ସାହାରୁଖ କୁ କରିବେ ଦ୍ୱୀତିୟ ବିବାହ ? ଏହି ହିରୋଇନ ଦେଲେ ଅଫର

Saharukh

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ କିଙ୍ଗ ଖାନଙ୍କୁ ବିବାହ ପ୍ରସ୍ତାବ ଦେଲେ ଉର୍ଫି । ଉର୍ଫି ଜାଭେଦଙ୍କ ପ୍ରସ୍ତାବ ପରେ ଫ୍ୟାନ୍ସଙ୍କ ଆଲୋଚନା ଓ ସମାଲୋଚ଼ନା । ଶାହାରୁଖ୍ ଓ ଗୌରୀଙ୍କୁ ଚକିତ କରିଛି ଉର୍ଫିଙ୍କ ମନ୍ତବ୍ୟ । ମୋତେ ତୁମର ଦ୍ୱିତୀୟ ପତ୍ନୀ କରିନିଅ ଶାହାରୁଖ୍ । ଉର୍ଫିଙ୍କ ଏହି ମନ୍ତବ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ହଇଚୟ ସୃଷ୍ଟି କରିଛି ।

ପଠାନ୍ ଫିଲ୍ମର ସଫଳତା ପରେ କିଙ୍ଗ ଖାନଙ୍କୁ ଏଭଳି ପ୍ରସ୍ତାବ ଦେଇଛନ୍ତି ଉର୍ଫି । ନିଜର ପୋଷାକ ଓ ମନ୍ତବ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଉର୍ଫିଙ୍କ ଏଭଳି ମନ୍ତବ୍ୟ ସମସ୍ତଙ୍କୁ ଚକିତ କରିବା ସହ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେପଟେ ଏହି ଘଟଣାକୁ ନେଇ ଇଉଜରସ୍ ମାନେ ବିଭିନ୍ନ କମେଣ୍ଟ ମଧ୍ୟ ଦେଇଛନ୍ତି । ଶାହାରୁଖ୍ ଖାଁଙ୍କ ଫିଲ୍ମ ପଠାନ୍ ବ୍ଲୋକବୋଷ୍ଟର ହୋଇଛି ।

Urfi

ଏଥି ମଧ୍ୟରେ ଉର୍ଫି ଜାଭେଦ ଏପକି କିଛି କହିଛନ୍ତି ଯାହା ଶାହାରୁଖ୍ ଓ ଗୌରୀ ଖାଁଙ୍କୁ ଚକିତ ନିଶ୍ଚୟ କରିବ । ନିଜ ଆଉଟପୁଟ ଓ ମନ୍ତବ୍ୟ ପାଇଁ ଚର୍ଚ୍ଚା ରେ ରହୁଥିବା ଉର୍ଫି ଶାହାରୁଖ୍ ଖାଁଙ୍କୁ ବିବାହ ପ୍ରସ୍ତାବ ଦେଇଛନ୍ତି । ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଶାହାରୁଖ୍ ଖାଁଙ୍କ ଫିଲ୍ମ ପଠାନ୍ ଫିଲ୍ମ ସଫଳତା ମଧ୍ୟରେ ଉର୍ଫି କହିଛନ୍ତି ମୋତେ ତମେ ଦ୍ୱିତୀୟ ପତ୍ନୀ କରିନିଅ ଶାହାରୁଖ୍ ।

ଯେତେବେଳେ ପାପାରିଜ୍ ଉର୍ଫିଙ୍କୁ ପଚାରିଛନ୍ତି ଆପଣ ବୈକ ପଠାନ୍ ବିଷୟରେ କ’ଣ କହିବାକୁ ଚାହାଁନ୍ତି । ଏହାପରେ ଉର୍ଫି କହିଛନ୍ତି ମୋତେ ବାରଟି କରନ୍ତୁ କିନ୍ତୁ ଦୟାକରି ଆପଣମାନେ ଶାହାରୁଖ୍ ଖାଁଙ୍କୁ ଦେଖନ୍ତୁ । କିଛିଦିନ ତଳେ ମୁମ୍ବାଇରେ ଭଡାଘର ଖୋଜିବା ନେଇ ଚର୍ଚ୍ଚାରେ ରହିଥିଲେ ଉର୍ଫି ଜାବେଦ । ଅନ୍ୟପଟେ ଫିଲ୍ମ ପଠାନ୍ କୁ ନେଇ ବିବାଦ ମଧ୍ୟ ଲାଗି ରହିଥିବା ବେଳେ ପ୍ରେଖ୍ୟାଳୟରେ ଧୁମ୍ ବଜେଇବା ସହ ରେକର୍ଡ ବେକ୍ କରୁଛି କିଙ୍ଗ ଖାନଙ୍କ ଫିଲ୍ମ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ