ସାହାରୁଖ, ସଲମାନ ଓ ଅକ୍ଷୟଙ୍କ ପିଲାଦିନର ଏପରି ଦୁର୍ଲଭ ଫୋଟ, ଯାହାକୁ ଦେଖିକି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

Spread the love

ଏତେ ବର୍ଷ ପରେ ବଲିଉଡରେ ଆଜି ବି ଯଦି କୌଣସି ଅଭିନେତାଙ୍କ କିଛି ସ୍ୱତନ୍ତ୍ର ପରିଚୟ ଅଛି ସେମାନେ ହେଉଛନ୍ତି ସାହାଋଖ, ସଲମାନ ଓ ଅକ୍ଷୟ କୁମାର । କହିବାକୁ ଗଲେ ଅମୀର ଖାଁ ମଧ୍ୟ ସେମାନଙ୍କ ମଧ୍ୟରେ ଅନ୍ୟତମ କିନ୍ତୁ ଫିଲ୍ମ ମାମଲାରେ ସେ ଏମାନଙ୍କ ମଧ୍ୟରୁ ସବୁଠୁ ପଛରେ ଅଛନ୍ତି । କାରଣ ସେ ଦୁଇ ବା ତିନି ବର୍ଷରେ କେବଳ ଗୋଟିଏ ଫିଲ୍ମ ବନାନ୍ତି । ଯେବେକି ଏ ତିନି ଜଣ ଗୋଟିଏ ପରେ ଗୋଟିଏ ଲଗାତାର ହିଟ୍ ରୁ ସୁପର ହିଟ୍ ଫିଲ୍ମ ବନେଇ ଥାନ୍ତି । ଲକ୍ଷ ଲକ୍ଷ ଲୋକ ଏମାନଙ୍କ ପାଇଁ ପାଗଳ । ତେବେ ଚାଲନ୍ତୁ ଆଜି ଆମେ ବଲିଉଡ ଏହି ତାରକାମାନଙ୍କର କିଛି ଦୁର୍ଲଭ ଫୋଟ ଆପଣଂକୁ ଦେଖେଇବୁ । ଏହା ପୂର୍ବରୁ ଆପଣ ହୁଏତ ଏହି ଫୋଟ କୁ ଦେଖି ନଥିବେ ।

ବଲିଉଡ଼ ର ‘ଖିଲାଡି’ ଅକ୍ଷୟ କୁମାର ଙ୍କ ସ୍କୁଲ ସମୟର ଦୁର୍ଲଭ ଫୋଟ। ଅକ୍ଷୟ ପିଲାବେଳେ ବହୁତ ସୁନ୍ଦର ଦେଖଯାଉଥିଲେ ।

ଅକ୍ଷୟ କୁମାର ଆଉ ଏକ ଫୋଟ ଯେଉଁଥିରେ ସେ ଗୋଟିଏ ପିଲାର ପଛପଟେ ଲୁଚିଥିଲା ବୋଲି ମନେ ହେଉଛି । ଅକ୍ଷୟ ପିଲାବେଳରୁ ବହୁତ ଦୃଷ୍ଟା ଓ ଚଗଲାମୀ ସ୍ୱଭାବର ଥିଲେ ।

ନିଜ ସ୍କୁଲ ସାଙ୍ଗ ମାନଙ୍କ ସହ ଅଭିନେତା ସଲମାନ ଖାଁ।ଭାଇଙ୍କ ଚେହେରାରେ ପିଲାଦିନେ ରାଗ ବହୁତ ଭଲ ଭାବରେ ଜଣା ପଡୁଥିଲା।

ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ନିଜ ବଡ଼ ଭାଇଙ୍କ ସହ।

କଲେଜ ସମୟରେ ନିଜ ସାଙ୍ଗମାନଙ୍କ ସହ କିଛି ଏପରି ଭାବରେ ମଜ୍ଜା ମସ୍ତି କରୁଥିଲେ ବଲିଉଡର କିଙ୍ଗ ସାହାରୁଖ ଖାଁ ।

ଏକ ଉତ୍ସବ ସମୟରେ ମଂଚ ଉପରେ ଠିଆ ହୋଇଥିବା ଅଭିନେତ୍ରୀ ପରିଣୀତି ଚୋପଡା। ପରିଣୀତି ଆଜି ଯେମିତି ବୋଲଡ଼ ଅଛନ୍ତି ସେହି ସମୟରେ ସେ ସେତେ ବୋଲଡ଼ ନଥିଲେ। କାରଣ ଫୋଟ ରୁ ତ ଜଣା ପଡୁ ନାହିଁ।