ଭଡା ଘରେ ୮ଦେ-ହ-ଜୀବୀ ଉଦ୍ଧାର , ଗୋଟେ ରାତିର ଟାର୍ଗେଟ ୩ଲକ୍ଷ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଗୋଟିଏ ଗୋଟିଏ ମୁହୁର୍ତ୍ୱ ରେ କୋଟି କୋଟି ଟଙ୍କା ଆଦାୟ କରୁଥିବା ଅର୍ଚ୍ଚନା ଏବେ ଝାଡପଡା ଜେଲର ମହିଳା ସେଲ ରେ ରହିଛନ୍ତି । ଅର୍ଚ୍ଚନା ର ଚର୍ଚ୍ଚା ବର୍ତମାନ ପର୍ଯ୍ୟନ୍ତ କମି ନାହିଁ । ପୁଣି ରାଜ୍ୟରେ ସାମ୍ନା କୁ ଆସିଲାଣି ବଲାଙ୍ଗିର ରେ ସେ-କ୍ସ ରାକେଟ୍ ରାତି କୁ ଟାର୍ଗେଟ ଥିଲା 2.5 ଲକ୍ଷ ରୁ 3 ଲକ୍ଷ ଟଙ୍କା । ହଁ ବନ୍ଧୁଗଣ ରାତିଏ ଗଲେ ହାତିଏ ଆଣିବାର ନିଶା ସମସ୍ତ ଙ୍କୁ ପଥ ଭ୍ରଷ୍ଟ କରୁଛି । ଆଉ ଦେ-ହକୁ ବିକି ରାତାରାତି ବଡ ଲୋକ ହେବାର ନିଶା ପ୍ରାୟତଃ ସମସ୍ତ ଙ୍କୁ ଘାରିବାକୁ ଲାଗିଲାଣି ।

ବନ୍ଧୁଗଣ ବଲାଙ୍ଗିର ଭଳି ଜନଗହଳିର୍ଣ୍ଣ ସହରରେ ଶାସ୍ତ୍ରୀ ନଗର ସ୍ଥିତ ଏକ ଭଡା ଘରୁ କାଲି ସଂନ୍ଧ୍ୟା ରେ ଏକ ସେ-କ୍ସ ରାକେଟ ଠାବ କରାଜାଇଛି । ଆଉ ସେଠାରୁ ରାଣୀ ମହୁମାଛି ସମତେ 8 ଦେ-ହଜିିବି ଙ୍କୁ ବି ଉଦ୍ଧାର କରାଜାଇଛି । ଗତ ଜୁଲାଇ ରୁ ବେଧଡକ ଭାବେ ଏହି ସହର ରେ ଦେ-ହ ବ୍ୟା-ପାର ଚାଲୁଥିଲା । ଏହି ସବୁ ହୋଟେଲ ରେ ଚାଲୁଥିଲା କୁନ୍ତୁ ଧରା ପଡିଯିବା ଭୟରେ ତିନି ମାସ ହେଲା ଏକ ଘରକୁ ଭଡା ନେଇ ସେଠି ଚାଲିଥିଲା ଦେ-ହ କାରବାର ।

women 1

ଆଉ ପୋଲିସ ଆଜି ସେହି ଘରକୁ ଅତର୍କ୍ତ ଭାବେ ଚଢାଉ କରି ଯୁବତୀ ମାନଙ୍କୁ ଉଦ୍ଧାର କରିଛି ପୋଲିସ । ଏହା ସହିତ ତିନି ଜଣ ଯୁବକ ଙ୍କୁ ମଧ୍ୟ କାବୁ କରିଛି । ଆଉ ସବୁଠାରୁ ବଡ କଥା ହେଲା ଏହି ରାକେର୍ଟ ରେ ଜଣେ ପଞ୍ଚାୟତ ସ୍ଥରିୟ ନେତା ଓ ତାଙ୍କ ବାନ୍ଧବି ରହିଛନ୍ତି । ଆଉ ସେମାନେ ପ୍ରତି ରାତିକୁ 2.5 ଲକ୍ଷ ରୁ 3 ଲକ୍ଷ ଟଙ୍କା ଟାର୍ଗେଟ ଦେଉଥିଲେ ।

ଦଲାଲ ଗ୍ରାହାର ଯୁବତୀ ସବୁ ସେମାନେ ନିଜେ ଠିକ୍ ଠାକ୍ କରୁଥିଲେ । ଅର୍ଥାତ ସେହି ପଞ୍ଚାୟତ ସ୍ଥରିୟ ନେତା ଓ ତାଙ୍କର ବାନ୍ଧବୀ ଆଉ ସବୁଠାରୁ ବଡ କଥା ହେଲା କି ଏହି ଆଲିସାନ କୋଠା କୁ ବର୍ତମାନ ପୋଲିସ ସିଜ୍ କରିଛି । ଘର ମାଲିକ ସୋନ ପୁର ଜିଲ୍ଲାର ବାସିନ୍ଧା ସେ ଏବେ ଭବାନି ପାଟଣା ରେ କାମ କରନ୍ତି । ଆଉ ପାଟନା ଗଡ ଅଞ୍ଚଳ ର ଜଣେ ମହିଳା ଏହି ଘରକୁ ଭଡା ଆକାରରେ ନେଇଥିଲେ । ଆଉ ସେଠାରେ ଚଳେଇଥିଲେ ଦେ-ହ କାରବାର ।

ତେବେ ଛତିସଗ଼଼ଡ , ମହାରାଷ୍ଟ୍ର , କଲିକତା ରୁ ଯୁବତୀ ଆଣି ରାତାରାତି ବଡ ଲୋକ ହେବାର ନିଶା ଏମାନଙ୍କୁ ଘାରିଥିବା ବେଳେ ବର୍ତମାନ ସମୟ ରେ ଧରା ପଡିଜାଇଛି ଏମାନଙ୍କର ସବୁ କଳା କାର୍ନାମା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *