ବଢ଼ିଲା ବାତ୍ୟା ଆଶଙ୍କା, ରାଜ୍ୟରେ ୨୪ରୁ ୨୬ ଯାଏଁ ପ୍ରବଳ ବର୍ଷା…

batya

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଦିନକୁ ଦିନ ବଢିବାରେ ଲାଗିଛି ବାତ୍ୟା ଆଶଂକା ଅଧିକାଶଂ ଆନ୍ତର୍ଜାତିୟ ପାଣିପାଗ ମୋଡେଲ ବତ୍ୟା ସମ୍ଭାବନା ନେଇ ଆକଳନ କରୁଛନ୍ତି । ହଁ ଯଦିଓ ଭାରତିୟ ପାଣିପାଗ ବିଭାଗ IMD ବର୍ତମାନ ସମୟ ରେ ବାତ୍ୟା ସମ୍ଭାବନା ନେଇ କୈଣସି ବି ମତ ପ୍ରକାଶ କରିନାହିଁ । ହେଲେ ବି ବାତ୍ୟା ଆଶଂକା ରହିଥିବା ଅଧିକାଶଂ ମୋଡେଲ ଏବଂ ବହୁତ ବିଶେଷଜ୍ଞ୍ୟ ମାନେ ପୂର୍ବାନୁମାନ କରିସାରିଛନ୍ତି ।

ଏପରି କି ଆନ୍ଧ୍ର ରୁ ପଶ୍ଚିମ ବଙ୍ଗ ମଧ୍ୟରେ ସାମ୍ଭାବ୍ୟ ବାତ୍ୟା ସ୍ଥଳଭାଗ ଛୁଇଁବା ନେଇ ସମ୍ଭାବନା ରହିଥିବା ଆକଳନ କରିଛି । ତେଣୁ ଓଡିଶା ପ୍ରତି ମଧ୍ୟ ବହୁତ ବିପଦ ରହିଛି । ଆଉ ଯଦି ବାତ୍ୟା ହୁଏ ତେବେ ଏହି ବାତ୍ୟା ଓଡିଶା ଉପକୂଳ ଛୁଇଁବା ସମ୍ଭାବନା କୁ ଏଡାଇ ଦିଆନଜାଇ ପାରେ ଆଉ ଏହାର ପ୍ରଭାବରେ ଆସନ୍ତା 23 ରୁ ପାଗ ବଦଳିବା ସହିତ ବର୍ଷା ଆରମ୍ଭ ହେବ ଆଉ ଉପକୂଳ ଓଡିଶା ରେ 24 ରୁ 26 ଯାଏ ପ୍ରବଳ ବର୍ଷା ହେବ । ଜାହା ଦୀପାବଳି ଉତ୍ସବ କୁ ବି ଭଇଜେଇ ଦେବ ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ୍ୟ ମାନେ ।

rain 1

ତେବେ ବିଭିନ୍ନ ମୋଡେଲ ର ଆକଳନ ଅନୁସାରେ ସମ୍ଭାଭ୍ୟ ବାତ୍ୟା 25 ରେ ଓଡିଶା କିମ୍ବା ଲଂଲଗ୍ନ ଅଞ୍ଚଳ କୁ ଛୁଇଁପାରେ ବାତ୍ୟାର ତିବ୍ରତା ଏବଂ ଗତି ପଥ ନେଇ ଏବେ ସ୍ପଷ୍ଟ ଆକଳନ ହୋଇନଥିବା ବେଳେ ପ୍ରାକ ଆକଳନ ଅନୁସାରେ ସମୁଦ୍ର ରେ ବାତ୍ୟା ପ୍ରଭାବରେ ଘଣ୍ଟା ପ୍ରତି 70 ରୁ 90 କିଲୋମିଟର ପବନ ବହିବ । ହେଲେ ଏହା ସ୍ଥଳ ଭାଗକୁ ଆସିବା ବେଳକୁ ପବନ ର କୋପ କମିଜାଇ ପାରେ ।

ଏହି ବାତ୍ୟା ଉତ୍ତର ଆନ୍ଧ୍ରଉପକୂଳ ଛୁଇଁଲେ ଓଡିଶା ରେ 40 ରୁ 60 କିଲୋମିଟର ବେଗରେ ପବନ ବହିପାରେ ମାତ୍ର ଏହି ବାତ୍ୟା ଯଦି ଓଡିଶା ଉପକୂଳ କୁ ଘସି ହୋଇ ପଶ୍ଚିମବଙ୍ଗ ଆଡକୁ ଯିବ ତେବେ 50 ରୁ 70 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ବୋଲି ଏମିତି କିଛି ଆକଳନ କରୁଛନ୍ତି ବିଭିନ୍ନ ମୋଡେଲ ।

ପ୍ରତ୍ୟୋକ ବର୍ଷ ଅକ୍ଟୋବର ମାସରେ ବାତ୍ୟା ସୃଷ୍ଟି ହେବା ନେଇ ଆଶଂକା ସୃଷ୍ଟି ହେଉଥିବା ବେଳେ ଏହି ଥର ମଧ୍ୟ ବାତ୍ୟା ଆଶଂକା କୁ ନେଇ ଜୋର ଦେଖେଇଛନ୍ତି ଏହି ସବୁ ପାଣିପାଗ ବିଭାଗ କେନ୍ଦ୍ର । ତେବେ ଆପଣ ମାନେ ଏହାକୁ ନେଇ କଣ ମତା ପ୍ରକାଶ କରିବେ ନିଶ୍ଚିତ କମେଣ୍ଟ ମାଧ୍ୟମରେ ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ