ଆସନ୍ତୁ ଜାଣିବା ପ୍ରାକୃତିକ ଉପାୟରେ କିପରି ଡାଇବେଟିସ ଓ ପାଇଲାସ ଭଳି ରୋଗଠାରୁ ନିଜକୁ ଦୂରେଇ ରଖିବା

Spread the love

ପ୍ରକୃତି ହେଉଛି ଆମ ସମସ୍ତଙ୍କ ସମ୍ପଦ ! ଆମେ ସମସ୍ତେ ଜାଣିଛେ ପ୍ରକୁତିରୁ ବିଭିନ୍ନ ପ୍ରକାର ଔଷଧ ବା ଜଡିବୁଟି ଭାରି ରହିଛି | ଏହି ପ୍ରକୃତିରୁ ଆମେ ଅନେକ ବିଭିନ୍ନ ପ୍ରକାର ରୋଗର ଔଷଧ ଓ ସେହି ରୋଗର ଆରାଗ୍ୟ ପାଇଁ ଆବଶ୍ୟକ ମୁତାବକ ଔଷଧ ପାଉଛୁ ଓ ଏହି ପ୍ରାକୃତିକ ଔଷଧର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ହୋଇନଥାଏ | ଆଜି ଆମେ ଆପଣଙ୍କୁ ଏକ ପ୍ରାକୃତିକ ଉପଚାର ବିଷୟରେ କହିବା ପାଇଁ ଯାଉଛୁ | ଏହି ଉପାୟ ଅବଲମ୍ବନ କରି ଆପଣ ଆପଣଙ୍କ ଜୀବନରେ ଆହୁରି ସରସ ସୁନ୍ଦର ଓ ନିରାମୟ କରିପାଇରବେ ! ଚାଲନ୍ତୁ ଜାଣିବା ଏହି ଉପଚାର ବିଷୟରେ:

ଯେଉଁମାନେ ଡାଏବେଟିସ ଓ ପାଇଲସର ଶିକାର ହୋଇଛନ୍ତି ସେମାନେ ଜାଣିଛନ୍ତି, କଷ୍ଟ କଣ ? ଡାଏବେଟିସ ଓ ପାଇଲସ ଯଦି କାହାକୁ ହୁଏ ତେବେ ଏହା ତା’ଶରୀରର ଅନ୍ୟ ଅଙ୍ଗକୁ ମଧ୍ୟ ପ୍ରଭାବିତ କରିଥାଏ, ସେହି ମହତ୍ୱ ପୁର୍ଣ ଅଙ୍ଗମାନଙ୍କ ମଧ୍ୟରୁ ବୃକକ ହେଉଛି ଅନ୍ୟତମ | ଏହି ରୋଗ ଆପଣଙ୍କ ବୃକକ କୁ ଅଧିକ ପ୍ରଭାବିତ କରିଥାଏ | ଏହାର ଉପଚାର ପାଇଁ ଆପଣାକୁ କେଉଁ ଜାଗାକୁ ଯିବାକୁ ପଡିବ ନାହିଁ | ଯଦି ଆପଣ ଏହାର ଉପଚାର କରିବା ପାଇଁ ଚାହୁଁଛନ୍ତି ତେବେ ଆପଣ ନିଜ ଘରେ ଏହାକୁ ଭଲ କରି ପାରିବେ | ଏଠି ପାଇଁ ଆପଣଙ୍କୁ କୌଣସି ଦାମୀ ଔଷଧ ନେବାକୁ ପଡିବ ନାହିଁ | ଆପଣ ଏହାର ଉପଚାର ପ୍ରାକୃତିକ ଉପାୟରେ କରିପାରିବେ |

ଡାଏବେଟିସରୁ ବଂଚିବା ପାଇଁ ହେଲେ ସବୁଦିନ ସକାଳୁ ଆପଣଙ୍କୁ ୨-୨ଟି କୋମଳ ଆମ୍ବପତ୍ର ଚୋବେଇବା ପାଇଁ ପଡିବ ! କିନ୍ତୁ ଏହାକୁ ଆପଣଙ୍କୁ ସବୁଦିନ ଚୋବେଇବା ପାଇଁ ପଡିବ ଏହା ଦ୍ୱାରା ଧୀରେ ଧୀରେ ଆପଣଙ୍କ ଡାଇବେଟିସ କମିବାକୁ ଲାଗିବ ଏହା ସହିତ ପାଇଲସ ରୋଗ ମଧ୍ୟ ଦୂର ହେବ !

ଆମ୍ବ ପତ୍ର ଆପଣଙ୍କ ଡାଇବେଟିସର ରୋଗ କୁ କମେଇଥାଏ ! କାରଣ ଏହାର ପତ୍ରରେ ବହୁତ ମାତ୍ର ରେ ଫାଇବର ପ୍ରୋଟିନ ତଥା ଭିଟାମିନ ମିଳିଥାଏ |ଏହି ଗୁଣ ଆପଣଙ୍କ କୋଲେଷ୍ଟ୍ରଲ ମାତ୍ରକୁ ଆଶ୍ଚର୍ଯ୍ୟଜନକ ଭାବେ କମେଇଥାଏ ! ଯଦି ଆପଣ ଏହାର ବ୍ୟବହାର ନିୟମିତ କରନ୍ତି ତେବେ ଆପଣଙ୍କ କିଡନି, ଲିଭରକୁ ଏହା ବହୁତ ଲାଭବାନ ହେଇଥାଏ | କାରଣ ଡାଇବେଟିସରୁ କିଡନି ଫେଲ ହେବା ସାଧାରଣ କଥା ହେଇ ଗଲାଣି !

ଆପଣଙ୍କୁ ଆମର ଏହି ଲେଖା ଭଲ ଲାଗିଲେ, comment କରନ୍ତୁ ଓ ସେୟାର ନିଶ୍ଚୟ କରିନ୍ତୁ !

!!ଜୟ ଜଗନ୍ନାଥ!!