ରାସ୍ତାରେ ଯିବା ସମୟରେ ଯେତେବେଳେ ଅଚାନକ ଚିରିବାକୁ ଲାଗିଲା ଯୁବତୀଙ୍କ ର କପଡା, କାରଣ ଜାଣି ଆପଣବି ଆଶ୍ଚର୍ଜ୍ୟ ହୋଇଯିବେ ଦେଖନ୍ତୁ ଭିଡ଼ିଓ

Spread the love

ରାସ୍ତାରେ ଚାଲୁଥିବା ସମୟରେ ହଠାତ ଫାଟିବାକୁ ଲାଗିଲା ଝିଅର ପୋଷାକ।କାରଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ଦେଖୁବାକୁ ଗଲେ ଝିଅ ମାନଙ୍କ ପାଇଁ ଆମ ଦେଶର ଆଇନ ବହୁତ ଶକ୍ତ ଅଟେ।ଏମାନଙ୍କ ସୁରକ୍ଷା ପାଇଁ ନିୟମ ତିଆରି ହୋଇଛି ।ହେଲେମଧ୍ୟ ଆମ ଦେଶରେ ହେଉଥିବା ଝିଅ ମାନଙ୍କ ପ୍ରତି ଅତ୍ୟାଚାର କୌଣସି ମଧ୍ୟ କାନୁନ ଅଟକାଇ ପାରିନି।ପ୍ରତେକ ଦିନ କୌଣସି ନା କୌଣସି ଘଟଣା ଆମେ ସବୁଦିନ ଖବର କାଗଜ କିମ୍ବା ଟିଭି ରେ ପଢୁ ଓ ଦେଖୁ।

ଆମ ଦେଶରେ ମହିଳା ମାନଙ୍କ ପ୍ରତି ବଢୁଥିବା ଅତ୍ୟାଚାରକୁ ଅଟକାଇବା ପାଇଁ ଲୋକମାନେ ବହୁତ ଚେଷ୍ଟା କରୁଥିଲେ ମଧ୍ୟ ଆସୁଥିବା ଦିନ ଗୁଡିକରେ ଏହି ଘଟଣା କମ ହେବାର ନାମ ନେଉନାହିଁ କିନ୍ତୁ ବଢ଼ିବାରେ ଲାଗିଛି।ଆସୁଥିବା ଦିନରେ ଗଣ ବଳାତ୍କାର ଏବଂ ଘରୋଇ ହିଂସା ନଜର ଆସୁଛି,କିନ୍ତୁ ଆମେ ଚାହିଁ ମଧ୍ୟ କିଛି କରିପାରୁ ନାହୁଁ।ଆମେ ଏହା ବିରୁଦ୍ଧରେ ଆନ୍ଦୋଳନ କରିବା ଛଡା ଆଉ କିଛି କରିପାରୁ ନାହୁଁ।

ଆଜି କାଲି ଲୋକମାନଙ୍କର ବିଚାର କଣ,ସେମାନେ ଝିଅ ମାନଙ୍କ ଠାରୁ କଣ ଚାହାଁନ୍ତି।ଆମର ଦେଖିବା ଚାହାଣି ଆମର ବିଚାରକୁ ଦର୍ଶାଏ।ବହୁତ ଥର ଆମ ସହିତ ଏମିତି ହେଇଛି ଯେ ଆମ ଆଖି ହିଁ ତାହାକୁ ଅଟେ କଷ୍ଟ ଦେଇଦିଏ ଯେ ସେହି ମଣିଷ ସେହି କଷ୍ଟକୁ ଜୀବନ ସାରା ପର୍ଯ୍ୟନ୍ତ ଭୁଲି ପାରେନା।ଆଜି କାଲି ପୁଅ ମାନେ ଏହି କଥାକୁ ବୁଝିବା ଦରକାର ଯେ ଆମେ ଯେଉଁ ନଜରରେ ଝିଅ ମାନଙ୍କୁ ଦେଖୁଛେ ଯଦି ସେହି ଦୃଷ୍ଟିରେ ସେମାନେ ଆମ ଭଉଣୀକୁ ଦେଖନ୍ତି ତାହାହେଲେ ଆମକୁ କେମିତି ଲାଗିବ।କେତେ ପୁରୁଷ ତା ରାସ୍ତାରେ ଚାଲୁଥିବା ମହିଳା ମାନଙ୍କୁ ଏମିତି ଦେଖନ୍ତି ଯେ ସେମାନେ ଆଖିରେ ହିଁ ସେହି ଝିଅ କୁ ବଳାତ୍କାର କରିଦେବେ।

ଆଜି ଆମେ ଆପଣଂକୁ ଏମିତି ଏକ କାହାଣୀ କହୁଛୁ ଯାହା ଆପଣଙ୍କ ଚାହାଣୀକୁ ନେଇ ଦର୍ଶା ଯାଇଛି।କେବେ ଭାବିଛନ୍ତି ଆପଣଙ୍କ ଦୃଷ୍ଟିକୋଣ କାହାକୁ କେତେ କଷ୍ଟ ଦେଇପାରେ।ଯଦି ଜାଣି ନାହାନ୍ତି ତାହାହେଲେ କେବେ ସମୟ କାଡ଼ି ନିଶ୍ଚୟ ଭାବନ୍ତୁ।ଗୋଟେ ଝିଅର ଜୀବନ ସଫା ବୟାନ କରୁଛି ଯେ ସେ ଏକାକି କିପରି ପୁରା ଦିନ ଏତେ କଠିଣର ବିତାଉ ଥିବ।ଆମ ଆଖି ଆମ ନିୟନ୍ତ୍ରଣରେ ନାହିଁ ଏବଂ ଆମ ମନ ଆମ ନିୟନ୍ତ୍ରଣରେ ନାହିଁ।ଏହାତ ଦେଖିବା ଵାଲା ହିଁ କହିପାରିବ।ଏହାକୁ ଦୃଷ୍ଟିରେ ରଖି ଦୁଇ ବର୍ଷ ପୂର୍ବେ “ଷ୍ଟିପଡ” ନାମକ ଏକ ସୋଟ ଫିଲିମ କରାଯାଇଥିଲା।ଏହି ଭିଡିଓ କୁ ୧୩ଲକ୍ଷ ଲୋକ ଦେଖି ସାରିଛନ୍ତି।ଏହି ଫିଲିମ ଲୋକମାନଙ୍କର ଦୃଷ୍ଟି କୋଣକୁ ନେଇ ଆଧାରିତ।ଯେ କେମିତି ଏକ ଝିଅ କୁ ଲୋକମାନେ ସମାଜରେ ଖରାପ ନଜରରେ ଦେଖନ୍ତି।

ଝିଅ ମାନଙ୍କୁ ଲୋକମାନେ ଏମିତି ଦେଖନ୍ତି ଯେ ନିଜ ଆଖିରେ ହିଁ ସେମାନଙ୍କର କପଡାକୁ ଚିରି ଦେବେ।ଝିଅ ମାନଙ୍କୁ ଯଦି କେହି ଖରାପ ନଜରରେ ଦେଖନ୍ତି ତାହାହେଲେ ଆପଣ କେବେ ଭାବିଛନ୍ତି ଏହି ଦୃଷ୍ଟିକୋଣ ସେମାନଙ୍କୁ କେତେ କଷ୍ଟ ଦିଏ।ଯଦି ଆପଣ ମଧ୍ୟ ଏହି କଷ୍ଟକୁ ଜାଣିବାକୁ ଚାହାନ୍ତି ତାହାହେଲେ ଆପଣ ନିଶ୍ଚୟ ଦେଖନ୍ତୁ।ଏହି ଭିଡ଼ିଓଟି ଆପଣଙ୍କୁ ମନରେ ନିଶ୍ଚୟ ଭାବିବାକୁ ବାଧ୍ୟ କରିଦେବ।ଏହି ଭିଡିଓ ସେହି ଲୋକମାନଙ୍କ ପାଇଁ ଭଲ ଶିକ୍ଷଣୀୟ ଅଟେ ଯେଉଁ ମାନେ କୌଣସି ମଧ୍ୟ ଝିଅ କୁ ଖରପ ଦୃଷ୍ଟିରେ ଦେଖନ୍ତି।