଜାରରେ ସହଜରେ ମିଳିଯିବ । ଅର୍ଜୁନ ଗଛର ଛାଲିକୁ ୧୦୦ ଗ୍ରାମ ନେଇ ୫୦୦ ମିଲି ଲିଟର ପାଣିରେ ପକାଇ ଫୁଟାନ୍ତୁ । ଯେତେବେଳେ ପାଣି ଫୁଟିଫୁଟି ୨୦୦ ମିଲି ଲିଟର ହୋଇଯିବ ସେତେବେଳେ ଓହ୍ଲାଇ ଦିଅନ୍ତୁ । ଏବେ ଏହି ପାଣିକୁ ଛାଣି ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ୧୦ ମିଲି ଲିଟର ଲେଖାଏଁ ସେବନ କରନ୍ତୁ । ଏମିତି କରିବା ଦ୍ୱାରା କୋଲେଷ୍ଟ୍ରୋଲର ମାତ୍ରା ନିୟନ୍ତ୍ରଣକୁ ଆସିଯିବ । ଜମାଟ ବାନ୍ଧି ଥିବା ରକ୍ତ ମଧ୍ୟ ପରିଷ୍କାର ହୋଇଯିବ ।

ଉଚ୍ଚ ରକ୍ତଚାପ ମଧ୍ୟ ନିୟନ୍ତ୍ରଣକୁ ଆସିଥାଏ ଏବଂ ଏନଜିଓ ପ୍ଲାଷ୍ଟ କରିବାର ପରିସ୍ଥିତି କେବେ ଆସିନଥାଏ । ଅର୍ଜୁନ ଗଛର ଛାଲିର ଏହି ଉପଚାର ଦ୍ୱାରା ଅଳସର ମଧ୍ୟ ଠିକ୍ ହୋଇଯାଏ । ଏହାର ଔଷଧୀୟ ଗୁଣକୁ ଦୁଇ ଗୁଣ କରିବା ପାଇଁ ଏଥିରେ ୧୦ ଗ୍ରାମ ଡାଲଚିନି ପକାଇ ପାରିବେ । ଅର୍ଜୁନ ଗଛର ଛାଲିକୁ ଆପଣ ଚାହା କରି ମଧ୍ୟ ପିଇ ପାରିବେ । ସାଧାରଣତଃ ଚାହା ପତି ସ୍ଥାନରେ ଅର୍ଜୁନ ଛାଲିର ଗୁଣ୍ଡକୁ ପକାଇ ଚାହା ଭଳି ଏହାର ସେବନ କରି ପାରିବେ ।

ବନ୍ଧୁଗଣ ଆଶା କରୁଛି ଏହି ବିଷୟଟି ଆପଣମାନଙ୍କୁ ପସନ୍ଦ ଆସିଥିବ । ପସନ୍ଦ ଆସିଥିଲେ ବିଷୟଟିକୁ ଗୋଟିଏ ଲାଇକ କରିଦିଅନ୍ତୁ ଓ ନିଜ ପ୍ରିୟଜନ ମାନଙ୍କ ସହିତ ସେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ ।

ବି.ଦ୍ର: ଅର୍ଜୁନ ଗଛର ଛାଲିର ଆପଣଙ୍କୁ ବଜାରରେ ମିଳିଯିବା ନଚେତ ଆୟୁର୍ବେଦିକ ଦୋକାନରେ ମଧ୍ୟ ମିଳିଯିବ ।