ରାତ୍ରରେ ଶୋଇବା ବେଳେ ତକିଆ ତଳେ ଗୋଟିଏ ଟଙ୍କାର ମୁଦ୍ରା ଚୁପଚାପ ରଖି ଦିଅନ୍ତୁ… ସକାଳକୁ ଦେଖନ୍ତୁ ଚମତ୍କାର ।

Spread the love

ଆଜି ଆମେ ଗୋଟିଏ ଏଭଳି ଉପାୟ କହିବାକୁ ଯାଉଛୁ, ଯାହାର ପ୍ରୟୋଗ କରିଲେ ଆପଣଙ୍କ ଭାଗ୍ୟ ବଦଳି ଯିବ । ଏଭଳି ଭାଗ୍ୟ ବଦଳିବ କି, ଆପଣ କେବେ ମଧ୍ୟ ଭାବି ନ ଥିବେ । ଶାସ୍ତ୍ରରେ କୁହାଯାଇଛି କି ପ୍ରଥମ ସୁଖ ନିରୋଗୀ ହୋଇ ରହିବା ଓ ଦ୍ଵିତୀୟ ସୁଖ ଘରେ ମାୟା । ଏହାର ଅନୁସାରେ ଯଦି ଆପଣଙ୍କ ସ୍ୱାସ୍ଥ୍ୟ ଭଲରେ ଅଛି, ତେବେ ଏହା ଆପଣଙ୍କ ପାଇଁ ଲାଭକାରୀ ଅଟେ । କାରଣ ଶରୀର ଦ୍ୱାରା ହିଁ ଆପଣ ସଂସାରର ସବୁ ଉପଭୋଗ କରିପାରିବେ । ଯଦି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ନ ରହିବ; ତେବେ ଆପଣଙ୍କ ପାଖରେ ଯେତେ ଟଙ୍କା ଥିଲେ ମଧ୍ୟ କିଛି ଲାଭ ନାହିଁ । ଧନ ଆମ ଜୀବନରେ ବହୁତ ମହତ୍ତ୍ୱ ରଖିଥାଏ । ଧନ ନ ଥିଲେ ଆମକୁ ସୁଖ ମିଳିପାରି ନ ଥାଏ । ବସ୍ତୁଶାସ୍ତ୍ରରେ ଗୋଟିଏ ଏଭଳି ଉପାୟ କୁହାଯାଇଛି, ଯାହାକୁ ପାଳନ କରି ଆପଣ ମଧ୍ୟ ଧନବାନ ହୋଇ ପାରିବେ । କେବଳ ଧନ ହିଁ ନୁହେଁ; ଏହା ସହିତ ଆପଣଙ୍କ ଶରୀର ମଧ୍ୟ ଭଲ ରହିବା ଦରକାର । ଯଦି ଆପଣଙ୍କ ଘରେ କେହି ରୋଗବ୍ୟାଧିରେ ପୀଡିତ ଥାଏ ଏବଂ କେତେ ଉପାୟ ପ୍ରୟୋଗ କରିଲେ ମଧ୍ୟ ଭଲ ହେଉନାହିଁ ଓ ଘରେ ଅଶୁଭ ଶକ୍ତି ପ୍ରବେଶ କରୁଛି; ତେବେ ଏଥିରୁ ବଞ୍ଚିବା ପାଇଁ ଆମେ ଆଜି ଆପଣଙ୍କୁ ଗୋଟିଏ ଏଭଳି ଉପାୟ କହିବାକୁ ଯାଉଛୁ ଯାହାକି ଆପଣଙ୍କ ଭାଗ୍ୟକୁ ବଦଳେଇ ଦେବ ।

କଣ ଆପଣ କେବେ ଭାବିଛନ୍ତି, ମାତ୍ର ଗୋଟିଏ ଟଙ୍କାର ମୁଦ୍ରା ଆପଣଙ୍କ ଭାଗ୍ୟକୁ ବଦଳେଇ ଦେବ । ଏଥିପାଇଁ ଆପଣଙ୍କୁ କେବଳ ଗୋଟିଏ ଖାସ୍ ଉପାୟ କରିବାର ଅଛି । ତାହା ବି ଶୋଇବା ପୂର୍ବରୁ । ଯଦି ଘରେ କାହାର ଦେହ ଭଲନାହିଁ, ଧନ ସମ୍ପତ୍ତି ସମ୍ବନ୍ଧୀୟ ସମସ୍ୟା ରହୁଛି; ତେବେ ଏହା ସେମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ ।

ଆପଣଙ୍କୁ ଗୋଟିଏ ଟଙ୍କାର ମୁଦ୍ରା ନେବାର ଅଛି ଓ ତାହାକୁ ନିଜ ମୁଣ୍ଡ ଚାରିପଟେ ୭ ଥର ବୁଲେଇବାର ଅଛି । ଏହି ଉପାୟ କରିବା ସମୟରେ ଆପଣଙ୍କୁ କାହା ସହିତ ମଧ୍ୟ କଥା ହେବାର ନାହିଁ । ଗୋଟିଏ ଟଙ୍କାର ମୁଦ୍ରକୁ ୭ ଥର ବୁଲେଇ ଘରେ ଯେଉଁ ବ୍ୟକ୍ତିକୁ ରୋଗ ହୋଇଛି, ତାଙ୍କ ତକିଆ ତଳେ ସେହି ମୁଦ୍ରାକୁ ରଖି ଦିଅନ୍ତୁ । ତାପରେ ସକାଳେ ଉଠି ସେହି ମୁଦ୍ରକୁ କାଢି କୌଣସି ସ୍ମଶାନ ଜାଗାରେ ଫପାଡି ଦେବାର ଅଛି । ଯଦି ଆଖପାଖରେ ସ୍ମଶାନ ନାହିଁ, ତେବେ ଆପଣ ସେହି ମୁଦ୍ରକୁ ଭୂମିରେ ମଧ୍ୟ ପୋତି ପାରିବେ ।

ଏହି ଉପାୟକୁ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ଘରର ସବୁ ନକରାତ୍ମକ ଉର୍ଜ୍ଜା ସମୂଳେ ସମାପ୍ତ ହୋଇଯିବ ଓ ରୋଗରୁ ମୁକ୍ତ ମିଳିଯିବ । କେବଳ ଗୋଟିଏ ଟଙ୍କାର ମୁଦ୍ରା ଆପଣଙ୍କ ଭାଗ୍ୟ ବଦଳେଇ ଦେବ । କିନ୍ତୁ ଗୋଟିଏ କଥା ଧ୍ୟାନ ରଖିବେ କି ଏହି ଉପାୟ କରିବା ସମୟରେ ଆପଣଙ୍କୁ କେହି ଯେପରି ଦେଖି ନ ପାରିବେ । ଏହି ଉପାୟ କରିବା ସମୟରେ ଆପଣ କାହା ସହିତ ମଧ୍ୟ କଥା ହେବେ ନାହିଁ । ଏହି ଉପାୟ କରିବା ଦ୍ୱାରା ଆପଣଙ୍କୁ ଧନ ର ଲାଭ ମଧ୍ୟ ହେବ ।