ଶରୀରରେ ପ୍ରତିରୋଧକ କ୍ଷମତାକୁ ବଢାଇବ ଏହି 10ଟି ଜିନିଷ, ଆଜି ଠାରୁ ହି ଖାଦ୍ୟରେ ସାମିଲ କରନ୍ତୁ ….

ବ୍ୟସ୍ତ ବହୁଳ ଜୀବନରେ ଆମ୍ଭମାନଙ୍କର ଖାଇବା ପିଇବାର ଅଯତ୍ନ କାରଣରୁ ଆଜି ଅନେକ ଲୋକ ବିଭିନ୍ନ ରୋଗର ଶିକାର ହେଉଛନ୍ତି । ଏହାର ମୁଖ୍ୟ କାରଣ ହେଉଛି ଶରୀରରେ ରୋଗ ପ୍ରତିରୋଧକ ଶକ୍ତିର କ୍ଷମତା ଦିନ କୁ ଦିନ କମିବା । ଏଥିରେ କିଛି ସନ୍ଦେହ ନାହିଁ କି ଶରୀରରେ ରୋଗ ପ୍ରତିରୋଧକ କ୍ଷମତାକୁ ବଢ଼ାଇବା ପାଇଁ ଭଲ ଭାବରେ ଖାଇବା ଓ ଭଲ ଜୀବନ ଯାପନ କରିବା ଦରାକାର ନାହି । ଏମିତିରେ ବି Fit and well-being ରହିବା ପାଇଁ ଖାଇବା ପିଇବା ରେ କିଛି ପରିବର୍ତ୍ତନ ଆଣିବାକୁ ପଡିବ । ଆସନ୍ତୁ ଜାଣିବା ସେହି ପରି ଏମିତି କିଛି ଜିନିଷ :-
କୋବି (Broccoli) :-
ଏଥିରେ ଭିଟାମିନ A ଓ C ବ୍ୟତୀତ Glutathione ନାମକ ଗୋଟିଏ ଏଣ୍ଟି ଅକ୍ସୀଡ଼ ତତ୍ୱ ରହିଅଛି । ଏହି ପଦାର୍ଥଟି ଇମୁନ ସିଷ୍ଟେମ କୁ ସୁସ୍ଥ ସବଳ କରିଥାଏ । ଏହି ପଦାର୍ଥକୁ ଆପଣ ପ୍ରତିଦିନ ଭୋଜନରେ ସହଜ ଭାବରେ ବ୍ୟବହାର କରିପାରିବେ । ଏଥିରେ ଅଳ୍ପ ପରିମାଣର ଛେନା ମିସାଇକି ସ୍ୱାଦିଷ୍ଟ ସଲାଡ଼ ପ୍ରସ୍ତୁତ କରିପାରିବେ । ଯାହାରକି ସେବନ ଦ୍ୱାରା ଆମ ଶରୀରକୁ ପ୍ରୋଟିନ ଏବଂ କ୍ୟାଲସିୟମ ମିଳିଥାଏ ।
କମଳା:-
କମଳା, ଲେମ୍ଭୁ,ସପୁରୀ ଓ ଅଙ୍ଗୁର ରସ ଯେପରି ଖଟା ଓ ରସ ଫଳ ମାନଙ୍କରେ ଭିଟାମିନ ସି ଭରପୁର ମାତ୍ରାରେ ମିଳୁଥାଏ । ଏହା ସବୁ ପ୍ରକାର ସଂକ୍ରମଣ ଠାରୁ ବଂଚିବା ପାଇଁ Blood cells ନିର୍ମାଣ କରିବାରେ ସହାୟକ ସାବିତ ହୋଇଥାଏ । ଏହାକୁ ସେବନ କରିବା ଦ୍ୱାରା ଶରୀରରେ anti body cellsର ଏକ ପରତ ବନାଇ ଥାଏ ,ଏହା ଶରୀରରେ ଥିବା ଭିତରେ ହଉଥିବା virous କୁ ଆସିବାକୁ ଦୈନଥାଏ । ଏଥିରେ ଥିବା ଭିଟାମିନ ସି ଶରୀରକୁ ଭଲ କାଲସିଅମକୁ ବଢ଼ାଇ ଥାଏ,ଯାହା ଦ୍ୱାରା Cardio vascularଠାରୁ ବଞ୍ଚାଇ ଥାଏ । ଅଙ୍ଗୁର ରସରେ ମଧ୍ୟ Flavonoid ନାମକ ଏକ NATURAL CHEMICAL ର ମଧ୍ୟ ଉପସ୍ଥିତି ରହିଥାଏ ,ଯାହାକି ଶରୀରର ରୋଗ ପ୍ରତିଶୋଧକ କ୍ଷମତାକୁ ସକ୍ରିୟ କରିଥାଏ । ଏଥିପାଇଁ ଖାଇବା ସମୟରେ ସବୁବେଳେ ଖଟା ଫଳ ଜରୁର ବ୍ୟବହାର କରନ୍ତୁ ।
ପାଳକ ଶାଗ:-
ପୋଷକ ତତ୍ୱରେ ଭରପୁର ଏହି ପତ୍ରଯୁକ୍ତ ପରିବାରେ । Folate ନାମକ ଏକ ତତ୍ୱ ମିଳିଥାଏ, ଯାହାକି ନୂଆ ceels ପ୍ରସ୍ତୁତ କରଥାଏ ଏବଂ ଏହି cellsରେ ଥିବା DNA କୁ ମରାମତି କରିଥାଏ । ଏଥିରେ ଥିବା IRON, FIBER, ANTI-Oxaid ତତ୍ୱ ଓ vitamin ଦ୍ୱାରା ଶରୀରକୁ ବନାଇ ରଖେ ।
ହଳଦୀ :-
ହଳଦୀରେ ANTI-OXAID ଗୁଣରେ ଭରପୁର ହାଇରହିଥାଏ ,ଏଥିପାଇଁ ଏହାକୁ IMUNO-BUSTER କୁହାଯାଏ । ହଳଦୀ ରକ୍ତକୁ ସୁଧିକରଣ କରିବା ସଙ୍ଗେ ସଙ୍ଗେ ଶରୀରର ରୂପ ଏବଂ ରଙ୍ଗ କୁ ସୁଧାରିବାର କାର୍ଯ୍ୟ ମଧ୍ୟ କରିଥାଏ । ହଳଦୀର ଥିବା ଗୁଣ ଆମକୁ Arthritis ଓ Cancer ଏବଂ Alzheimer ଭଳି ବଡ ରୋଗଠାରୁ ମଧ୍ୟ ବଞ୍ଚାଇବାରେ ପ୍ରମାଣ କରିଥାଏ । ଏହା ବ୍ୟତୀତ ହଳଦୀର ଥିବା Carcumin ତତ୍ୱ ଶରୀରକୁ ରକ୍ତରେ ହଉଥିବା ସୁଗର ସ୍ତରକୁ ନିୟନ୍ତ୍ରଣ କରିଥାଏ ।
ଡାଲଚିନି :-
ଡାଲଚିନିରେ ଥିବା ଆଣ୍ଟିଆକ୍ସିଡେଣ୍ଟ ଗୁଣ ରକ୍ତକୁ ଜମିବା ଠାରୁ ରୋକିଥାଏ ଓ ବଢୁଥିବା ହାନିକାରକ ବ୍ୟକ୍ଟେରିଆକୁ ଦୃଢତାର ସହ ଅଟକାଇ ଥାଏ ଏବଂ ଏହା ରକ୍ତ ସୁଗର ଓ କଲେଷ୍ତାର୍ଲକୁ ମଧ୍ୟ ନିୟନ୍ତ୍ରିତ କରିଥାଏ ।
ଦହି :-
ଦହିରେ କ୍ଷୀର ତୁଳନା ରୁ କାଲସିଅମର ମାତ୍ରା ଅଧିକ ମିଲଥାଏ । ଏହା ବ୍ୟତୀତ ଦହିରେ ବିଭିନ୍ନ ପ୍ରକାର ବ୍ୟକ୍ଟେରିଆ ଓ ପୋଷକ ତତ୍ୱ ମଧ୍ୟ ରହିଅଛି,ଯାହାକି ଶରୀରରେ ରୋଗ ପ୍ରତିରୋଧକ କ୍ଷମତାକୁ ମଧ୍ୟ ବଢ଼ିବାରେ ସାହାଯ୍ୟ କରିଥାଏ । କ୍ଷୀର ସହ ଦହିରେ ମଧ୍ୟ ବିଭିନ୍ନ ପ୍ରକାର ଭିଟାମିନ, ପ୍ରୋଟିନ, କ୍ୟାଲସିୟମ, ଫସଫରସ ଓ ଆୟରନ ଅନେକ ଖଣିଜ ତତ୍ୱ ରହିଅଛି, ଏଥିପାଇଁ ଦହିକୁ ପ୍ରତିଦିନ ବ୍ୟବହାର କରିବା ଉଚିତ ।
ଛତୁ:-
ଶରୀରରେ ପ୍ରତିଷଧକ କ୍ଷମତା କୁ ବଢ଼ାଇବା ପାଇଁ ଛତୁ ଗୋଟିଏ ପ୍ରମୁଖ ଯୋଗଦାନ ଅଟେ । ଏହା ଧଳା ରକ୍ତ କୋଷର କାର୍ଯ୍ୟକୁ ବଢ଼ାଇ ଶରୀରରେ ରୋଗ ପ୍ରତିଷଧକ କ୍ଷମତାକୁ ବଢିବାରେ ସାହାଯ୍ୟ କରିଥାଏ । ଏହା ଶରୀରକୁ cancer ଠାରୁ ଲଢ଼ିବା ପାଇଁ ସାହାଯ୍ୟ ପ୍ରଦାନ କରେ ।
ମରିଚ :-
ଶରୀରକୁ ପ୍ରତିଶୋଧକ କ୍ଷମତା ବଢ଼ାଇବା ପାଇଁ ମରିଚର ବ୍ୟବହାର ଫାଇଦା ମନ୍ଦ ହୋଇଥାଏ । ଏହା ଶରୀର ପାଇଁ ପ୍ରକୃତିକ ଉପାୟର ରକ୍ତକୁ ପତଳା କରି ଥାଏ । ଏହା ସହ ଶରୀରରେ ଚୟପଚୟକୁ ବଢିଆବରେ ସାହାଯ୍ୟ କରିଥାଏ । ମରିଚରେ ଥିବା beta carotene ଶରୀରକୁ ଭିଟାମିନ-ଏ ରେ ବଦଳି ଯାଇଥାଏ, ଯାହା ଦ୍ଵାରା ବିଭିନ୍ନ ପ୍ରକାର virus ଠାରୁ ଲଢ଼ିବାକୁ ଶକ୍ତି ପ୍ରଦାନ କରିଥାଏ ।
ଡ୍ରାଇ ଫ୍ରୁଡ୍ :-
ଡ୍ରାଇ ଫ୍ରୁଡ୍ ରେ ଭିଟାମିନ୍-ଏ ଭରପୁର ମାତ୍ରାରେ ମିଳିଥାଏ, ଯାହା ଆମ ଶରୀରରେ ରୋଗ ପ୍ରତିରୋଧକ କ୍ଷମତାକୁ ବଢ଼ାଇବା ପାଇଁ ସହାୟକ ହୋଇଥାଏ । Dry fruitsବ୍ୟବହାର ସେବନ କରିବା ଦ୍ୱାରା ଆମ ଶରୀରକୁ ବହୁତ ଶକ୍ତି ମିଳିଥାଏ । ଏଥିରେ ପ୍ରୋଟିନ,ମିନେରଲ, ଆଇରନ,ଫାଇବେର ଓ ମ୍ୟାଗ୍ନେସିୟମ ଭଲ ମାତ୍ରାରେ ରହି ଅଛି । ଏହା ଶରୀରର red blood cells କୁ ବଢ଼ିବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ବାଦାମରେ ମଧ୍ୟ ଭିଟାମିନ-ଏ ଭରପୁର ମାତ୍ରା ରହିଅଛି ।