ଅର୍ଚ୍ଚନା-ଶ୍ରଦ୍ଧାଞ୍ଜଳି ହ୍ବାଟସଆପ୍‌ ଚାଟିଂ ପଢନ୍ତୁ

Whatsapp Chat

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଅର୍ଚ୍ଚନା ନାଗଫାସର ଗୁମର ଧିରେ ଧିରେ ଖୋଲୁଛି । ଗୋଟିଏ ପରେ ଗୋଟିଏ ସତ ପଦାକୁ ଆସୁଛି । ଅର୍ଚ୍ଚନା ଯାହାକୁ ମୋହରା କରି ଏଭଳି କାଣ୍ଡ କରୁଛି । ସେହି ଚରିତ୍ରଟି ହେଉଛି ଶ୍ରଦ୍ଧାଞ୍ଜଳୀ ବେହେରା । ଯାହା ସହ ଅର୍ଚ୍ଚନାଙ୍କ ହ୍ୱାଟସପ ଚାର୍ଟ ବର୍ତମାନ ସମୟରେ ଭାଇରାଲ ହେବାରେ ଲାଗିଛି । ପଢନ୍ତୁ ସେହି ଚାଟିଂ ଗୁଡିକୁ ।

ଅର୍ଚ୍ଚନା – ପ୍ଲିଜ ଟିକେ ବୁଝିବାକୁ ଚେଷ୍ଟା କର ଶ୍ରଦ୍ଧା ।

ଶ୍ରଦ୍ଧାଞ୍ଜଳି – ମୁଁ ବୁଝିଛି । ହେଲେ ମୋର ବି କିଛି ସ୍ୱାର୍ଥ ରହିଛି । ମତେ ବି ମୋ ଲାଇଫ ବନେଇବାର ଅଛି । ସେମାନେ ମତେ କିଛି ବି ଦର ଦେବାକୁ ରାଜି ରହିଛନ୍ତି ।

ଅର୍ଚ୍ଚନା – ତ ଆମେ ବି ରାଜି ରହିଛୁ । ଇଜ୍ଜତ ଥରେ ପଳେଇଲେ କଣ ଆସିବ କି ? ତୁମେ ଯାହା ଦର କହିବ ଆମେ ତୁମକୁ ଦେବାକୁ ରାଜି ଅଛୁ ।

archan

ଶ୍ରଦ୍ଧାଞ୍ଜଳି – ଆପଣ ମତେ କିଣି ପାରିବେନି ।

ଅର୍ଚ୍ଚନା – ମୁଁ କିଣିବା କଥା କହୁନି ଶ୍ରଦ୍ଧା । ତୁମେ କେବଳ ଭୁଲ ବୁଝୁଛ । ସେମାନେ ଯଦି ତୁମ ଫ୍ୟୁଚର ବନେଇବାକୁ ତୁମକୁ ସାହାଯ୍ୟ କରୁଛନ୍ତି ତେବେ ଆମେ କାହିଁକି ତୁମକୁ ସାହାଯ୍ୟ କରି ପାରିବୁନି ?

ଶ୍ରଦ୍ଧାଞ୍ଜଳି – ଶୁଣନ୍ତୁ ମୁଁ ସାର ଙ୍କୁ ନରମାଲ ସାହାଯ୍ୟ ମାଗିଥିଲି । ସେ ମୋ ମେସେଜ୍ ସିନ ବି କଲେନି । ଆଉ କଣ ମୁଁ ତାଙ୍କଠୁ ଏକ୍ସପେକ୍ଟ କରିବି ?

ଅର୍ଚ୍ଚନା – ଯାହା ବି ହେଇଛି ହେଇଯାଇଛି । ସେଥିପାଇଁ ସେ ଦୁଃଖିତ ଆମେ ବି ।

ଶ୍ରଦ୍ଧାଞ୍ଜଳି – ଏପରି ବହୁତ ବଡ଼ ବଡ଼ କଥା ମୁଁ ଶୁଣିଛି । ହେଲେ କାମ କରି ଦେଖାଇବା ଲୋକ ବହୁତ କମ ।

sardha

ଅର୍ଚ୍ଚନା – ଥରେ ଆମକୁ ଟ୍ରଷ୍ଟ କରିକି ଦେଖ ।

ଶ୍ରଦ୍ଧାଞ୍ଜଳି – ଶୁଣନ୍ତୁ ଆଉ ଗୋଟେ କଥା ସିଧା ସିଧା କହିଦେଉଛି । ଆଉ ଯଦି ମୋ ବିନା ପରମିଶନରେ କେହି ମୋ ରୁମକୁ ଆସିବେ ତା ହେଲେ ମୋଠୁ ଖରାପ କେହି ହେବେନି । ତେବେ ବନ୍ଧୁଗଣ ଏହି ଚାଟିଂରେ ଅର୍ଚ୍ଚନା ଶ୍ରଦ୍ଧାଞ୍ଜଳିଙ୍କୁ କନଭିନ୍ସ କରିବାକୁ ଚେଷ୍ଟା କରିଛନ୍ତି । ଆମେ କଥା ମାନ ଆମେ ବି ତୁମ ଫ୍ୟୁଚର ବନେଇ ଦେବାକୁ । ହେଲେ କ’ଣ ପାଇଁ ଏମିତି ନିବେଦନ । ଏ ନିବେଦନ ଭିତରର ଅସଲ ରହସ୍ୟ କଣ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ତେବେ ବର୍ତମାନ ସମୟ ରେ ଏହି ଚାର୍ଟ ଟି ଇଡି ହାତରେ ଲାଗିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Prasidhi
Uncategorized

ବଡ଼ ହେଲା ପରେ କିପରି ଦିଶୁଛନ୍ତି ଏହି ଓଡ଼ିଆ ପ୍ରସିଦ୍ଧି ଶିଶୁକଳାକାର ଦେଖନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଚାଇଲ୍ଡ ଅଭିନେତ୍ରୀ ପ୍ରସିଦ୍ଧି ନାୟକ ଙ୍କୁ ତ ଆପଣ ମାନେ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ଓଲିଉଡ ରେ ଅଭିନୟ କରି ଆସୁଛନ୍ତି ପ୍ରସିଦ୍ଧି । ତାହାଲେ ସେ ଓଡିଆ ସିନେମା ସହିତ ଓଡିଆ ସିରିଏଲ ରେ ବି ଅଭିନୟ କରିଛନ୍ତି । ମାତ୍ର 6 ବର୍ଷ ବୟସ ରୁ ହିଁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ […]

ଅଧିକ ପଢ
Kalia Yojana
Uncategorized

ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କିଛି […]

ଅଧିକ ପଢ
Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ