ଋଣ ଛାଡ଼ ନେଇ ମୋଦି ସରକାରଙ୍କ ନୂଆ ଯୋଜନା : ଋଣ ଛାଡ଼ ପରିବର୍ତ୍ତେ ଟଙ୍କା ମିଳିବ ବ୍ୟାଙ୍କ ଖାତାରେ !

Spread the love

ଯଦି ଆପଣ ଗୋଟିଏ ଭାରତୀୟ ନାଗରିକ ତା’ହାଲେ ଏହି ଖବରଟି ଶେଷ ପର୍ଯ୍ୟନ୍ତ ପଢିବା ଦରକାର । କାରଣ କୃଷକଙ୍କ ଋଣ ଛାଡକୁ ନେଇ କରି ସୋସିଆଲ ମିଡିଆ, ଟିଭି, ମାଧ୍ୟମରେ ବହୁତ କଥା ଶୁଣିବାକୁ ମିଳିଥିଲା ଏବଂ ଏମିତି କିଛି ଖବର ସାମ୍ନାକୁ ଆସିଛି ଯାହାକି ଆପଣ ଶୁଣିବା ଦରକାର, ତୋ ଆସନ୍ତୁ ଜାଣିବା ସେହି ଖବର ବିଷୟରେ…..

ଆଜିକାଲିର ସମୟରେ କୃଷକ ମାନଙ୍କ ଋଣ ଛାଡକୁ ନେଇ କରି ସୋସିଆଲ ମିଡିଆ, ଟିଭି ମାଧ୍ୟମରେ ବହୁତ ଖବର ଆସୁଛି । ଆଜି ଆମେ ଆପଣଙ୍କୁ ଋଣ ଛାଡକୁ ନେଇ କରି କଂଗ୍ରେସ ଏକ ବଡ଼ ପଦକ୍ଷେପ ଉଠାଇଥିଲେ ଏବଂ ଏହାପରି ଏକ ବଡ ପଦକ୍ଷେପ ଉଠାଇବା ପରେ ମୋଦି ସରକାରଙ୍କ ମଧ୍ୟ ଏକ ବଡ ପଦକ୍ଷେପ ଉଠାଇ ଥିବାର ଶୁଣିବାକୁ ମିଳୁଛି । ବାସ୍ତବରେ କଂଗ୍ରେସ ସରକାରଙ୍କ ମତ ଯେ ସମସ୍ତ କୃଷକମାନଙ୍କର ଋଣ ଛାଡ଼ କରି ଦିଆଯିବ କିନ୍ତୁ ବିପକ୍ଷରେ ବର୍ତ୍ତମାନ ମୋଦି ସରକାର ମଧ୍ୟ ଏକ formula ପ୍ରସ୍ତୁତ କରିଛନ୍ତି ଯାହାକି କୃଷକ ମାନଙ୍କ bank ଖାତାକୁ ପଇସା/ଟଙ୍କା ପଠା ଯିବ ।

ଆଜିକାଲି ସମୟରେ ଏମିତି କୌଣସି କିଷାନ ଅଛନ୍ତି, ତାଙ୍କ ଫସଲ ପାଇଁ ଭଲ ମୂଲ୍ୟ ମିଳି ନଥାଏ, ଯାହାଫଳରେ କୃଷକ ମାନେ ବହୁତ ଅସୁବିଧାର ସମ୍ମୁଖିନରେ ହୁଅନ୍ତି । ଏମିତିରେ ବର୍ତ୍ତମାନ ଠାରୁ ଯାହା କିଛି ବି କିଷାନ MSP ରେ ସବୁଠାରୁ ତଳ ଭାଗରେ ଫସଲ ବିକ୍ରି କରନ୍ତି ତା’ହାଲେ ମୋଦି ସରକାର ସେହି MSPରେ ଭିତରେ ଥିବା ସମସ୍ତ ରାଶି ସେହି କିଷାନ ବା କୃଷକ ମାନଙ୍କ ବ୍ୟଙ୍କ ଖାତାରେ ପକାଇବେ । ଏଇଥିପାଇଁ କିଷାନ ସମସ୍ତ ଫସଲ ବିକ୍ରି କରିବା ପରେ ସେ ଗୋଟିଏ slipକୁ ସରକାର ସେହି କାର୍ଯ୍ୟ ସ୍ଥଳରେ ଦେଖାଇବାକୁ ପଡିବ ।ଯାହା ପରେ ମୋଦି ସରକାର ସେହି କୃଷକ ବ୍ୟକ୍ତିଙ୍କ ବ୍ୟଙ୍କ ଖାତାକୁ ସେହି ମୁଲ୍ୟ ଟ୍ରାନ୍ସଫର କରିବେ ।