ଏହି ଗାଁକୁ ଯିବା ମନା, ଗାଁରେ ବୁଲୁଛି ଅତୃପ୍ତ ଆତ୍ମା, ଯିଏ ଯିବ ସିଏ…

village

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଗାଁ ରେ ବୁଲୁଛି ଅତୃପ୍ତ ଆତ୍ମା ଯିଏ ଯିବ ସିଏ ମରିବ । ଘର ଭିତରେ ମିଳୁଛି କଙ୍କାଳ ମାଟି ତଳେ ରହିଛି ଅନେକ କଙ୍କାଳ ଯେତେ ଖୋଳିଲେ ସେତେ ବାହାରୁଛି । ପୃଥିବୀ ରେ ଏମିତି ଏକ ସ୍ଥାନ ରହିଛି ଯେଉଁଠାକୁ ଗଲେ ସେଠାରୁ ଆଉ ଫେରି ହୁଏନି । ଦୁନିଆଁ ରହସ୍ୟ ରେ ପୂରା ପରିପୂର୍ଣ୍ଣ ପୃଥିବୀରେ ଏମିତି ଅନେକ ରହସ୍ୟ ମୟ ସ୍ଥାନ ରହିଛି ଜାହା ବିଷୟ ରେ ବହୁତ କମ୍ ଲୋକ ମାନେ ଜାଣନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଏମିତି ଗାଁ ବିଷୟ ରେ କହିବୁ ଯେଉଁଠାକୁ ଯିଏ ଥରେ ଯାଉଛି ସେ ଆ ଉ କେବେବି ଫେରୁ ନାହିଁ । ଏହି ଗାଁ ଉତ୍ତର ଋଷିଆ ର ଦାର୍ଗାଭ୍ ରେ ରହିଥିବା ବେଳେ ଏହି ଅଞ୍ଚଳ ବହୁତ ଜନ ଶୂନ୍ୟ । ଉଚ୍ଚ ପର୍ବତ ମାନଙ୍କ ମଧ୍ୟରେ ଲୁଚି ରହିଥିବା ଏହି ଗାଁ ରେ 99 ଟି ଘର ରହିଛି । ଯାହା ଧଳା ପଥର ରେ ନିର୍ମିତ ହୋଇଥିବା ବେଳେ ଲୋକ ମାନେ ନିଜର ସଂମ୍ପର୍କିୟ ଙ୍କ ମୃ-ତ ଦେହ କୁ ଏଠାରେ ପୋତି ଦେଇଥାନ୍ତି ।

village

ଏହି ଘର ଗୁଡିକ ମଧ୍ୟରେ କେତେକ ଘର ଚାରି ମହଲା ବିଶିଷ୍ଟ ଅଟେ । କୁହାଯାଏ ଏହି ସମାଧି ଗୁଡିକ 16 ଶହ ଶତାବ୍ଦିରେ ନିର୍ମିତ ହୋଇଥିଲା । ଏହା ଏକ ବିରାଟ କବର ସ୍ଥାନ କୁହାଯାଏ ପ୍ରତ୍ୟୋକ କୋଠା ଏକ ପରିବାର ଅଟେ । ସେହି କୋଠା ଜାହାର କେବଳ ସେହି ପରିବାର ଲୋକ ଙ୍କୁ ସମାଧି ଦିଆଯାଏ । କେବଳ ସେତିକି ନୁହେଁ ଏହି ଜାଗା ବିଷୟ ରେ ସ୍ଥାନିୟ ଲୋକ ମାନଙ୍କର ଭିନ୍ନ ବିଶ୍ୱାସ ରହିଛି । ସେମାନେ ବିଶ୍ୱାସ କରନ୍ତି ଏହି କୁଟୀର ଭଳି ଅଟାଳିକା ମଧ୍ୟରେ ଯିଏ ଯାଏ ସେ ଜିବନ୍ତ ଫେରେ ନାହିଁ ।

ତଥାପି ବହୁତ ସମୟ ରେ ଅନେକ ପର୍ଯ୍ୟଟକ ମାନେ ଏହି ସ୍ଥାନ ବିଷୟ ର ରହସ୍ୟ ଜାଣିବାକୁ ଚେଷ୍ଟା କରନ୍ତି ହେଲେ ସେଠାକାର ରହସ୍ୟ ଆଜିିବି ରହସ୍ୟ ଘେରରେ ରହିଛି । ସେହି ପରି ଏହି ସ୍ଥାନ କୁ ପହଁଚିବାର ରାସ୍ତା ବି ବହୁତ କଷ୍ଟ କର । ପାହାଡ ମଧ୍ୟଦେଇ ଏହି ସ୍ଥାନ ରେ ପହଁଚିବା ପାଇଁ 3 ଘଣ୍ଟା ଲାଗେ । ଏଠାକାର ପାଗବି ବହୁତ ଖରାପ ମଧ୍ୟ ରହିଥାଏ । ତେବେ ସତରେ ଦୁନିଆଁ ରେ ଏହି ବି ସ୍ଥାନ ରହିଛି । ଯେଉଁଠାକୁ ମଣିଷ ଯିବାକୁ ଇଚ୍ଛା କରି ମଧ୍ୟ ଜାଇ ପାରେ ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Prasidhi
Uncategorized

ବଡ଼ ହେଲା ପରେ କିପରି ଦିଶୁଛନ୍ତି ଏହି ଓଡ଼ିଆ ପ୍ରସିଦ୍ଧି ଶିଶୁକଳାକାର ଦେଖନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଚାଇଲ୍ଡ ଅଭିନେତ୍ରୀ ପ୍ରସିଦ୍ଧି ନାୟକ ଙ୍କୁ ତ ଆପଣ ମାନେ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ଓଲିଉଡ ରେ ଅଭିନୟ କରି ଆସୁଛନ୍ତି ପ୍ରସିଦ୍ଧି । ତାହାଲେ ସେ ଓଡିଆ ସିନେମା ସହିତ ଓଡିଆ ସିରିଏଲ ରେ ବି ଅଭିନୟ କରିଛନ୍ତି । ମାତ୍ର 6 ବର୍ଷ ବୟସ ରୁ ହିଁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ […]

ଅଧିକ ପଢ
Kalia Yojana
Uncategorized

ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କିଛି […]

ଅଧିକ ପଢ
Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ