ରାତିରେ ଶୋଇବା ପୂର୍ବରୁ ଚୁପଚାପ୍ ତକିଆ ତଳେ ରଖିଦିଅନ୍ତୁ ଏହି ଜିନିଷ, ସକାଳୁ ଦେଖିବେ ଏହାର ଚମତ୍କାର

Spread the love

ବନ୍ଧୁଗଣ ଆପଣମାନେ ଜାଣିଥିବେ ରସୁଣ ଆମ ପୃଥିବୀରେ ସବୁଠାରୁ ସ୍ୱାସ୍ଥ୍ୟ ପ୍ରଦ ଭୋଜନ ମଧ୍ୟରୁ ଗୋଟିଏ ଅଟେ । ଏହା କେତେ ଗୁଡିଏ ପଷୋକ ତତ୍ଵ ଦ୍ଵାରା ଭରି ହୋଇ ରହିଥାଏ । ଯାହାକି ଆମକୁ ବହୁତ ଗୁଡିଏ ସ୍ୱାସ୍ଥ୍ୟ ଲାଭ ଦେଇଥାଏ । ତେଣୁ ଆମକୁ ରସୁଣ ସବୁଦିନ ଖାଇବା ଉଚିତ । ସେହିପରି ଆମେ ସମେସ୍ତେ ଜାଣିଛନ୍ତି ରସୁଣ ଆମକୁ ବହୁତ ରୋଗରୁ ବଞ୍ଚାଇ ଥାଏ । ଯେପରି ଲିଭର ରୋଗ ଆହୁରି ମଧ୍ୟ ଅନେକ ରୋଗଠାରୁ ଆମକୁ ସୁରକ୍ଷା ଦେଇଥାଏ । ରସୁଣ ଆମ ରକ୍ତକୁ ସଫା କରିଥାଏ । ଥଣ୍ଡାରୁ ରକ୍ଷା ଦେଇଥାଏ । ବନ୍ଧୁଗଣ କଣ ଆପଣ ଜାଣିଛନ୍ତି ଇଜିପ୍ଟ ବାସୀ ଯେତେବେଳେ ପିରାମିଟର ନିର୍ମାଣ କରୁଥିଲେ ସେତେବେଳେ ସେମାନେ ରସୁଣକୁ କଞ୍ଚାରେ ଚବାଉଥିଲେ ।

ଏହାର ଆଣ୍ଟିବାୟଟିକ ଓ ଔଷଧ ଗୁଣ କାରଣରୁ । ସବୁଠାରୁ ଉପଯୁକ୍ତ ତତ୍ଵ ସେଥିରେ ରହିଥାଏ । ରସୁଣକୁ ଛେଚି ବା ଗୁଣ୍ଡ କରି ଖାଇବା ଦ୍ଵାରା ଏହାର ଶକ୍ତି ଆହୁରି ମଧ୍ୟ ବଢି ଯାଇଥାଏ । ଆଉ ଏହାର ବିପରୀତ ଯେତେବେଳେ ଆପଣ ଏହାକୁ ରୋଷେଇ କରି ଖାଇଥାନ୍ତି ତେବେ ଆପଣ ଏହାର ଗୁଣକୁ ନଷ୍ଟ କରି ଦିଅନ୍ତି । ଟିଇଏନଇଉ ରସୁଣକୁ ଗୁଣ୍ଡା କରି କିମ୍ବା ଛେଚି ତାହାକୁ ୧୫ ମିନିଟ ପର୍ଯ୍ୟନ୍ତ ରଖିଦିଅନ୍ତୁ । ତାପରେ ଏହାକୁ ଖାଇବା ଉଚିତ । ବନ୍ଧୁଗଣ ଆପଣ ଏହାର ବାସନାକୁ ଦୂର କରିବା ପାଇଁ ଏଥିରେ ବନସ୍ଫଟି ତେଲ କିମ୍ବା ଜୁଆଣୀ ମିଶାଇ ମଧ୍ୟ ଖାଇ ପାରିବେ ।

ଏବେ ଚଲାନ୍ତୁ ବନ୍ଧୁଗଣ ଜାଣିବା ଏହାକୁ ତକିଆ ତଳେ କାହିଁକି ରଖିବା ଉଚିତ ?

ବନ୍ଧୁଗଣ ସାଧାରଣତଃ ଆପଣ ଶୁଣିଥିବେ କେତେ ଲୋକ ରସୁଣକୁ ଶୋଇବା ପୂର୍ବରୁ ଭଲ ନିଦ ପାଇଁ ନିଜ ତକିଆ ତଳେ ରଖିଥାନ୍ତି । ଆଉ କେତେ ଲୋକ ସୌଭାଗ୍ୟ ପାଇଁ ନିଜ ପକେଟ ରେ ମଧ୍ୟ ରଖିଥାନ୍ତି । ତେଣୁ ବନ୍ଧୁଗଣ ଏହି କାରଣରୁ ଆପଣଙ୍କୁ ରସୁଣକୁ ପକେଟରେ କିମ୍ବା ତକିଆ ତଳେ ରଖିବା ଉଚିତ । ଏହିପରି କରିବା ଦ୍ଵାରା ଆପଣଙ୍କୁ ଭଲ ନିଦ ମିଳିବ । ଏବଂ ଆପଣଙ୍କ ଚାରିପାର୍ଶ୍ଵରେ ଥିବା ନକରାତ୍ମକ ଶକ୍ତି ଶୀଘ୍ର ଶେଷ ହୋଇଯିବ ।

ତେବେ ବନ୍ଧୁଗଣ ଆଜିର ବିଷୟଟି ଆପଣ ମାନଙ୍କୁ କେମିତି ଲାଗିଲା ନିଶ୍ଚୟ କମେଣ୍ଟ କରି ଜଣାନ୍ତୁ । ଆଉ ଯଦି ବିଷୟଟି ପସନ୍ଦ ଆସିଥିବ ତାହେଲେ ଏହାକୁ ଲାଇକ କରନ୍ତୁ ଏବଂ ସେୟାର କରନ୍ତୁ ।