ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କ ସାହାସିକତା ର କାହାଣୀ ।

Spread the love

ଆଜି ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କ ସାହାସିକତା ବିଷୟରେ ଜାଣିବା ଆସନ୍ତୁ ।

ଭାରତ ଯେଉଁ ଧୌର୍ଯ୍ୟ ସହିତ ପାକିସ୍ତାନ ଉପରେ ଚାପ ସୃଷ୍ଟି କରିଲେ ତାହା କାରଣରୁ ପାକିସ୍ତାନ କୁ ନଇଁବାକୁ ପଡ଼ିଲା । ପାକିସ୍ତାନ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କ ଆତ୍ମବିଶ୍ୱାସକୁ ଭାଙ୍ଗିବା ପାଇଁ ବହୁତ ପ୍ରୟାସ କରିଲେ ତାଙ୍କର ଭିନ୍ନ-ଭିନ୍ନ ଭିଡ଼ିଓ viral କରିଲେ କିନ୍ତୁ ଭାରତର ଏହି ବିର ଯବାନ ସେମାନଙ୍କ ପାଖରେ ଅଳ୍ପ କ୍ଷଣ ପାଇଁ ମଧ୍ୟ ଦୁର୍ବଳ ହେଲେ ନାହିଁ ।

ଦେଶର ଆଶୀର୍ବାଦ ର ପରିଣାମ ଅଟେ, ଭାରତର କୂଟନୀତି ର ବିଜୟ ଅଟେ । ପାକିସ୍ତାନ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ଙ୍କୁ ଭାରତକୁ ଫେରେଇବା ପାଇଁ ବାଧ୍ୟ ହେଲେ । କିନ୍ତୁ ପାକିସ୍ତାନ ଉପରେ ଭାରତର ଚାପ କେଉଁ ପ୍ରକାରର ଥିଲା ତାହାର ଗୋଟିଏ ଉଦାହରଣ ଜାଣିବା ଆସନ୍ତୁ ।

ଇମରାନ୍ ଖାନ୍ କହିଲେ ” ମୁଁ ଗୋଟିଏ କଥା କହିବାକୁ ଭୁଲିଯାଇଥିଲି ଭାରତର ପାଇଲଟ କୁ ଆମେ ଧରିଛୁ ଶାନ୍ତି ବଜାୟ ରଖିବା ପାଇଁ ଆମେ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ଙ୍କୁ ଛାଡ଼ିଦେବୁ ” । ଏତେ ବଡ଼ କଥା ସଂସଦ ରେ କହିବାକୁ ଭୁଲିଯାଇଥିଲେ ଇମାରାନ୍ ଖାନ୍ କିନ୍ତୁ ଏହା ସତ୍ୟ ନୁହେଁ ସେ ଏହାର ନାଟ ଦେଖାଇ ନିଜକୁ normal ଦେଖାଇବା ପାଇଁ ପ୍ରୟାସରେ ଥିଲେ ।

ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କ ସେହି ୱିଙ୍ଗ୍ ଲଢୁଆ ରେ ଥିଲେ ଯିଏକି ପାକିସ୍ତାନ ର X – ୧୬ କୁ ଗଡ଼େଇ line of control ବାହାରକୁ ଚାଲିଯାଇଥିଲେ । ପାକିସ୍ତାନ ର ବିମାନକୁ target କରୁଥିବା ସମୟରେ ୱିଙ୍ଗ୍ – ୨୧ କ୍ରାସ୍ ହେଇଗଲା । ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କ ପେରାସୁଟ୍ ସାହାଯ୍ୟରେ ତଳକୁ ଆସିଲେ । ତଳକୁ ଆସିବାପରେ ସେ ଜାଣିପାରିଲେ ନାହିଁ କି ସେ କେଉଁ ଦେଶରେ ଅଛନ୍ତି ।

ତଳେ ଆସିବା ପରେ ସେଠାର ଗୋଟିଏ ବାସିନ୍ଦା କୁ କଣ ପଚାରିଥିଲେ ?

ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ସେଠାର ଗୋଟିଏ ବାସିନ୍ଦା କୁ ପଚାରିଲେ, ମୁଁ କେଉଁଠାରେ ଅଛି ଭାରତ, ପାକିସ୍ତାନ ନା ବଙ୍ଗଳାଦେଶ ରେ ? ସ୍ଥାନୀୟ ଲୋକ ମିଛ କହିଲେ ଓ କହିଲେ ତୁମେ ଭାରତରେ ଅଛ । ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କ ଆଶ୍ଚର୍ଯ୍ୟ ହେଇଗଲେ ଓ ଖୁସିରେ ପାଟି କରି କହିଲେ ” ଜୟ ମାତା ଦି ” । ସେତେବେଳେ ଲୋକମାନ କିଛି ମଧ୍ୟ ଜବାବ ଦେଲେ ନାହିଁ ସମସ୍ତେ ଚୁପ ହୋଇ ରହିଗଲେ ସେତେବେଳେ ଅଭିନନ୍ଦନ ଙ୍କୁ ସନ୍ଦେହ ଆସିଲା । ପାଣି ମାଗିବାରୁ ସେଠାର ଲୋକମାନେ କେହି ମଧ୍ୟ ପାଣି ପିଇବାକୁ ଦେଲେ ନାହିଁ । ଲୋକନେ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ଙ୍କୁ ଚାରିପଟରୁ ଘେରିଦେଲେ ଓ ଖରାପ ବ୍ୟବହାର କରିବାକୁ ଲାଗିଲେ । ଶତ୍ରୁ ମାନଙ୍କ ଆଗରେ ମଧ୍ୟ ଛାତି କୁ ଚଉଡ଼ା କରି ଛିଡା ହୋଇ ରହିଥିଲେ ।

୩୬ ଘଣ୍ଟାରୁ ଅଧିକ ସମୟ ପାକିସ୍ତାନ କବ୍ଜାରେ ଅଛନ୍ତି କିନ୍ତୁ ଭାରତ ସମ୍ବନ୍ଧୀୟ ଗୋଟିଏ ଗୁପ୍ତ କଥା ମଧ୍ୟ କହିଲେ ନାହିଁ । ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କ ଯେମିତି ହିଁ ଜଣାପଡ଼ିଲା କି, ମୁଁ ପାକିସ୍ତାନ ରେ ଅଛି, ତେବେ ସେ ତୁରନ୍ତ କିଛି କାଗଜପତ୍ର କୁ ପୋଖରୀ ରେ ଫିଙ୍ଗି ଦେଇଥିଲେ ସେ ଚାହୁଁ ନଥିଲେ କି ଏହି କାଗଜପତ୍ର ପାକିସ୍ତାନ ହାତକୁ ଚାଲିଯାଉ ।

ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କ ସହାସତ ଜାଣନ୍ତୁ । ସେ ଯେଉଁ ବିମାନକୁ target କରି ପଛରେ ଯାଇ ଆକ୍ରମଣ କରୁଥିଲେ ତାହା ୱିଙ୍ଗ୍ – ୨୧ ଠାରୁ ବହୁତ ଆଧୁନିକ ଓ ଶକ୍ତିଶାଳୀ ବିମାନ ଥିଲା । ଭାରତ ଗତ ୫୫ ବର୍ଷରୁ ୱିଙ୍ଗ୍ – ୨୧ ର ବ୍ୟବହାର କରୁଛନ୍ତି । ଏହି ବିମାନ ଦ୍ୱାରା ଭାରତ ପ୍ରଥମ ଥର ପାଇଁ ୧୯୬୫ ମସିହାରେ ଯୁଦ୍ଧ କରିଥିଲେ । ୧୯୭୧ ମସିହାରେ ଏହି ବିମାନ ସାହାଯ୍ୟରେ ପାକିସ୍ତାନ ର ୯ଟି ଲଢୁଆ ବିମାନ କୁ ଧ୍ବଂସ କରିଥିଲେ ।