ମୁହଁରେ ଥିବା ଅଦରକାରୀ ବାଳକୁ ସାଫା କରିବାକୁ ଚାହୁଁ ଥିଲେ… ଜାଣନ୍ତୁ ଏହି ଉପାୟଟି ।

Spread the love

ଦୁନିଆରେ ଅସମ୍ଭବ ବୋଲି କିଛି ନାହିଁ । ସମସ୍ତେ ନିଜ ଚେହେରାକୁ ସୁନ୍ଦରରୁ ସୁନ୍ଦରତର କରିବା ପାଇଁ ପ୍ରୟାସ କରିଥାନ୍ତି ଏବଂ ନିଜ ଚେହେରାକୁ ନେଇ ଦେଖିଥିବା ସ୍ବପ୍ନ ମଧ୍ୟ ପୂଜା କରିପାରନ୍ତି । ସମସ୍ତଙ୍କ ଇଛା ଥାଏ ସୁନ୍ଦର ଓ ଆକର୍ଷଣ ଦେଖାଯିବା ପାଇଁ । ଏଥିପାଇଁ ଲୋକମାନେ ବିଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି । ଏଥିପାଇଁ ଲୋକଙ୍କୁ ମଧ୍ୟ ବିଭିନ୍ନ ସମସ୍ୟାର ସମୁଖୀନ କରିବାକୁ ପଡିଥାଏ । ପରେ ଏହି ସବୁ ସମସ୍ୟା ଯୋଗୁଁ ମନୁଷ୍ୟ ନିଜ ସୁନ୍ଦରତା ହରାଇଥାଏ । ଏହିପରି ଗୋଟିଏ ସମସ୍ୟା ହେଉଛି, ମୁହଁରେ ବାଳ ଆସିବା । ଇଛା ନ ଥିବା ସତ୍ତ୍ୱେ ମୁହଁରେ ବାଳ ଉଠିବା ନା କେବଳ ନାରୀଙ୍କ ସମସ୍ୟା ବରଂ ପୁରୁଷଙ୍କ କ୍ଷେତ୍ରରେ ମଧ୍ୟ ଏହି ପ୍ରକାର ସମସ୍ୟା ଦେଖାଯାଇ ଥାଏ । ଏହି ସମସ୍ୟା ଯୋଗୁଁ ଆମ ମୁହଁ ଅସୁନ୍ଦର ଦେଖା ଯାଇଥାଏ ।

ଆଜି ଆମେ ଏହି ଲେଖା ମାଧ୍ୟମରେ ମୁହଁରେ ବା ଶରୀରର ଅଦରକାରୀ ଜାଗାରେ ବାଳ ଉଠିବା ସମସ୍ୟାରୁ କିପରି ମୁକୁଳି ପାରିବ, ସେହି ବିଷୟରେ ଆପଣଙ୍କୁ ଜଣାଇବୁ । ଏହି ଉପାୟଟି ଆପଣାଇବା ପରେ ଆପଣଙ୍କର କୌଣସିଟି ବି ହାନି ବା ପାର୍ଶ୍ଵପ୍ରତିକ୍ରିୟା ହେବ ନାହିଁ ।

ଏହି ଉପାୟଟି ପାଇଁ ଆପଣଙ୍କୁ ଦରକାର ହେବ ଗୋଟିଏ କୋଲଗେଟ୍ ଓ କୌଣସି ବି ପିଲାଅଫ୍ ମାସ୍କ । ଆପଣ ଏହି ଉପାୟଟି ପାଇଁ ଏଭର ୟୁଥ୍ ପିଲାଅଫ୍ ମାସ୍କ ବ୍ୟବହାର କରିପାରିବେ । ଏହି ଉପାୟଟି ପାଇଁ ଆପଣଙ୍କୁ ଆବଶ୍ୟକତା ଅନୁସାରେ ସାମାନ୍ୟ ମାତ୍ରାରେ କୋଲଗେଟରେ ପିଲାଅଫ୍ ମାସ୍କକୁ ମିଶାଇ ମୁହଁରେ ଲଗାଇ ଦିଅନ୍ତୁ ଓ ୨୦ମିନିଟ୍ ପରେ ହାତ ମାଧ୍ୟମରେ ହାଲକ୍କା ମସାଜ କରି ଧୋଇ ଦିଅନ୍ତୁ ।

ଲେଖାଟି ଆପଣଙ୍କୁ କିପରି ଲାଗିଲା Comment କରି ଜଣାନ୍ତୁ ! Like କରନ୍ତୁ ଓ ନିଜ ସାଙ୍ଗମାନଙ୍କ ସହ Share କରିବାକୁ ଭୁଲିବେନି ।