କିଡନୀ ଜନିତ ରୋଗରେ ଶିକାର ହେବ ପୂର୍ବରୁ ଆମ ଶରୀରରେ ଦେଖାଯାଉଥିବା କିଛି ଲକ୍ଷଣ ! ଜାଣନ୍ତୁ ଏହି ଲକ୍ଷଣଗୁଡିକ କଣ ଅଟେ !

Spread the love

ସ୍ୱାସ୍ଥ୍ୟ ହିଁ ସମ୍ପଦ । ସ୍ୱାସ୍ଥ୍ୟ ଭଲ ଥିଲେ ଆମେ ଅନେକ କିଛି କରିପାରିବ । କିନ୍ତୁ ଆଜିର ଏହି ଯୁଗରେ ସମସ୍ତେ ନିଜ ନିଜ କର୍ମରେ ବ୍ୟସ୍ତ । ନିଜ ସ୍ବାସ୍ଥ୍ୟର ଯତ୍ନ ନେବା କାଠିକର ପାଠ, ଯାହାର ପରିମାଣ ସ୍ୱରୂପ ଆଜିକାର ମଣିଷ ଆନେକ ରୋଗର ଶୀକାର ହେଉଛି । ତେବେ ଆସନ୍ତୁ ଜାଣିବା କିଡନୀ ଜନିତ ରୋଗ ଶିକାର ହେବ ପୂର୍ବରୁ ଆମ ଶରୀରରେ ଦେଖାଯାଉଥିବା କିଛି ଲକ୍ଷଣ । କିଡନୀ ଜନିତ ରୋଗ ଏକ ବଡ଼ ରୋଗ, ଯଦି ରୋଗୀକୁ ଠିକ ସମୟରେ ଚିକିତ୍ସା କରାଯିବ ନାହିଁ ତେବେ ମୃତ୍ୟୁ ମୁଖରେ ପଡିପାରେ । ଯଦି ଆମର କିଡନୀ ଖରାପ ଅଛି ଏବଂ ଆମେ ଜାଣି ପାରୁ ନାହୁଁ, ତଥାପି ପ୍ରଥମ ପର୍ଯ୍ୟାୟରେ ଶରୀରରେ କେତେକ ଲକ୍ଷଣମାନ ଦେଖାଯିବ : ଆସନ୍ତୁ ଜାଣିବା ସେହି ଲକ୍ଷ୍ନଗୁଡିକ :

ପରିସ୍ରାରେ ରକ୍ତ ପଡେ : ଯଦି ପରିସ୍ରାରେ ରକ୍ତ ପଡେ ଓ ଜଳାପୋଡା ଅନୁଭବ ହେଉଛି ତେବେ ନୀରବ ରୁହନ୍ତୁ ନାହିଁ । ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

ପେଟରେ ଜଳାପୋଡା ଓ ପେଟ ବିନ୍ଧା : ଅଯଥାରେ ଓ ଅସହ୍ୟ ମାତ୍ରାରେ ପେଟ ବିନ୍ଧିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରି ଚିକିତ୍ସା କରନ୍ତୁ ।

ଗୋଡ଼ ହାତ ଫୁଲିଯିବ ଓ ଶରୀରର ଓଜନ ବୃଦ୍ଧି : କିଡନୀ ଆମ ଶରୀରର ଏକ ମହତ୍ୱପୂର୍ଣ୍ଣ ଅଙ୍ଗ । ମନୁଷ୍ୟ ଶରୀରରେ ଦୁଇଟି କିଡନୀ ରହିଛି । ଯେତେବେଳେ କିଡନୀ ଖରାପ ହେଉଛି ତା’ର ପରବର୍ତ୍ତୀ ସମୟରେ ଆମ ଶରୀରରେ ଅଯଥା ପଦାର୍ଥଗୁଡିକ ଜମାଟ ବାନ୍ଦେ । ଏହାର କୁପ୍ରଭାଵ ଆମ ସ୍ୱାସ୍ଥ୍ୟ ଉପରେ ପଡେ । ଯାହାର ପରିଣାମ ସ୍ୱରୂପ ଆମକୁ ବିଭିନ୍ନ ପ୍ରକାର ରୋଗ ହୋଇଥାଏ ।

Oxygenର ପରିମାଣ କମିଯାଏ : କିଡନୀ ଖରାପ ହେଲେ ଶରୀରରେ oxygen ପରିମାଣ କମିଯାଏ । ଯାହାଫଳରେ ଚିଡଚିଡା, ରାଗ ଆସେ । ଏହା ସଙ୍ଗେସଙ୍ଗେ ଶରୀର ଦୁର୍ବଳ ହୋଇଯାଏ ।

ଗୋଡ଼ ହାତ ଫୁଲିଯିବ ଓ ଶରୀରର ଓଜନ ବୃଦ୍ଧି :କିଡନୀ ଆମ ଶରୀରର ଏକ ମହତ୍ୱପୂର୍ଣ୍ଣ ଅଙ୍ଗ । ମନୁଷ୍ୟ ଶରୀରରେ ଦୁଇଟି କିଡନୀ ରହିଛି । ଯେତେବେଳେ କିଡନୀ ଖରାପ ହେଉଛି ତା’ର ପରବର୍ତ୍ତୀ ସମୟରେ ଆମ ଶରୀରରେ ଅଯଥା ପଦାର୍ଥଗୁଡିକ ଜମାଟ ବାନ୍ଦେ । ଏହାର କୁପ୍ରଭାଵ ଆମ ସ୍ୱାସ୍ଥ୍ୟ ଉପରେ ପଡେ । ଯାହାର ପରିଣାମ ସ୍ୱରୂପ ଆମକୁ ବିଭିନ୍ନ ପ୍ରକାର ରୋଗ ହୋଇଥାଏ ।

ଅନୁଛେଦଟି କିପରି ଲାଗିଲା Comment କରି ଜଣାନ୍ତୁ ।