ରାବଣ ନିଜର ମୃତ୍ୟୁ ପୂର୍ବରୁ ମହିଳାମାନଙ୍କ ବିଷୟରେ ପ୍ରକାଶ କରିଥିଲେ ଏହି ଗୁପ୍ତ କଥା ! ଭଗବାନ ରାମ ମଧ୍ୟ ତାହା ଜାଣି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

Spread the love

ରାବଣ ଏପରି ଏକ ରାକ୍ଷସ ଯିଏ କି ରାକ୍ଷସ କୁଳରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ଜ୍ଞାନର ମାମଲାରେ ସେ ବଡ଼ ବଡ଼ ବିଦ୍ୱାନଙ୍କୁ ପଛରେ ପକାଇ ଦେଇଥିଲେ । ଯଦିଓ ସୀତା ମାତାଙ୍କ ହରଣ କରି ସେ ନିଜର ବିନାଶର ରାସ୍ତା ଖୋଜି ଦେଇଥିଲା । ଗୋଟିଏ କଥା ଆପଣଙ୍କୁ ଏଠାରେ ଜଣାଇ ଦେଉଛୁ, ଶାସ୍ତ୍ରରେ କୁହାଯାଏ କି ରାବଣ ଜାଣିଶୁଣି ହିଁ ସିତାମତାଙ୍କୁ ହରଣ କରିଛନ୍ତି ଯାହାଦ୍ଵାରା କି ଭଗବାନ ରାମଙ୍କ ହାତରେ ତାଙ୍କର ମୃତ୍ୟୁ ହେବ ଏବଂ ତାଙ୍କୁ ମୋକ୍ଷ ପ୍ରାପ୍ତି ହେବ । ଜଣାଇ ଦେଉଛୁ ଯେ, ହୁଏ ତ ରାବଣ ମାତା ସୀତାଙ୍କୁ ହରଣ କରିଛନ୍ତି କିନ୍ତୁ ସେ କେବେ ମଧ୍ୟ ନିଜର ମର୍ଯ୍ୟାଦାକୁ ଉଲଙ୍ଗନ କରି ନାହାଁନ୍ତି । କିନ୍ତୁ ଗୋଟିଏ କଥା ଯାହା କି ରାବଣ ସର୍ବଦା ମହିଳା ମାନଙ୍କ ବିଷୟରେ କହିଥିଲେ, ତାହା ଆଜି ଆମେ ଆପଣଙ୍କୁ ଏହି ଅନୁଛେଦ ମାଧ୍ୟମରେ କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା :

ମିଥ୍ୟା ବଚନ କହିବାରେ ଧୁରନ୍ଧର :

Google

ଜଣାଇ ଦେଉଛୁ ଯେ, ରାବଣର ଭଉଣୀ ସୂର୍ପଣଖା ହିଁ ରାବନଙ୍କୁ ମିଥ୍ୟା କହିଥିଲେ, ସେ କହିଥିଲେ କି ରାମ ଏବଂ ତାଙ୍କ ଭାଇ ଲଙ୍କା ଉପରେ ଆକ୍ରମଣ କରିବାକୁ ଆସୁଛନ୍ତି କିନ୍ତୁ ଏଥିରେ କିଛି ସତ୍ୟତା ହିଁ ନ ଥିଲା । ସେ (ସୂର୍ପଣଖା) ନିଜର ଅପମାନର ପ୍ରତିଶାଧ ନେବାକୁ ଚାହିଁଥିଲେ ସେଥିପାଇଁ ସେ ଏହିସବୁ କରିଥିଲେ ।

ରାବଣ କହିଥିଲେ କି ମହିଳାମାନେ ମିଥ୍ୟା କହିବାରେ ଧୁରନ୍ଧର ଅଟନ୍ତି । ସେ ନିଜର ବଚନରୁ କେତେବେଳେ ମଧ୍ୟ ଓହରି ଯାଇଥାନ୍ତି । ସେଥିପାଇଁ ତାଙ୍କ ବଚନ ଉପରେ ଆଖିବନ୍ଦ କରି ବିଶ୍ଵାସ କରିବା ଉଚିତ ନୁହେଁ । ସେ ନିଜର କଥାକୁ ଏପରି ଭାବେ ସମ୍ମୁଖରେ ଉପସ୍ଥାନ କରିଥାନ୍ତି, ଯାହାଦ୍ଵାରା କି ସେ କାହା ସହ ମଧ୍ୟ ଆପଣଙ୍କୁ ଝଗଡ଼ା କରିବାକୁ ବାଧ୍ୟ କରାଇ ଦେବେ ।

କେବେ ମଧ୍ୟ ଗୁପ୍ତ କଥାକୁ ଲୁଚାଇ ରଖି ନଥାଏ :

Google

ରାବଣ ଯେଉଁ ଦ୍ଵିତୀୟ କଥା ମହିଳା ମାନଙ୍କ ବିଷୟରେ କହିଥିଲେ, ତାହା ଥିଲା ମହିଳାମାନେ କେବେ ମଧ୍ୟ ନିଜ ପେଟରେ ଗୁପ୍ତ କଥା ଲୁଚାଇ ରଖିପାରି ନଥାନ୍ତି । ସେଥିପାଇଁ ତାଙ୍କୁ କେବେ ମଧ୍ୟ ଗୁପ୍ତ କଥା କହିବା ଉଚିତ ନୁହେଁ । କାହିଁକି ନା ସେ ନ ଚାହିଁଲେ ମଧ୍ୟ ସେହି କଥା ତାଙ୍କ ମୁହଁରୁ ବାହାରି ପଡ଼ିଥାଏ । ଏହା ସହ ସେ କହିଥିଲେ କି ଗୋଟିଏ ସ୍ତ୍ରୀ ଅନ୍ୟ ସ୍ତ୍ରୀ ବିଷୟରେ ନିଶ୍ଚୟ ଖରାପ କହିବ, ହୁଏତ ସେ ଯିଏ ମଧ୍ୟ ହେଉ ।

ସ୍ୱାର୍ଥପର ହୋଇଥାନ୍ତି ମହିଳାମାନେ :

Google

ଏହା ସହିତ ରାବଣ ଏହା ମଧ୍ୟ କହିଥିଲେ କି ମହିଳାମାନେ ଅଧିକ ସ୍ୱାର୍ଥପର ହୋଇଥାନ୍ତି । ସେମାନେ ନିଜର କାମ ହାସଲ କରିବା ପାଇଁ ଯେକୌଣସି ଉପାୟକୁ ମଧ୍ୟ ଆପଣାଇ ଥାନ୍ତି ଏବଂ ଯେକୌଣସି କାର୍ଯ୍ୟ ମଧ୍ୟ କରିପାରିବେ । ସେଥିପାଇଁ ତାଙ୍କ କଥାରେ ଭାବିଚିନ୍ତି ପଦକ୍ଷେପ ନେବା ଦରକାର ।

ଅନୁଛେଦଟି ପସନ୍ଦ ଆସିଥିବ । ଲେଖାଟି ପସନ୍ଦ ଆସିଲେ ଗୋଟିଏ ଲାଇକ କରନ୍ତୁ ଏବଂ ନିଜ ବନ୍ଧୁ ଓ ପରିବାର ମଧ୍ୟରେ ଶେୟାର କରନ୍ତୁ । ନିଜ ମତାମତ Comment Boxରେ ପ୍ରଦାନ କରନ୍ତୁ ! ଏହିପରି ଲେଖା, ପ୍ରତିଦିନର ଗୁରୁତ୍ୱପୂର୍ଣ୍ଣ ଖବର ପାଇବା ପାଇଁ ଆମେକୁ Follow କରନ୍ତୁ ! ଧନ୍ୟବାଦ ।