ସିନେମାରେ ରୋଲ ଦେବାକୁ କହି ମୋ ଛାତିର ମାପ ପଚାରିଥିଲେ ସାଜିଦ ଖାଁ :ଅଭିନେତ୍ରୀ ରାଣୀ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସାଜିଦ ଖାନ ପଚାରିଥିଲେ ଅଭଦ୍ର ପ୍ରଶ୍ନ । ସାଜିଦ ଖାନ ବିରୋଧ ରେ ସଂଙ୍ଗିନ ଅଭିଯୋଗ ଆଣିଲେ ରାନୀ । ତେବେ ସିନେମା ରେ ରୋଲ ଦେବାକୁ ଡାକି ମତେ ମୋର ଅନ୍ତବସ୍ତ୍ର ର ମାପ ପଚାରିଥିଲେ । ବିଗବସ 16 ର ନିର୍ମାତା ଙ୍କ ପାଇଁ ମୁଣ୍ଡବିନ୍ଧା ର କାରଣ ସାଜିଛନ୍ତି ଗୋଟିଏ ପଟେ ତାଙ୍କୁ ଶୀଘ୍ର ସୋ ରୁ ବାହାର କରିଦେବାକୁ ଦାବି ଉଠୁଥିବା ବେଳେ ସାମାଜିକ ଗଣମାଧ୍ୟମ ରେ ତାଙ୍କର ଖୁବ ସମାଲୋଚନା କରାଜାଉଛି ।

ସର୍ଲିନ ଚୋପ୍ରା ଙ୍କ ଠାରୁ ନେଇ ଉର୍ବିଦ ଜାବେଦ , ମନ୍ଦନା କିର୍ମି , ସର୍ନିଲିନି ଚୋପ୍ରା ଏବଂ କନିକ୍ସା ସୋନି ଙ୍କ ପର୍ଯ୍ୟନ୍ତ । ଏହି ସମସ୍ତ ଅଭିନେତ୍ରୀ ସାଜିଦ ଖାନ ଙ୍କ ବିରୋଧ ରେ ମିଠୁ ଏବଂ ଯୈ-ନଉତ୍ପୀଡନ ର ଗମ୍ଭୀର ଅଭିଯୋଗ ଲଗେଇଛନ୍ତି । ଆଉ ଏବେ ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରୀ ର ପରିଚିତ ଅଭିନେତ୍ରୀ ରାନୀ ଚାଟାର୍ଜି ସାଜିଦ ଖାନ ଙ୍କୁ ନେଇ ଚାଞ୍ଚଲ୍ୟକର ଅଭିଯୋଗ କରିଛନ୍ତି । ଏକ ସାକ୍ଷାତ କାର ରେ ରାନୀ ଚାଟାର୍ଜି କହିଛନ୍ତି । ସାଜିଦ ଖାନ ଥରେ ତାଙ୍କ ଘରକୁ ଡାକିଥିଲେ । ଏବଂ ପରେ ସେ ମନ୍ଦ ଉଦ୍ଧେଶ୍ୟ ନେଇ ଛୁଇଁବାକୁ ମଧ୍ୟ ଚେଷ୍ଟା କରିଥିଲେ ।

Actress rani

ତେବେ ସେ କହିଛନ୍ତି ସାଜିଦ ଖାନ ଙ୍କୁ ବିଗବସ ପରି ସୋ ରେ ଦେଖିଲେ ବହୁତ ରାଗ ଲାଗୁଛି । ସାଜିଦ ଖାନ ତାଙ୍କର ଉତ୍ପୀଡନ କରୁଛନ୍ତି । ତାଙ୍କୁ ଦେଖିଲେ ମୋର ହୃଦୟ ଭାଙ୍ଗି ପଡୁଛି । ରାନୀ 2013 ରେ ରିଲଜ ସାଜିଦ ଖାନ ଙ୍କ ଫିଲ୍ମ ହିମତ ୱାଲା ର ପ୍ଲେ କରିଛନ୍ତି । ତେବେ ଏହି ଫିଲ୍ମ ରେ ଅଜୟ ଦେବଗନ ଙ୍କ ସହିତ ତମନ୍ନା ଭାଟିଆ ଅଭିନୟ କରିଥିଲେ ତେବେ ରାନୀ କହିଛନ୍ତି ସେ ହିମତ୍ତୱାଲା ଫିଲ୍ମ ପାଇଁ ସାଜିଦ ଖାନ ଙ୍କ ସହିତ ଯୋଗାଯୋଗ କରିଥିଲେ ।

ତେବେ ପରେ ସାଜିଦ ଖାନ କହିଥିଲେ ସେ ମୋ ସହିତ ସିଧା ସଳଖ କଥାହେବାକୁ ଚାହାଁନ୍ତି । ତେବେ ପରେ ଫୋନ ରେ କଥା ହେବାରୁ ସେ ମତେ ତାଙ୍କ ଘରକୁ ଡାକିଥିଲେ ଆଉ ଏହା ସାଧାରଣ ମିଟିଂ ତେବେ ସେ କୌଣସି ମ୍ୟାନେଜର ଙ୍କୁ ନେଇ ଆସିବେ ନାହିଁ । ତେବେ ସେ ଏକାକି ଆସିବାକୁ କହିଥିଲେ ଏବଂ ପରେ ରାନୀ କହିଛନ୍ତି ସେ ସାଜିଦ ଖାନ ଙ୍କୁ ଘରକୁ ଭେଟିବାକୁ ଜାଇଥିବା ବେଳେ ସାଜିଦ ଖାନ କହିଥିଲେ ତୁମକୁ ଧୋକା ଧୋକା ଆଇଟମ ସଙ୍ଗ ରେ ସୁଯୋଗ ପ୍ରଦାନ କରାଯିବ ।

ଏହିଥିରେ ତୁମକୁ ଛୋଟ ଛୋଟ ଲେହେଙ୍ଗା ପିନ୍ଧିବାକୁ ପଡିବ ମୁଁ ଲଙ୍ଗ ସର୍ଟ ପିନ୍ଧି ତାଙ୍କ ଘରକୁ ଜାଇଥିଲି ତେଣୁ ସେ ମତେ ଗୋଡ ଦେଖେଇବାକୁ କହିଥିଲେ ମୁଁ ଭାବିଥିଲି ବଲିଉଡ ରେ ଏମିତି ହିଁ ହୋଇଥାଏ । ମୁଁ ଆଣ୍ଠୁ ପର୍ଯ୍ୟନ୍ତ ସ୍କର୍ଟ ଉଠେଇ ଦେଖେଇଥିଲି । ଆଉ ଯେତେ ବେଳେ ସେ ମୋ ଛାତିର ସାଇଜ କେତେ ପଚାରିଥିଲେ ମୁଁ ତାଙ୍କ କଥା ସୁଣି ଡରିଜାଇଥିଲି ।

ତୁମର କେହି ବୟଫ୍ରେଣ୍ଡ ରହିଛନ୍ତି କି ନାହିଁ । ଦିନକୁ କେତେ ଥର ସେ-କ୍ସ କର ଯେତେ ବେଳେ ସାଜିଦ ଖାନ ଙ୍କ ମୁହଁ ରୁ ଏହି ସବୁ କଥା ସୁଣିଲି ମୁଁ ସଂମ୍ପର୍ଣ୍ଣ ଆଶ୍ଚର୍ଯ୍ୟ ହୋଇଜାଇ ଥିଲି । ଏମିତି କଥା କାହିଁକି ପାଚାରୁଛନ୍ତି ବୋଲି ମୁଁ ପଚାରିଥିଲି । ଆଉ ଏମିତି କଥା ମତେ ପସନ୍ଦ ନୁହେଁ ବୋଲି ମୁଁ କହିଥିଲି । ଏବଂ ପରେ ସାଜିଦ ଖାନ ମତେ ମନ୍ଦ ଉଦ୍ଧେଶ୍ୟ ରେ ଛୁଇଁବାକୁ ଚେଷ୍ଟା କରିଥିଲେ ହେଲେ ମୁଁ ତୁରନ୍ତ ସେଠାରୁ ଚାଲିଆସିଲି । ଜାହାକି ରାନୀ କହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *