
ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସଂଙ୍ଗୀତ ଜଗତରେ ବଡ ଦୁଖଃଦ ଖବର ସାମ୍ନାକୁ ଆସିଛି ଆଜି ଏହି ପ୍ରସିଦ୍ଧ କଣ୍ଠଶୀଲ୍ପି ଙ୍କ ପରଲୋକରେ ଅନେକ କଳାକାର ମାନେ ଦୁଖଃ ପ୍ରକାଶ କରିବା ସହିତ ସଂଙ୍ଗୀତ ଜଗତ ରେ ଶୋକର ଲହରୀ ଖେଳିଜାଇଛି । ଏହି ପ୍ରସିଦ୍ଧ କଣ୍ଠଶୀଳ୍ପି ଙ୍କ ପରଲୋକରେ ତାଙ୍କର ଝିଅ ସୋସିଆଲ ମିଡିଆ ରେ ଏହି ସୂଚନା ଦେଇଛନ୍ତି ।
ତେବେ ସେ ନିଜର ଫେସବୁକ ରେ ଲେଖିଛନ୍ତି ମାଆ ଆମକୁ ଛାଡି ଚାଲି ଜାଇଛନ୍ତି । ଗାୟିକା ଙ୍କ ମୃ-ତ୍ୟୁ ହେତୁ ଚଳଚିତ୍ର ଇଣ୍ଡଷ୍ଟ୍ରୀ ଏବଂ ସଂଙ୍ଗୀତ ମହଲ ରେ ପ୍ରଶଂସକ ଙ୍କ ମଧ୍ୟରେ ଶୋକର ଲହରୀ ଖେଳି ଜାଇଛି । ରିପୋର୍ଟ ଅନୁସାରେ ଏହି ପ୍ରସିଦ୍ଧ ଗାୟିକା ନିଜର ବାସ ଭବନ ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
ତେବେ ସେ ଦିର୍ଘ ଦିନ ଧରି ଶ୍ୱାସକ୍ରିୟା ଜନିତ ସମସ୍ୟା ରେ ପୀଡିତ ରହିଥିଲେ । ସେ ବ୍ରୋକ ନିମୋନିୟା ରେ ପୀଡିତ ହୋଇ ଡିସେମ୍ବର 21 ରେ ଡାକ୍ତର ଖାନାରେ ଭର୍ତ୍ତି ହୋଇଥିଲେ ଏହାର ତିନି ଦିନ ପରେ ତାଙ୍କୁ ଡାକ୍ତର ଖାନା ରୁ ଡିସଚାର୍ଜ କରାଜାଇଥିଲା ତେବେ ଘରକୁ ଆସିବା ପରେ ଗାୟିକା ପ୍ରଶଂସକ ଏବଂ ପ୍ରିୟ ଜନ ଙ୍କୁ ଛାଡି ସବୁ ଦିନ ପାଇଁ ଆରପାରି କୁ ଚାଲିଜାଇଛନ୍ତି ।
ଲୋକପ୍ରିୟ କଣ୍ଠ ଶୀଲ୍ପି ସୁମିତ୍ରା ସେନ , ମେଘ ବୋଲଛେ ଜାବ ଜାବ , ତୁମୋରି ଝରନା ନିରଂଞୀନ , ପକ୍ଷୀ ଭାବନା କାହା ବୋଲ ଆଦି ପ୍ରସିଦ୍ଧ ଗୀତ ଗାଇଥିଲେ । 2012 ରେ ପଶ୍ଚିମବଙ୍ଗ ସରକାର ସୁମିତ୍ରା ସେନ ଙ୍କୁ ସଂଙ୍ଗୀତ ମହାସମ୍ମାନ ପୁରସ୍କାର ଦେଇଥିଲେ ।
ସେ ନିଜର କଣ୍ଠର ଜାଦୁରେ ରବିଦ୍ର ସଂଙ୍ଗୀତ ସହିତ ସଂଙ୍ଗୀତ ପ୍ରେମିକୁ ମନ ମୁଗ୍ଧ କରି ଦିଅନ୍ତି । ତାଙ୍କର ମୃ-ତ୍ୟୁରେ ପ୍ରଶଂଶକ ଏବଂ ପରିବାର ଲୋକ ମାନେ ଶୋକ ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆ ରେ ତାଙ୍କୁ ଶ୍ରଦ୍ଧାଞୀଳି ଅର୍ପଣ କରିଛନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।