ସୁରକ୍ଷିତ ନୂହେଁ ଟୁଇଟର ! ୨୦୦ ମିଲିୟନରୁ ଅଧିକ ୟୁଜର୍ସଙ୍କ ଇମେଲ ଆଇଡି ହୋଇଛି ଲିକ ।

Twitter 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସୁରକ୍ଷିତ ନୁହେଁ ଟୁଇଟର । ଟୁଇଟର କୁ ନେଇ ଆଶ୍ଚର୍ଯ୍ୟ କଲା ଭଳି ରିପୋର୍ଟ । ଦୁଇ ଶହ ମିଲିୟନ ରୁ ଅଧିକ ଇଉଜରସ୍ ଇମେଲ୍ ଆଇଡି ହୋଇଛି ଲିଙ୍କ୍ । ଟୁଇଟର ଇଉଜରସଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । କାରଣ ଟୁଇଟର ଇଉଜରସଙ୍କ ଡାଟା ସହ ଜଡିତ ଏକ ଆଶ୍ଚର୍ଯ୍ୟ କର ଖବର ସାମ୍ନାକୁ ଆସିଛି । ଏକ ସିକ୍ୱ୍ୟରିଟି ରିସର୍ଚ୍ଚ ବୁଧବାର ଦାବି କରିଛି କି ହ୍ୟାକର ଦୁଇ ଶହ ମିଲିୟନ ରୁ ଅଧିକ ଟୁଇଟରଙ୍କ ଇଉଜରସଙ୍କ ଇମେଲ ଆଇଡ୍ ଆଡ୍ରେସ୍ ଚୋରି କରି ଏହାକୁ ଅନଲାଇନ ହ୍ୟାକିଂ ପରମ ରେ ପୋଷ୍ଟ କରି ଦିଆଯାଇଛି ।

ଏହି ଖବର ଜଣା ପଡିବା ପରେ ଅନେକ ଟୁଇଟର ଇଉଜରସ ଚିନ୍ତା ରେ ପଡି ଯାଇଛନ୍ତି । ହେଲେ ଟୁଇଟର ପକ୍ଷରୁ ଏହାକୁ ନେଇ କୈଣସି ଟିପଣି ଦିଆଯାଇନାହିଁ । ଇସ୍ରାଏଲର, ସାଇପ, ସିକ୍ୱ୍ୟରିଟି , ମନିଟରିଂ ଫୋନ୍, ହଟସନ ରକର ସହ ସଂସ୍ଥାପକ ଆଇଲନକେଲ୍ ଲିଙ୍କ୍ ଡୋନାର ରେ ଲେଖିଛନ୍ତି ଯେ ଦୁର୍ଭାଗ୍ୟ ପୂର୍ଣ୍ଣ ଭାବେ ଏହି ଘଟଣା ରେ ବହୁତ ହ୍ୟାକିଂ ଟାର୍ଗେଟ ଫିକସିଙ୍ଗ ଓ ଡକିଂ କୁ ନେଇ ପ୍ରଶାହନ ମିଳିଛି ।

Twitter

ଏହା ସବୁଠାରୁ ମହତ୍ୱପୂର୍ଣ୍ଣ ଲିଙ୍କ୍ ମଧ୍ୟରୁ ଗୋଟିଏ । ଗେଲ୍ ପ୍ରଥମ ଥର ୨୪ ଡିସେମ୍ବର ରେ ସୋସିଆଲ ମିଡିଆରେ ଏହି କଥାକୁ ପ୍ରକାଶ କରି ଏକ ପୋଷ୍ଟ କରିଥିଲେ । ଗେଲ୍ ଆହୁରି ମଧ୍ୟ ଲେଖିଛନ୍ତି ଯେ ଏହା ସ୍ପଷ୍ଟ ହୋଇ ନାହିଁ କି ଟୁଇଟର ଏହା ଯାଞ୍ଚ କରିବାକୁ ଅବା ଏହାର ସମାଧାନ କରିବାକୁ କ’ଣ ପଦକ୍ଷେପ ନେଇଛି । ତେବେ ଏହା ପ୍ରଥମ ଘଟଣା ନୁହେଁ ପୂର୍ବରୁ ମଧ୍ୟ ୪ଶହ ମିଲିୟନ ଲୋକଙ୍କ ଇମେଲ ର ଆଡ୍ରେସ୍ ସହ ଫୋନ୍ ନଂ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା ।

ହେଲେ କିଏ ଏହାକୁ ଚୋରି କରିଛି ସେ କେଉଁଠିକାର ତାହା ଏ ପର୍ଯ୍ୟନ୍ତ ଜଣା ପଡି ନଥିବା ବେଳେ ପୁଣି ୨ଶହ ମିଲିୟନ ଇଉଜରସଙ୍କ ତଥ୍ୟ ଚୋରି ନେଇ ଆସିଥିବା ଅଭିଯୋଗ ଇଉଜରସଙ୍କୁ ଚିନ୍ତା ରେ ପକାଇଛି । ବାରମ୍ବାର ଟୁଇଟର ରେ ଏଭଳି ତଥ୍ୟ ଚୋରି ହୋଇଥିବାରୁ ଏହା ଆଉ ସୁରକ୍ଷିତ ନୁହେଁ ବୋଲି ଇଉଜରସ ମାନେ ଚିନ୍ତା କଲେଣି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *