ପ୍ୟାନ କାର୍ଡ ଥିଲେ ପଢି ନିଅନ୍ତୁ ଏହି ଖବର – ନ ହେଲେ ପଡିବେ ବହୁତ ଅସୁବିଧାରେ

pan card

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ଆଧାର ଏବଂ ପାନ ର ଲିଙ୍କ୍ କୁ ନେଇ ଆସିଛି ବଡ ଖବର । ଯେଉଁ ମାନେ ଆଧାର ସହିତ ପାନ କୁ ଲିଙ୍କ୍ କରି ନାହାନ୍ତି । ସେମାନଙ୍କୁ ବଡ ଅସୁବିଧା ର ସାମ୍ନା କରିବାକୁ ପଡିପାରେ । ଏବେ ସୁଧା ଜାରି ହୋଇଥିବା ମୋଟ 61 କୋଟି ରୁ 48 କୋଟି ପାନ କାର୍ଡ କୁ ଆଧାର କାର୍ଡ ସହିତ ଯୋଡା ଜାଇ ସାରିଛି । ହେଲେ ଯେଉଁ ମାନେ ଏବେ ଯାଏ ଆଧାର ସହ ପାନ କୁ ଲିଙ୍କ୍ କରି ନାହାଁନ୍ତି । ଅବା ମାର୍ଚ୍ଚ 31 ତାରିଖ ମଧ୍ୟରେ ଲିଙ୍କ୍ ନ କରନ୍ତି । ସେମାନେ ଅନେକ ସୁବିଧା ରୁ ବାଦ ପଡି ପାରନ୍ତି ।

ଏହି କଥା ଆପଣ ମାନେ ଜାଣିଥିବେ କିଛି ଦିନ ପୂର୍ବରୁ ସରକାର ଘୋଷଣା କରିଥିଲେ କି ପାନ କାର୍ଡ କୁ ଆଧାର କାର୍ଡ ସହିତ ଲିଙ୍କ୍ କରେଇବା କମ୍ପଲସରି ଅଟେ । ଏବଂ ଯଦି ଆପଣ ମାନେ ନକରିବେ ତେବେ ଆପଣ ମାନଙ୍କୁ ଫାଇନ ଲାଗିବ । ଏହାର ଯେଉଁ ତାରିଖ ରହିଛି ସେହି ତାରିଖ ବି ଜାଇ ସାରିଛି । ଏବେବି ଆପଣ ମାନେ ଲିଙ୍କ୍ କରିବା ପାଇଁ ଚାହିଁବେ ତେବେ ଆପଣ ମାନଙ୍କୁ 1 ହଜାର ଟଙ୍କା ଜୋରିମାନା ଦେବାକୁ ପଡିବ ।

pan card

ହେଲେ ତାହା ଉପରେ ମଧ୍ୟ ଆଉ ଗୋଟେ ବଡ ଅପଡେଟ ଜାହା ଆମେ ଆପଣ ମାନଙ୍କୁ ଜଣେଇବୁ ଆପଣ ମାନେ ଶେଷ ଯାଏ ପଢନ୍ତୁ । ତେବେ ବର୍ତମାନ ସମୟ ରେ ଯେଉଁ ଆସୁଛି ପାନକାର୍ଡ ର ନିୟମ 2023 ମାର୍ଚ୍ଚ ମାସ ପର୍ଯ୍ୟନ୍ତ ସମୟ ରହିଛି ଆପଣ ମାନେ 1 ହଜାର ଟଙ୍କା ଜୋରିମନା ଦେଇକରି ଆପଣ ମାନେ ଲିଙ୍କ୍ କରେଇ ପାରିବେ । ହେଲେ 2023 ମାର୍ଚ୍ଚ ମାସ ପରେ ବି ଆପଣ ମାନଙ୍କ ପାନ ସହିତ ଆଧାର ଲିଙ୍କ୍ ହୋଇନଥିବ ତେବେ 10 ହଜାର ଟଙ୍କା ଜୋରିମାନା ସହିତ ଆପଣ ମାନଙ୍କ ପାନକାର୍ଡ ମଧ୍ୟ ରିଜେକ୍ଟ ହେବାର ସମ୍ଭାବନା ରହିଛି ।

ତେବେ ଏହା ମଧ୍ୟ ବହୁତ ବଡ ଚର୍ଚ୍ଚା ର ବିଷୟ ରହିଛି । ତେବେ ସରକାର ଏହାକୁ ନେଇ ବଡ ଘୋଷଣା କରି ଦେଇଛନ୍ତି । ତେବେ 2023 ମାର୍ଚ୍ଚ ମାସ ପରେ ଯଦି ଆପଣ ମାନେ ଲିଙ୍କ୍ କରି ନାହାଁନ୍ତି ତେବେ ଆପଣମାନେ ସେହି ପାନକାର୍ଡ କୁ ଯେଉଁଠି ଯେଉଁଠି ବ୍ୟବହାର କରିବେ ସେଠାରେ ବି ଆପଣ ମାନଙ୍କ କାମ ରିଜେକ୍ଟ ହୋଇଯିବ । ଜାହାଫଳ ରେ ଆପଣ ମାନଙ୍କୁ 10 ହଜାର ଟଙ୍କା ପେନାଲିଟି ଲାଗିଯିବ । ତେବେ ଯେଉଁ ମାନେ ଏହି ଲିଙ୍କ୍ କରି ନାହାଁନ୍ତି ସେମାନେ ତୁରନ୍ତ କରି ନିଅନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *