ଗୋପାଳ କୁ ରୁଚିଲାନି ଜେଲର ଚିକେନ, ଭାତ..ଗାର୍ଡକୁ ମାଗିଲା ପଖାଳ ଓ ଆଳୁ ଭର୍ତ୍ତା !

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଗୋପାଳ ର ଚୈଦ୍ୱାର ଜେଲ ରେ କଟିଛି ପ୍ରଥମ ରାତି ଗୋପାଳ କୁ ରୁଚୁନି ଚାରି କାନ୍ଥର ଖାଦ୍ୟ ପେଟକୁ ଯାଉନି ରୁଟି ଡାଲମା , ଚିକେନ ଭାତ । ହାତ ଯୋଡି କହୁଛି ମତେ ଶାନ୍ତି ଦରକାର । ନବ ଦାସ ଙ୍କ ହ-ତ୍ୟା କାରୀ ଗୋପାଳ ଦାସ ର ନୂଆ ଠିକଣା ଏବେ ଚୈଦ୍ୱାର । ଝାଡସୁଗୁଡା ରୁ ସ୍ଥାନାନ୍ତର ପରେ ବୁଧବାର ଥିଲା ପ୍ରଥମ ସକାଳ । ସକାଳ ହେଉ ହେଉ ଜେଲ ଭିତରେ ଥିବା ଗାଡ କୁ ଅନୁରୋଧ କରିଥିଲା । କହିଥିଲା ମୋର କିଛି ଦରକାର ନାହିଁ ମତେ ଟିକେ ପଖାଳ ଆଉ ଟିକେ ଶାନ୍ତି ଦରକାର ।

ଗୋପାଳ ର କଥାରେ ତାଜୁବ ହୋଇଜାଇ ଥିଲେ ଗାଡ ଜଣଙ୍କ । ମଙ୍ଗଳବାର ରାତିରେ ଗୋପାଳ କୁ ଦିଆ ଜାଇ ଥିଲା ରୁଟି ଡାଲମା । ହେଲେ ସେ ଖାଦ୍ୟ ନ ଖାଇ ବିସ୍କୁଟ ଖାଇ ଶୋଇଥିଲା ଗୋପାଳ । ସାରା ରାତି ଅପେକ୍ଷା କରି ରହିଥିଲା କେମିତି ହେବ ସକାଳ । ସକାଳୁ ଲକପ୍ ଖୋଲୁ ଖୋଲୁ ହାତ ଯୋଜି କରିଥିଲା ନମସ୍କାର କହିଥିଲା ମତେ ଟିକେ ଶାନ୍ତି ଦରକାର ।

ASI Gopal

ଏହା ପରେ ସେ ପିଇ ଥିଲା ଚା ସକାଳେ ଦିଆ ଜାଇ ଥିବା ଉପମା ତରକାରୀ କୁ ଖାଇଥିଲା ଦିନ 11.00 ବେଳେ ସେହି ପରି ଜେଲ ମାନୁଆଲ ଅନୁସାରେ ଖରା ବେଳେ ମିଳିଥିଲା ଭାତ ଚିକେନ ଏବଂ ଭଜା , ହେଲେ ଏହାକୁ ଦେଖି ନାକ ଟେକି ଥିଲା ଗୋପାଳ । ପାଖରେ ଥିବା ଗାର୍ଡ କୁ ଗୋପାଳ ମାଗିଥିଲା ପଖାଳ । ତେବେ ଏହା ମେନୁଆଲ ବାହାରେ ଥିବାରୁ ମନା କରିଥିଲେ ଗାର୍ଡ । ବାଧ୍ୟ ହୋଇ ଖାଇଥିଲା ଜେଲ ର ପ୍ରଥମ ଦିନର ମିଲ ।

ଅନ୍ୟ ପଟେ ଗୋପାଳ ରହୁଥିବା ଚୈଦ୍ୱାର ଜେଲ କୁ ଆସିଥିଲେ ସୁରକ୍ଷା ସମିକ୍ଷା କରିବାକୁ ଜେଲ ଡିଜି ମୋନଜ ଛାବ୍ରା । ଆଉ ଗୋପାଳ ର ସେଲ ନିକଟ କୁ ଜାଇ ଥିବା ଗୋପାଳ ହଠାତ ଉଠି ସିନିୟର ଙ୍କୁ କହିଥିଲେ ସଲିମ୍ । ଜାହା ସେଠାରେ ଥିବା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଥିଲା । ପରେ କେହି କିଛି ନ କହିବାରୁ ପରେ ହାପ ପେଣ୍ଟ ଏବଂ ଟି ସାର୍ଟ ରେ ବସି ରହିଥିଲା ଜେଲ ର ଚଟାଣ ରେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ