ପିଆଜକୁ ଶରୀରର ଏହି ଜାଗାରେ ରଗଡିବା ଦ୍ଵାରା ମିଳିଥାଏ ଅନେକ ଫାଇଦା…. ଯାହା ଆପଣ ଜାଣି ନଥିବେ !

Spread the love

ପିଆଜକୁ ହାତରେ ରଗଡିବା ଦ୍ଵାରା ହେଉଥିବା ଏହି ୩ଟି ଫାଇଦା ବିଷୟରେ ଆପଣ ଜାଣି ନଥିବେ, ଏବେ ଜାଣି ନିଅନ୍ତୁ !

ବଞ୍ଚି ରହିବା ପାଇଁ ଖାଦ୍ୟ ଖାଇବା ଜରୁରୀ ଅଟେ । ଏତଦବ୍ୟତୀତ ଦୈନନ୍ଦିନ ଜୀବନର କାର୍ଯ୍ୟକଳାପ କରିବା ପାଇଁ ଶକ୍ତିର ଆବଶ୍ୟକ । ସେହି ଶକ୍ତି ଆମେ ଖାଦ୍ୟରୁ ପାଇଥାଉ । ଆଜିର ଏହି ଅନୁଛେଦରେ ଆମେ ପିଆଜ ବିଷୟରେ କିଛି ତଥ୍ୟ ଆପଣଙ୍କୁ ଜଣାଇବୁ । ପିଆଜ ଆମର ସୁନ୍ଦରତା ବଢାଇବାରେ ସାହାଯ୍ୟ କରେ । କହିବାକୁ ଗଲେ ପ୍ରାୟତଃ ସମସ୍ତେ ତରକାରୀର ସ୍ଵାଦ ବଢାଇବା ପାଇଁ ପିଆଜର ବ୍ୟବହାର କରନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ; ଆମର ପୂର୍ବଜମାନେ ପିଆଜ ସହିତ ରୋଟି ଖାଇବା ସବୁଠୁ ଉତ୍ତମ ବୋଲି ମନୁଥିଲେ । ପିଆଜ କେବଳ ତରକାରିର ସ୍ଵାଦ ବଢାଏ ତା ନାହିଁ ବରଂ ଏଥିରେ କେତେ ପ୍ରକାରର ଔଷଧୀୟ ଗୁଣ ରହିଛି, ଯାହା ଆମର ଶରୀରକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରିଥାଏ । ପିଆଜରେ ଭିଟାମିନ C, ଫାଇବର, ଫସ୍ଫୋରସ, ପୋଟାସିୟମ ଭଳି ପୋଷକ ତତ୍ୱ ଭରପୂର ମାତ୍ରାରେ ରହିଥାଏ, ଯାହା ଶରୀରକୁ ସ୍ଵସ୍ଥ ରଖିବାରେ ବହୁତ ଜରୁରୀ ଅଟେ ।

ପିଆଜିର ଲାଭ

ରାତିରେ ଶୋଇବା ସମୟରେ ପିଆଜକୁ ଯଦି ଆପଣ ମୋଜା (Socks)ରେ ରଖୁଛନ୍ତି; ତେବେ ଶରୀରର ଖରାପ ପଦାର୍ଥ ଗୁଡିକ ମଳ – ମୁତ୍ର ସାହାର୍ଯ୍ୟରେ ଶରୀରର ବାହାରକୁ ବାହାରିବାକୁ ଲାଗେ ।

ଯଦି ଆପଣଙ୍କର ପରିପାକ ବିଭାଗ (Digestive system) ଖରାପ ଅଛି ଏବଂ ଆପଣଙ୍କୁ ବାରମ୍ବାର ବାନ୍ତି ହେଉଛି କିମ୍ବା ଜ୍ଵର ଭଳି ରୋଗ ହେଉଛି; ତେବେ ଆପଣ ୨ ସପ୍ତାହ ପର୍ଯ୍ୟନ୍ତ ପିଜାର ରସ ସେବନ କରନ୍ତୁ । ଏହା ଆପଣଙ୍କ ପାଇଁ ଲାଭଦାୟକ ହେବ ।

ଯଦି ଆପଣଙ୍କର ଶରୀରର କୌଣସି ଅଙ୍ଗ ନିଆଁ ଦ୍ଵାରା ପ୍ରଭାବିତ ଅଟେ କିମ୍ବା କୌଣସି ଅଙ୍ଗରେ ଜୋଲାପୋଡା ହେଉଛି; ତେବେ ସେହି ଜଳିଥିବା ଜାଗାରେ ପିଆଜ ଲଗାଇବା ଦ୍ଵାରା ଆପଣଙ୍କୁ ଆରମ ଲାଗିବ ।

ଯଦି ଆପଣ ପିଆଜର ରସ ଦ୍ଵାରା ମୁହଁକୁ ସଫା କରିବେ; ତେବେ ଆପଣଙ୍କର ମୁହଁରେ ଥିବା ଦାଗଗୁଡିକ ବହୁତ ଶୀଘ୍ର ଦୂର ହୋଇଯିବ ।

କ୍ୟାନ୍ସର ପାଇଁ ମଧ୍ୟ ପିଆଜର ସେବନ ଏକ ରାମବାଣ ଚିକିତ୍ସା ଅଟେ । ପିଆଜ ଖାଇବା ଦ୍ଵାରା ମୁଣ୍ଡ ବ୍ୟଥା, ବେକ ଏବଂ ପେଟର କ୍ୟାନ୍ସର ମୂଳରୁ ଭଲ ହୋଇଯାଏ ।

ପିଆଜ ଶରୀରର ଇନସୁଲିନର ମାତ୍ରା ବଢାଇଥାଏ ଏବଂ ମଧୁମେହ ଭଳି ରୋଗ ପାଇଁ ମଧ୍ୟ ଭଲ ଅଟେ ।

ପିଆଜ ହାତରେ ରଗଡିବାର ଲାଭ :

ଯଦି ଆପଣଙ୍କୁ କୌଣସି ପୋକଜୋକ କାମୁଡି ଦେଉଛି; ତେବେ ପିଆଜକୁ କାଟି ତାହକୁ ତାହା ଉପରେ ରଗଡନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କୁ ଆରାମ ମିଳିବ ।

ଯଦି ଆପଣଙ୍କର ଗୋଡ ଫାଟି ଯାଉଛି; ତେବେ ସେହି ଜାଗାରେ ପିଆଜ ରଗଡିବା ଦ୍ଵାରା କିଛି ଦିନ ପରେ ତାହ ଭଲ ହୋଇଯାଇଥାଏ ।