ବାହାଘର ପରେ ଶାଶୁଘରେ ପ୍ରଥମ ଥର ରୋଷେଇ କଲେ ରଞ୍ଜିତା ପାଣିଗ୍ରାହୀ । ଦେଖନ୍ତୁ…

Ranjita

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସୁଟିଂ ସେଟ୍ ରୁ ଜଲ୍ଦି ଫେରି ନିଜ ପରିବାର ଲୋକ ଙ୍କୁ ରୋଷେଇ କରି ଦେଉ ଥିବାର ଦେଖିବା ପାଇଁ ମିଳିଛନ୍ତି ରଞୀତା ପାଣିଗ୍ରାହୀ । ତେବେ ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବେ ଏହି କଥା ଟିକୁ ଜାଣି ଥିବେ କି ଏହି କିଛି ଦିନ ମଧ୍ୟରେ ଓଡିଆ ଅଭିନେତା ରଞ୍ଜିତା ପାଣିଗ୍ରାହୀ ଙ୍କ ବାହାଘର ହେବାକୁ ଯାଉଛି ।

ତାହାଲେ ରଞ୍ଜିତା ପାଣିଗ୍ରାହୀ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଦିର୍ଘଦିନ ଧରି କାମ କରି ଆସୁଛନ୍ତି । ଗୋଟେ ରିଆଲିଟି ସୋ ଜିତିବା ପରେ ସେ ଏବେ ଓଡିଆ ଇଣ୍ଡଷ୍ଟ୍ରୀ ରେ କାମ କରୁ ଥିବାର ନଜର ଆସିଛନ୍ତି । ତାହାଲେ ଗୋଟେ ଗରିବ ପରିବାର ରୁ ଆସିଥିବା ରଞ୍ଜିତା ପାଣିଗ୍ରାହୀ ଏବେ ସାରା ଓଡିଶା ର ଲୋକ ମାନଙ୍କ ମନରେ ଏକ ଅଲଗା ପ୍ରକାରର ସ୍ଥାନ ବନେଇବାରେ ସକ୍ଷମ ହୋଇଛନ୍ତି ।

Ranjita

ତାହାଲେ ଆଗାମୀ କିଛି ଦିନ ଦିନ ମଧ୍ୟରେ ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଯାଉଛନ୍ତି ରଞୀତା ପାଣିଗ୍ରାହୀ । ତେବେ ବର୍ତମାନ ସମୟ ରେ ରଞୀତା ପାଣିଗ୍ରାହୀ ଙ୍କୁ ବର୍ତମାନ ସମୟ ରେ 29 ବର୍ଷ ବୟସ ହୋଇ ସାରିଛି । ତାହାଲେ ରଞୀତା ପାଣିଗ୍ରାହୀ ଆଗାମୀ କିଛି ଦିନ ମଧ୍ୟରେ ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଯାଉଛନ୍ତି ।

ତାଙ୍କର ନିର୍ବନ୍ଧ ସରି ଜାଇଥିବା ବେଳେ ରଞ୍ଜିତା ପାଣିଗ୍ରାହୀ ଏହା ପୂର୍ବରୁ ନିଜ ଘରେ ରୋଷେଇ କାର୍ଯ୍ୟ ସିଖୁ ଥିବାର ନଜର ଆସିଥିବା ବେଳେ ସେ ନିଜର ଶାଶୁ ଘରେ ଜାଇ କେମିତି ଭାବେ ରୋଷେଇ କରିବେ ସେହି ବିଷୟ ରେ ସେ ଏଠାରେ ସଂମ୍ପର୍ଣ୍ଣ ଭାବେ ଜାଣି ନେଉଛନ୍ତି ।

ଏବଂ ଏମିତି ରେ ସେ ନିଜର ଘର ଲୋକଙ୍କୁ ରୋଷେଇ କରି ଦେଉଥିବାର ନଜର ଆଶିଛନ୍ତି । ଜାହାର ଫୋଟ ସେ ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ପୋଷ୍ଟ କରିଥିବାର ଦେଖିବା ପାଇଁ ମିଳିଛନ୍ତି । ତେବେ ଆପଣ ମାନେ ରଞ୍ଜିତା ପାଣିଗ୍ରାହୀ ଙ୍କୁ କେତେ ପରିମାଣ ରେ ପସନ୍ଦ କରନ୍ତି ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *