ଅର୍ଚ୍ଚନା-ଖଗେଶ୍ବର ଭିତରେ ସମ୍ପର୍କ । ଭିତର ଘରେ ଚାଲିଥିଲା ଖେଳ

Khageswara

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଫିଟୁଛି ଅର୍ଚ୍ଚନା ର ଗୁମର ଆଉ ଏହା ସହିତ ଖଗେଶ୍ୱର ଏବଂ ଜଗୁର ସଂମ୍ପର୍କ କଥାବି ସାମ୍ନାକୁ ଆସୁଛି । ଯେତେ ବେଳେ ଜଗବନ୍ଧୁ ଗୋଟିଏ ସାଧାରଣ କର୍ମଚାରୀ ଥିଲା ସେତେ ବେଳେ ଖଗେଶ୍ୱର ଥିଲା ତା ମାଲିକ । ଅର୍ଥାତ ଯେଉଁ ସେକେଣ୍ଡ ହ୍ୟାଣ୍ଡ କାର ସୋ ରୁମ୍ ରହିଥିଲା ସେହିଥିରେ ଖଗେଶ୍ୱର ପାଖରେ କାମ କରୁଥିଲା ଜଗବନ୍ଧୁ । ହେଲେ କଣ ଏମିତି ସମୟ ବଦଳିଲା ଯେ ଜଗବନ୍ଧୁ କୋଟିପତି ହୋଇଗଲା ।

ଏହା ସହିତ ଅର୍ଚ୍ଚନା ର ରୂପ ରଙ୍ଗଠୁ ଆରମ୍ଭ କରି ଚାଲି ଢାଲି ସବୁ କିଛି ବି ବଦଳିଗଲା କହିବା ଲୋକ କହୁଛନ୍ତି ଏକଦା ଝୁମ୍ପୁଡି ଘରେ ରହୁଥିବା ଅର୍ଚ୍ଚନା ବସ୍ତିରେ ରହୁଥିବା ବେଳେ ବର୍ତମାନ ସମୟ ରେ କୋଠା ବାଡେଇ କୋଟି କୋଟି ରୋଜଗାର ବି କରେଇ ଦେଇଛି । ତେବେ କହିବାକୁ ଚାହିଁବୁ ଖଗେଶ୍ୱର ହେଲା ସେହି ବାଇନର ଯିଏ ଜଗବନ୍ଧୁ ଏବଂ ଅର୍ଚ୍ଚନା ମଧ୍ୟରେ ଝଗଡା ଲଗାଉଥିଲା । ଆଉ ଜାହାକୁ ନେଇ ଖଣ୍ଡଗିରି ଥାନାରେ ମଧ୍ୟ ବୁଝା ସୁଝା କରାଜାଇ ଥିଲା ।

archana nag 2

ଖଗେଶ୍ୱର ପାତ୍ର ଅର୍ଥାତ ବାଇନର । ତେବେ ଅର୍ଚ୍ଚନା ଏବଂ ତାଙ୍କର ପିବାର ମଧ୍ୟରେ ବାଇନର ନାମକ ଏହି ଯୁବକ ଜାହାକୁ ନେଇ ଏହି ଦମ୍ପତୀ ଙ୍କ ମଧ୍ୟରେ ବିଭିନ୍ନ ସମୟ ରେ ଝଗଡା ଲାଗୁଥିଲା । ଆମେ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଅର୍ଚ୍ଚନା ର ଗାଡିର ଇନଷ୍ଟଲ ମେଣ୍ଟ ବାଇନର ଓରଫ ଖଗେଶ୍ୱର ହିଁ ଦେଉଥିଲା ।

ଆଉ ଜାହାକୁ ନେଇ ସନ୍ଧେହ କରୁଥିଲା ଜଗବନ୍ଧୁ ଏମିତି କି ଥାନା ପର୍ଯ୍ୟନ୍ତ କଥା ଜାଇ ଥିଲା ପୋଲିସ ସମସ୍ତ ଙ୍କୁ ବସେଇ ମିମାଂସା କରିଥିବା ବେଳେ ଅନେକ ପଚାରିବାକୁ ଚେଷ୍ଟା କରିଥିଲେ ବାଇନର ଓରଫ ଖଗେଶ୍ୱର କୁ ଯେ ତୁମେ କାହିଁକି ଦେଉଛ ତାଙ୍କ ପାଇଁ ଇନଷ୍ଟଲ ମେଣ୍ଟ । ତେବେ ଏହାର ସେ କୈଣସି ବି ଉତ୍ତର ସେ ରଖୁନଥିଲେ । ହେଲେ ଏହି କଥା ସତ ଅର୍ଚ୍ଚନା କିଣିଥିବା ଏକ ଫୋର୍ଡ କାର ର ଇନଷ୍ଟଲ ମେଣ୍ଟ ଦେଇଥିଲେ ବାଇନର ।

bainar

ଏହା ପରେ ବି ଉଭୟ ଙ୍କ ଅନେକ ସଂମ୍ପର୍କ ରହିଥିଲା ଝିଅ ପିଲାଙ୍କୁ ଧରି ଇଭେଣ୍ଟ କାମ ବି କରୁଥିଲେ ଅର୍ଚ୍ଚନା ସେତିକି ନୁହେଁ ରାଜଧାନୀର ପ୍ରତିଷ୍ଟିତ ମହିଳା ମହାବିଦ୍ୟାଳୟରେ ବି ଅର୍ଚ୍ଚନା ଙ୍କ ଯିବା ଆସିବା ରହିଥିଲା । ଜାହାକୁ ନେଇ ମଧ୍ୟ ସନ୍ଧେହ ବଢୁଛି । ଆଉ ଯେଉଁ ବଡ ବଡିଆ ନେତା ଙ୍କ ଲିଙ୍କ୍ ବାହାରୁଛି ଏହିଥିରେ ଏହାର କଣ ସଂମ୍ପର୍କ ତାହାବି ତଦନ୍ତ ଯୋଗ୍ୟ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Prasidhi
Uncategorized

ବଡ଼ ହେଲା ପରେ କିପରି ଦିଶୁଛନ୍ତି ଏହି ଓଡ଼ିଆ ପ୍ରସିଦ୍ଧି ଶିଶୁକଳାକାର ଦେଖନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଚାଇଲ୍ଡ ଅଭିନେତ୍ରୀ ପ୍ରସିଦ୍ଧି ନାୟକ ଙ୍କୁ ତ ଆପଣ ମାନେ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ଓଲିଉଡ ରେ ଅଭିନୟ କରି ଆସୁଛନ୍ତି ପ୍ରସିଦ୍ଧି । ତାହାଲେ ସେ ଓଡିଆ ସିନେମା ସହିତ ଓଡିଆ ସିରିଏଲ ରେ ବି ଅଭିନୟ କରିଛନ୍ତି । ମାତ୍ର 6 ବର୍ଷ ବୟସ ରୁ ହିଁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ […]

ଅଧିକ ପଢ
Kalia Yojana
Uncategorized

ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କିଛି […]

ଅଧିକ ପଢ
Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ