ଏହି ତିନୋଟି ରୋଗର ଔଷଧ ରୂପରେ କାମ କରେ ପାଚିଲା ଅମୃତ ଭଣ୍ଡା।

Amrutabhanda 3

ସାଙ୍ଗମାନେ ଭଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭ ଦାୟକ। ଭଣ୍ଡାର ସ୍ଵାଦ ଅତ୍ୟନ୍ତ ମିଠା। ଏହାକୁ ଖାଇବା ଦ୍ଵାରା ଆପଣ ଅନେକ ଗମ୍ଭୀର ରୋଗରୁ ମୁକ୍ତି ପାଇପାରିବେ। ଯଦି ଆପଣ ନିୟମିତ ୧୫ ଦିନ ପର୍ଯ୍ୟନ୍ତ ପାଚିଲା ଭଣ୍ଡା ଖାଇବେ ତେବେ ଏହି ତିନୋଟି ରୋଗରୁ ରକ୍ଷା ପାଇପାରିବେ। ଆଜି ମୁଁ ଆପଣ ମାନଙ୍କୁ ଭଣ୍ଡାର ସମସ୍ତ ଉପକାରିତା ଗୁଣ ବିଷୟରେ କହିବି। ଭଣ୍ଡାରେ ପ୍ରଚୁର ପରିମାଣରେ ଭିଟାମିନ ଏ ରହିଥାଏ। ଯଦି ଆପଣ ମାନେ ୧୫ ଦିନ ପର୍ଯ୍ୟନ୍ତ ନିୟମିତ ଭାବେ ଭଣ୍ଡା ଖାଇବେ ତେବେ ଆପଣଙ୍କ ଦୃଷ୍ଟି ଶକ୍ତି ବଢିଯିବ। ଭଣ୍ଡାରେ ଏଞ୍ଜାଇମ ଓ ଫାଇବର ପ୍ରଚୁର ପରିମାଣରେ ମିଳିଥାଏ। ଏହାଦ୍ୱାରା ଏହାକୁ ଖାଇବା ଦ୍ଵାରା ଆପଣଙ୍କ ହଜମ ଶକ୍ତି ବହୁତ ମଜବୁତ ହୋଇଥାଏ।

ଆପଣଙ୍କ ପାଚନ ବ୍ୟବସ୍ଥା ସଠିକ ଭାବେ କାମ କରେ। ଭଣ୍ଡା ଖାଇବା ଦ୍ୱାରା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ଏହାସହିତ ଆମ ଶରୀର ଅନେକ ଗମ୍ଭୀର ସଂକ୍ରମଣରୁ ମୁକ୍ତି ପାଇଥାଏ। ଯଦି ଆପଣ ସୁସ୍ଥ ରହିବାକୁ ଚାହୁଁଛନ୍ତି ତେବେ ନିୟମିତ ଭଣ୍ଡା ଖାଆନ୍ତୁ। ଯଦି ଆପଣଙ୍କର ଆଣ୍ଠୁ ଗଣ୍ଠି ଯନ୍ତ୍ରଣା, ଜଣ୍ଡିସ ଆଦି ସମସ୍ୟା ରହିଛି ତେବେ ଆପଣ ନିଶ୍ଚିତ ପାଚିଲା ଭଣ୍ଡା ଖାଆନ୍ତୁ। ଏଥିରେ ଭିଟାମିନ ସି ଓ ଏ ରହିଥିବା କାରଣରୁ ଏହା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ। ପାଚିଲା ଭଣ୍ଡା ହୃଦୟ ଜନିତ ସମସ୍ୟା ମାନଙ୍କୁ ଦୂରେଇ ରଖିଥାଏ। ଏହାକୁ ସବୁଦିନ ଖାଇବା ଦ୍ଵାରା ଉଚ୍ଚ ରକ୍ତଚାପରୁ ମଧ୍ୟ ମୁକ୍ତି ମିଳିଥାଏ।

Amrutabhanda

କବଜ ସମସ୍ୟା ଭୋଗୁଥିବା ବ୍ୟକ୍ତି ପ୍ରତିଦିନ ଖାଦ୍ୟରେ ଭଣ୍ଡା ନିହାତି ଭାବରେ ସାମିଲ କରିବା ଉଚିତ। ଏହା ପ୍ରାକୃତିକ ଭାବରେ ଆପଣଙ୍କ ସମସ୍ୟାକୁ ଭଲ କରିବାରେ ସାହାଯ୍ୟ କରିଥାଏ। ଭଣ୍ଡା ଆଖି ପାଇଁ ମଧ୍ୟ ଖୁବ ଉପକାରୀ ହୋଇଥାଏ। ଭଣ୍ଡା ଶରୀରରେ ବ୍ୟାକ୍ଟେରିଆ ମାନଙ୍କୁ ବଢ଼ିବାକୁ ଦେଇ ନଥାଏ। ଏହା ରକ୍ତ ବୃଦ୍ଧି କରିବାରେ ସହାୟକ ହୋଇଥାଏ।

ବୟସ୍କ ବ୍ୟକ୍ତି ତାଙ୍କ ଖାଦ୍ୟରେ ନିଶ୍ଚିତ ଭାବରେ ଭଣ୍ଡା ସାମିଲ କରିବା ଉଚିତ। ଭଣ୍ଡା ଆମ ତ୍ୱଚ଼ା ପାଇଁ ମଧ୍ୟ ବହୁତ ଉପକାରୀ ହୋଇଥାଏ। ଭଣ୍ଡା ଖାଇବା ଦ୍ୱାରା ତ୍ୱଚାରେ ବ୍ରଣ ସମସ୍ୟା କମିବା ସହିତ ତ୍ଵଚ଼ା ଉଜ୍ଜ୍ବଳ ମଧ୍ୟ ହୋଇଥାଏ। ଏହି ଭଣ୍ଡା ମହିଳା ମାନଙ୍କ କ୍ଷେତ୍ରରେ ମଧ୍ୟ ବହୁତ ଉପଯୋଗୀ ଅଟେ।

Amrutabhanda 2

ମହିଳା ମାନେ ଭଣ୍ଡା ଖାଇବା ଦ୍ୱାରା ସେମାନଙ୍କୁ ମାସିକ ଋତୁସ୍ରାବ ସମୟରେ ଯନ୍ତ୍ରଣା କମ ହୋଇଥାଏ। ଭଣ୍ଡା ଖାଇବା ଦ୍ୱାରା ଶରୀରରେ ଇନ୍ସୁଲିନର ମାତ୍ରା ନିୟନ୍ତ୍ରଣ ହୋଇଥାଏ। ଏହା ଥଣ୍ଡା ସର୍ଦ୍ଦି ଆଦି ରୋଗ ପାଇଁ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ସ୍ତନ୍ୟପାନ କରାଉଥିବା ପ୍ରତି ମହିଳା ମାନଙ୍କ ପାଇଁ ଭଣ୍ଡା ଖାଇବା ନିହାତି ଦରକାରୀ ଅଟେ। ତେଣୁ ପ୍ରତି ବ୍ୟକ୍ତି ନିଜ ଖାଦ୍ୟରେ ପାଚିଲା ଅମୃତ ଭଣ୍ଡାକୁ ସାମିଲ କରିବା ନିହାତି ଜରୁରୀ ଅଟେ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

odisha band
Editorial

କାଲି ଓଡିଶା ବନ୍ଦ ଡାକରା – ଘରୁ ବାହାରିବା ଆଗରୁ ଜାଣି ନିଅନ୍ତୁ ଏହି ଖବର ।

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସନ୍ତା କାଲି ଧର୍ମ ଘଟ ରେ ସାମିଲ ହେବନି ଘୋରଇ ବସ୍ ରାଜ୍ୟର ସମସ୍ତ ରୁଟ୍ ରେ ଘୋରଇ ବସ୍ ଗଡିବା ନେଇ ଆଭିମୂଖ୍ୟ ସ୍ପଷ୍ଟ କରିଛି ଘୋରଇ ବସ୍ ମାଲିକ ସଙ୍ଘ ଧର୍ମଘଟ ସମୟ ରେ ଘୋରଇ ବସ୍ ମାଲିକ ସଙ୍ଘ ଗୋଣ୍ଡଗୋଳ ଆଶଂକା କରିଛି ସୁରକ୍ଷା ପ୍ରଦାନ ପାଇଁ ପୋଲିସ ଡିଜି ଙ୍କୁ ଭେଟି ନିବେଦନ କରିଛି ସଂଘ । […]

ଅଧିକ ପଢ
Riya 1
Editorial

ସୁଟିଂ ସେଟରେ ସବୁ ଖୋଲି ଦେଲେ ରିୟା – ସ୍ୱାମୀଙ୍କୁ ଦେଖି ଆଉ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସୁଟିଂ ସେଟ୍ ରେ ସ୍ୱାମୀ ଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିଛନ୍ତି ଓଡିଆ ଅଭିନେତ୍ରୀ ରିୟା ଦେ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ ମାସରେ ସୁନିଲ ଏବଂ ରିୟା ଙ୍କର ବିବାହ ହୋଇଥିଲା । ଆଉ ବାହାଘର ଟି ବହୁତ ଧୁମଧାମ୍ ରେ ହୋଇଥିଲା ଯେଉଁଥିରେ ଓଲିଉଡ ର ସମସ୍ତ ସେଲିବ୍ରେଟି ମାନେ ଯୋଗ ଦେଇଥିଲେ । ଆଉ […]

ଅଧିକ ପଢ
aret
Editorial

ବାପା ସହିତ ୫ ଟା ମୋବାଇଲ ଖୋଲିବ ଝିଅ ଅର୍ଚ୍ଚନାର କଳା ଗୁମର !

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ବନ୍ଧୁଗଣ ଲେଡି ବ୍ଲାକ୍ ମେଲର ଅର୍ଚ୍ଚନା ନାଗଙ୍କ ବାପା ଙ୍କୁ ସମନ ପରେ ଇଡି ଜେରା କରିଛି । ପ୍ରବର୍ତ୍ତନ ନିର୍ଦ୍ଧେଶାଳୟ ରେ ସମନ ପରେ ତାଙ୍କୁ ହାଜର କରାଜାଇଥିବା ସୂଚନା ରହିଛି । ତେବେ ଅର୍ଚ୍ଚନା ଙ୍କ ବେନାମୀ ସଂମ୍ପତୀ ନେଇ ଇଡି ଖୋଳତାଳ କରୁଛି । ତାଙ୍କର ବାପାଙ୍କୁ ପଚରା ଉଚୁରା କରୁଛି ଏହି ସଂମ୍ପତୀ ବାବଦରେ ଅର୍ଚ୍ଚନା ଙ୍କ ସଂମ୍ପର୍କ […]

ଅଧିକ ପଢ