ରାସ୍ତାରେ ଉଡ଼ିଲା ପୁଳା ପୁଳା ଟଙ୍କା || ଦେଖିବା ଲୋକ ଆର୍ଶର୍ଯ୍ୟ

money

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ହଠାତ୍ ଫ୍ଲାୟ ଓଭର ତଳକୁ ହେଲା ନୋଟ ବର୍ଷା ଟଙ୍କା ଗୋଟେଇବାକୁ ଲୋକ ମାନଙ୍କର ହେଲା ପ୍ରବଳ ଭୀଡ । ହଠାତ୍ ଫ୍ଲାୟ ଓଭର ତଳକୁ ହେଲା ନୋଟ ବର୍ଷା ସମସ୍ତେ ହୋଇଗଲେ ଚକିତ । ଏତେ ଟଙ୍କା କୁଆଡୁ ଆସୁଛି । ଏହି ପରି ଏକ ଘଟଣା କର୍ଣ୍ଣାଟକ ର ବେଙ୍ଗାଲୋର ରେ ଦେଖିବାକୁ ମିଳିଛି ।

ବନ୍ଧୁଗଣ ବେଙ୍ଗାଲୋର ର କେୟାର ମାର୍କେଟ ଫ୍ଲାୟ ଅଭର ରେ ନୋଟ ବର୍ଷା ହୋଇଛି ଏହି ନୋଟ କୁ ନେବା ପାଇଁ ସ୍ଥାନିୟ ଲୋକ ମାନଙ୍କ ର ଭୀଡ ଲାଗି ଜାଇଥିଲା । ଏମିତି କି ସ୍ଥିତି ଏମିତି ହୋଇଥିଲା କି କିଛି ସମୟ ଲାଗି ଟ୍ରାଫିକ୍ ବି ବନ୍ଦ ହୋଇଜାଇଥିଲା । ତେବେ ଘଟଣା ଏମିତି କି ଏହି ବ୍ୟକ୍ତି ଜଣଙ୍କ ଫ୍ଲାୟ ଓଭର ଉପରୁ ଟଙ୍କା ବିଞ୍ଚିବା ଆରମ୍ଭ କରିଥିଲେ ।

Cash

ତେବେ ଭାଇରଲ ଭିଡ଼ିଓ ରେ ଦେଖା ଜାଇଥିବା ଏହି ଅଜଣା ବ୍ୟକ୍ତି ଜଣଙ୍କ ବିଡା ବିଡା ନୋଟ ନେଇ ଆସିଥିଲେ । ଏବଂ ତାଙ୍କ କାନ୍ଧରେ ଏକ ବ୍ୟାଗ୍ କାନ୍ଥ ଘଣ୍ଟା ପରି ଲଟକି ରହିଥିଲା । ସେ ହାତରେ ଟଙ୍କା ନେଇ ଫ୍ଲାୟ ଓଭର ତଳକୁ ଫପାଡୁ ଥିବାର ଭିଡ଼ିଓ ରେ ଦେଖା ଯାଉଛନ୍ତି । ତେବେ ଏହି ନୋଟ ନେବାକୁ ସ୍ଥାନିୟ ଲୋକମାନେ ବହୁତ ଭୀଡ ଜମେଇ ଥିଲେ ।

ତେବେ କୁହାଯାଉଛି ବ୍ୟକ୍ତି ଜଣଙ୍କ ପ୍ରାୟ 10 ଲକ୍ଷ ଟଙ୍କାର ନଗଦ ନୋଟ ଫପାଡି ଦେଇଥିଲେ । ତେବେ ସେହି ବ୍ୟକ୍ତି ଜଣଙ୍କ ଏମିତି କଣ ପାଇଁ କରୁଥିଲେ ତାହା ବର୍ତମାନ ସୁଧା ଜଣା ପଡି ନଥିବା ବେଳେ ପୋଲିସ ମଧ୍ୟ ଏହି ବ୍ୟକ୍ତି ଙ୍କ ସନ୍ଧାନ ରେ ରହିଛି । ତେବେ ଏମିତି ଘଟଣା କୁ ନେଇ ଆପଣ ମାନଙ୍କ ମତା ମତ କଣ ରହିଛି ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *