ଶରୀରରେ ପ୍ରତିରୋଧକ କ୍ଷମତାକୁ ବଢାଇବ ଏହି 10ଟି ଜିନିଷ, ଆଜି ଠାରୁ ହି ଖାଦ୍ୟରେ ସାମିଲ କରନ୍ତୁ ….

Spread the love

ବ୍ୟସ୍ତ ବହୁଳ ଜୀବନରେ ଆମ୍ଭମାନଙ୍କର ଖାଇବା ପିଇବାର ଅଯତ୍ନ କାରଣରୁ ଆଜି ଅନେକ ଲୋକ ବିଭିନ୍ନ ରୋଗର ଶିକାର ହେଉଛନ୍ତି । ଏହାର ମୁଖ୍ୟ କାରଣ ହେଉଛି ଶରୀରରେ ରୋଗ ପ୍ରତିରୋଧକ ଶକ୍ତିର କ୍ଷମତା ଦିନ କୁ ଦିନ କମିବା । ଏଥିରେ କିଛି ସନ୍ଦେହ ନାହିଁ କି ଶରୀରରେ ରୋଗ ପ୍ରତିରୋଧକ କ୍ଷମତାକୁ ବଢ଼ାଇବା ପାଇଁ ଭଲ ଭାବରେ ଖାଇବା ଓ ଭଲ ଜୀବନ ଯାପନ କରିବା ଦରାକାର ନାହି । ଏମିତିରେ ବି Fit and well-being ରହିବା ପାଇଁ ଖାଇବା ପିଇବା ରେ କିଛି ପରିବର୍ତ୍ତନ ଆଣିବାକୁ ପଡିବ । ଆସନ୍ତୁ ଜାଣିବା ସେହି ପରି ଏମିତି କିଛି ଜିନିଷ :-

କୋବି (Broccoli) :-

ଏଥିରେ ଭିଟାମିନ A ଓ C ବ୍ୟତୀତ Glutathione ନାମକ ଗୋଟିଏ ଏଣ୍ଟି ଅକ୍ସୀଡ଼ ତତ୍ୱ ରହିଅଛି । ଏହି ପଦାର୍ଥଟି ଇମୁନ ସିଷ୍ଟେମ କୁ ସୁସ୍ଥ ସବଳ କରିଥାଏ । ଏହି ପଦାର୍ଥକୁ ଆପଣ ପ୍ରତିଦିନ ଭୋଜନରେ ସହଜ ଭାବରେ ବ୍ୟବହାର କରିପାରିବେ । ଏଥିରେ ଅଳ୍ପ ପରିମାଣର ଛେନା ମିସାଇକି ସ୍ୱାଦିଷ୍ଟ ସଲାଡ଼ ପ୍ରସ୍ତୁତ କରିପାରିବେ । ଯାହାରକି ସେବନ ଦ୍ୱାରା ଆମ ଶରୀରକୁ ପ୍ରୋଟିନ ଏବଂ କ୍ୟାଲସିୟମ ମିଳିଥାଏ ।

କମଳା:-

କମଳା, ଲେମ୍ଭୁ,ସପୁରୀ ଓ ଅଙ୍ଗୁର ରସ ଯେପରି ଖଟା ଓ ରସ ଫଳ ମାନଙ୍କରେ ଭିଟାମିନ ସି ଭରପୁର ମାତ୍ରାରେ ମିଳୁଥାଏ । ଏହା ସବୁ ପ୍ରକାର ସଂକ୍ରମଣ ଠାରୁ ବଂଚିବା ପାଇଁ Blood cells ନିର୍ମାଣ କରିବାରେ ସହାୟକ ସାବିତ ହୋଇଥାଏ । ଏହାକୁ ସେବନ କରିବା ଦ୍ୱାରା ଶରୀରରେ anti body cellsର ଏକ ପରତ ବନାଇ ଥାଏ ,ଏହା ଶରୀରରେ ଥିବା ଭିତରେ ହଉଥିବା virous କୁ ଆସିବାକୁ ଦୈନଥାଏ । ଏଥିରେ ଥିବା ଭିଟାମିନ ସି ଶରୀରକୁ ଭଲ କାଲସିଅମକୁ ବଢ଼ାଇ ଥାଏ,ଯାହା ଦ୍ୱାରା Cardio vascularଠାରୁ ବଞ୍ଚାଇ ଥାଏ । ଅଙ୍ଗୁର ରସରେ ମଧ୍ୟ Flavonoid ନାମକ ଏକ NATURAL CHEMICAL ର ମଧ୍ୟ ଉପସ୍ଥିତି ରହିଥାଏ ,ଯାହାକି ଶରୀରର ରୋଗ ପ୍ରତିଶୋଧକ କ୍ଷମତାକୁ ସକ୍ରିୟ କରିଥାଏ । ଏଥିପାଇଁ ଖାଇବା ସମୟରେ ସବୁବେଳେ ଖଟା ଫଳ ଜରୁର ବ୍ୟବହାର କରନ୍ତୁ ।

ପାଳକ ଶାଗ:-

ପୋଷକ ତତ୍ୱରେ ଭରପୁର ଏହି ପତ୍ରଯୁକ୍ତ ପରିବାରେ । Folate ନାମକ ଏକ ତତ୍ୱ ମିଳିଥାଏ, ଯାହାକି ନୂଆ ceels ପ୍ରସ୍ତୁତ କରଥାଏ ଏବଂ ଏହି cellsରେ ଥିବା DNA କୁ ମରାମତି କରିଥାଏ । ଏଥିରେ ଥିବା IRON, FIBER, ANTI-Oxaid ତତ୍ୱ ଓ vitamin ଦ୍ୱାରା ଶରୀରକୁ ବନାଇ ରଖେ ।

ହଳଦୀ :-

ହଳଦୀରେ ANTI-OXAID ଗୁଣରେ ଭରପୁର ହାଇରହିଥାଏ ,ଏଥିପାଇଁ ଏହାକୁ IMUNO-BUSTER କୁହାଯାଏ । ହଳଦୀ ରକ୍ତକୁ ସୁଧିକରଣ କରିବା ସଙ୍ଗେ ସଙ୍ଗେ ଶରୀରର ରୂପ ଏବଂ ରଙ୍ଗ କୁ ସୁଧାରିବାର କାର୍ଯ୍ୟ ମଧ୍ୟ କରିଥାଏ । ହଳଦୀର ଥିବା ଗୁଣ ଆମକୁ Arthritis ଓ Cancer ଏବଂ Alzheimer ଭଳି ବଡ ରୋଗଠାରୁ ମଧ୍ୟ ବଞ୍ଚାଇବାରେ ପ୍ରମାଣ କରିଥାଏ । ଏହା ବ୍ୟତୀତ ହଳଦୀର ଥିବା Carcumin ତତ୍ୱ ଶରୀରକୁ ରକ୍ତରେ ହଉଥିବା ସୁଗର ସ୍ତରକୁ ନିୟନ୍ତ୍ରଣ କରିଥାଏ ।

ଡାଲଚିନି :-

ଡାଲଚିନିରେ ଥିବା ଆଣ୍ଟିଆକ୍ସିଡେଣ୍ଟ ଗୁଣ ରକ୍ତକୁ ଜମିବା ଠାରୁ ରୋକିଥାଏ ଓ ବଢୁଥିବା ହାନିକାରକ ବ୍ୟକ୍ଟେରିଆକୁ ଦୃଢତାର ସହ ଅଟକାଇ ଥାଏ ଏବଂ ଏହା ରକ୍ତ ସୁଗର ଓ କଲେଷ୍ତାର୍ଲକୁ ମଧ୍ୟ ନିୟନ୍ତ୍ରିତ କରିଥାଏ ।

ଦହି :-

ଦହିରେ କ୍ଷୀର ତୁଳନା ରୁ କାଲସିଅମର ମାତ୍ରା ଅଧିକ ମିଲଥାଏ । ଏହା ବ୍ୟତୀତ ଦହିରେ ବିଭିନ୍ନ ପ୍ରକାର ବ୍ୟକ୍ଟେରିଆ ଓ ପୋଷକ ତତ୍ୱ ମଧ୍ୟ ରହିଅଛି,ଯାହାକି ଶରୀରରେ ରୋଗ ପ୍ରତିରୋଧକ କ୍ଷମତାକୁ ମଧ୍ୟ ବଢ଼ିବାରେ ସାହାଯ୍ୟ କରିଥାଏ । କ୍ଷୀର ସହ ଦହିରେ ମଧ୍ୟ ବିଭିନ୍ନ ପ୍ରକାର ଭିଟାମିନ, ପ୍ରୋଟିନ, କ୍ୟାଲସିୟମ, ଫସଫରସ ଓ ଆୟରନ ଅନେକ ଖଣିଜ ତତ୍ୱ ରହିଅଛି, ଏଥିପାଇଁ ଦହିକୁ ପ୍ରତିଦିନ ବ୍ୟବହାର କରିବା ଉଚିତ ।

ଛତୁ:-

ଶରୀରରେ ପ୍ରତିଷଧକ କ୍ଷମତା କୁ ବଢ଼ାଇବା ପାଇଁ ଛତୁ ଗୋଟିଏ ପ୍ରମୁଖ ଯୋଗଦାନ ଅଟେ । ଏହା ଧଳା ରକ୍ତ କୋଷର କାର୍ଯ୍ୟକୁ ବଢ଼ାଇ ଶରୀରରେ ରୋଗ ପ୍ରତିଷଧକ କ୍ଷମତାକୁ ବଢିବାରେ ସାହାଯ୍ୟ କରିଥାଏ । ଏହା ଶରୀରକୁ cancer ଠାରୁ ଲଢ଼ିବା ପାଇଁ ସାହାଯ୍ୟ ପ୍ରଦାନ କରେ ।

ମରିଚ :-

ଶରୀରକୁ ପ୍ରତିଶୋଧକ କ୍ଷମତା ବଢ଼ାଇବା ପାଇଁ ମରିଚର ବ୍ୟବହାର ଫାଇଦା ମନ୍ଦ ହୋଇଥାଏ । ଏହା ଶରୀର ପାଇଁ ପ୍ରକୃତିକ ଉପାୟର ରକ୍ତକୁ ପତଳା କରି ଥାଏ । ଏହା ସହ ଶରୀରରେ ଚୟପଚୟକୁ ବଢିଆବରେ ସାହାଯ୍ୟ କରିଥାଏ । ମରିଚରେ ଥିବା beta carotene ଶରୀରକୁ ଭିଟାମିନ-ଏ ରେ ବଦଳି ଯାଇଥାଏ, ଯାହା ଦ୍ଵାରା ବିଭିନ୍ନ ପ୍ରକାର virus ଠାରୁ ଲଢ଼ିବାକୁ ଶକ୍ତି ପ୍ରଦାନ କରିଥାଏ ।

ଡ୍ରାଇ ଫ୍ରୁଡ୍ :-

ଡ୍ରାଇ ଫ୍ରୁଡ୍ ରେ ଭିଟାମିନ୍-ଏ ଭରପୁର ମାତ୍ରାରେ ମିଳିଥାଏ, ଯାହା ଆମ ଶରୀରରେ ରୋଗ ପ୍ରତିରୋଧକ କ୍ଷମତାକୁ ବଢ଼ାଇବା ପାଇଁ ସହାୟକ ହୋଇଥାଏ । Dry fruitsବ୍ୟବହାର ସେବନ କରିବା ଦ୍ୱାରା ଆମ ଶରୀରକୁ ବହୁତ ଶକ୍ତି ମିଳିଥାଏ । ଏଥିରେ ପ୍ରୋଟିନ,ମିନେରଲ, ଆଇରନ,ଫାଇବେର ଓ ମ୍ୟାଗ୍ନେସିୟମ ଭଲ ମାତ୍ରାରେ ରହି ଅଛି । ଏହା ଶରୀରର red blood cells କୁ ବଢ଼ିବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ବାଦାମରେ ମଧ୍ୟ ଭିଟାମିନ-ଏ ଭରପୁର ମାତ୍ରା ରହିଅଛି ।