ରାଣୀ ଭଲ ସ୍ତ୍ରୀ ହେବେ..ମୁଁ ତାଙ୍କୁ ପସନ୍ଦ କରେ । ସବୁ ଖୋଲି କହିଦେଲେ ଅନୁଭବ

rani p

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାନୀପଣ୍ଡା ଙ୍କୁ ନେଇ ମୁହଁ ଖୋଲିଲେ ଅନୁଭବ ମୁଁ ତାଙ୍କୁ ପସନ୍ଦ ଆଉ ସମ୍ମାନ କରେ ତାଙ୍କ ସମାଜ ସେବା ମତେ ଭଲ ଲାଗେ ସେ ଜଣେ ଭଲ ବୋହୁ ଆଉ ସ୍ତ୍ରୀ ହେବେ । ତାଙ୍କ ପାଇଁ ମୋର ବହୁତ ଭଲ ପାଇବା ରହିଛି । ସମୟ ମିଳିଲେ ନିଶ୍ଚିତ ମୁଁ ତାଙ୍କୁ ଦେଖା କରିବି । ଅନୁଭବ ଙ୍କୁ ବିବାହ କରିବା ପାଇଁ ମନ ବଳେଇଛନ୍ତି ବିବାଦିୟ ଅଭିନେତ୍ରୀ ରାନୀପଣ୍ଡା । ଭିନ୍ନ ଭିନ୍ନ ସମୟ ରେ ରାନୀ ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ଗଣମାଧ୍ୟମରେ ନିଜର ମତ ଦେଇଛନ୍ତି ।

ଯଦି ଅନୁଭବ ଇଚ୍ଛା କରନ୍ତି ତେବେ ସେ ନିଶ୍ଚିତ ତାଙ୍କୁ ବିବାହ କରିବେ । ଏମିତି କି ଅନୁଭବ ଙ୍କ ପାରିବାରିକ ବିବାଦ କୁ ନେଇ ମନ୍ତବ୍ୟ ଦେଇଛନ୍ତି ରାନୀପଣ୍ଡା । ଏବେ ରାନୀଙ୍କ ବୟାନ ପରେ ମୁହଁ ଖୋଲିଛନ୍ତି ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି । ଅନୁଭବ କହିଛନ୍ତି । ରାଣୀ ପଣ୍ଡା ଜଣେ ଭଲ ଝିଅ । ଭଲ ବହୁ ଓ ବହୁତ ଭଲ ମା ହେବାର ଗୁଣ ରହିଛି ବୋଲି କହିଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ।

rani pa

ନିଜ ପରିଶ୍ରମିକକୁ ଅନ୍ୟ ମାନଙ୍କୁ ଦେଇ ବହୁତ ଖୁସି ପାଇବାର ଗୁଣ ଅନୁଭବ ମହାନ୍ତି କୁ ଆହୁରି ଅଧିକ ଭଲ ଲାଗେ ବୋଲି କହିଛନ୍ତି । ଆମର ବାଳୁଙ୍ଗା ଟୋକା ଅନୁଭବ ମହାନ୍ତିଙ୍କର ରାଣୀ ପଣ୍ଡାଙ୍କ ସହିତ କେବେ ଦେଖା ହେଇନାହିଁ ସତ ମାତ୍ର ସେ ସୋସିଆଲ ମିଡ଼ିଆ ମାଧ୍ୟମରେ ଯେତିକି ଜାଣିଛନ୍ତି । ସେଥିରୁ ବୁଝି ସେ କହିଛନ୍ତି ଯେ ରାଣୀ ପଣ୍ଡା ଜଣେ ହୃଦୟବାନ ମହିଳା ।

ଅନୁଭବ ମିହାନ୍ତି ରାଣୀ ପଣ୍ଡାଙ୍କୁ ବହୁତ ସାମ୍ନା କରନ୍ତି ବୋଲି କହିଛନ୍ତି । ତାଙ୍କର ଆଗାମୀ ନୂଆ ବର୍ଷ ପ୍ରଭୁ ଜଗନ୍ନାଥ କୃପାରୁ ଭଲରେ କଟୁ ବୋଲି ନିବେଦନ କରିଛନ୍ତି । ଏହା ସହିତ ସୁପରଷ୍ଟାର ଅନୁଭବ ମିହାନ୍ତି ସମୟ ପାଇଲେ ରାଣୀ ପଣ୍ଡାଙ୍କୁ ଦେଖା କରିବେ ବୋଲି ମଧ୍ୟ କଥା ଦେଇଛନ୍ତି । ତାଙ୍କ ପାଇଁ ମୋର ସମ୍ମାନ ଏବଂ ଭଲ ପାଇବା ରହିଛି ଏବଂ ରହିବ ବୋଲି ସେ କହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Prasidhi
Uncategorized

ବଡ଼ ହେଲା ପରେ କିପରି ଦିଶୁଛନ୍ତି ଏହି ଓଡ଼ିଆ ପ୍ରସିଦ୍ଧି ଶିଶୁକଳାକାର ଦେଖନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଚାଇଲ୍ଡ ଅଭିନେତ୍ରୀ ପ୍ରସିଦ୍ଧି ନାୟକ ଙ୍କୁ ତ ଆପଣ ମାନେ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ଓଲିଉଡ ରେ ଅଭିନୟ କରି ଆସୁଛନ୍ତି ପ୍ରସିଦ୍ଧି । ତାହାଲେ ସେ ଓଡିଆ ସିନେମା ସହିତ ଓଡିଆ ସିରିଏଲ ରେ ବି ଅଭିନୟ କରିଛନ୍ତି । ମାତ୍ର 6 ବର୍ଷ ବୟସ ରୁ ହିଁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ […]

ଅଧିକ ପଢ
Kalia Yojana
Uncategorized

ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କିଛି […]

ଅଧିକ ପଢ
Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ