‘ରାଣୀ ପଣ୍ଡାର ପାଟି ଟା ଖରାପ କିନ୍ତୁ ରାଣୀ ଓ ଅନୁଭବଙ୍କ ହୃଦୟ ବହୁତ ଭଲ, ସେମାନେ ଯଦି ଏକାଠି ହୁଅନ୍ତି …’: Boby Mishra

Boby Mishra

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ ଦୁଇ ଦିନ ହେବ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ଓ କେନ୍ଦ୍ରପଡା ସାଂସଦ ଅନୁଭବ ମହାନ୍ତି ସାରା ଓଡିଶାରେ ଚର୍ଚ୍ଚାରେ ରହିଛନ୍ତି । ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ରାଣୀ ପଣ୍ଡା ପୁଣି ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ସେ ଅନୁଭବଙ୍କ ସହ ବିବାହ କରିବାକୁ ପ୍ରସ୍ତାବ ଦେଇଛନ୍ତି । ଅନୁଭବଙ୍କ ଜନ୍ମ ଦିନ ଅବସରରେ ଅନୁଭବ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ପୋଷ୍ଟ କରି କହିଥିଲେ ଯେଉଁ ଦିନ ମୋର ଡିଭୋର୍ସ ହେବ ସେଦିନ ମୁଁ ଏକ ନୂଆ ଜନ୍ମ ପାଇବି ।

ଏହା ଦେଖିବା ପରେ ରାଣୀ ମଧ୍ୟ ସୋସିଆଲ ମିଡିଆରେ ଏକ ଭିଡିଓ ଅପଲୋଡ କରିଥିଲେ । ସେ ଅନୁଭବଙ୍କୁ ଜନ୍ମ ଦିନ ନିମନ୍ତେ ସୁବେଛା ଜଣାଇବା ସହ ବାହା ହେବା ପାଇଁ ପ୍ରସ୍ତାବ ଦେଇଥିଲେ । ସେବେଠାରୁ ଓଡିଶାରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ବନ୍ଧୁଗଣ ଏହି ମଧ୍ୟରେ ଓଡିଆ ଅଭିନେତା ବବି ମିଶ୍ର ଗଣମାଧ୍ୟମ ସାମ୍ନାକୁ ଆସି ଏକ ବଡ ବୟାନ ଦେଇଛନ୍ତି ।

babi

ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ସେ କହିଛନ୍ତି ରାଣୀ ପଣ୍ଡା ନାଁରେ ବହୁତ ବିବାଦ ରହିଛି । ଫିଲ୍ମ ଲାଇନ ଠାରୁ ଆରମ୍ଭ କରି ସବୁ ଜାଗାରେ ରାଣୀ ପଣ୍ଡାର ବିବାଦ ଅଛି । ରାଣୀ ପଣ୍ଡା କାହାକୁ ବାହା ହେବ ଅନୁଭବ କାହାକୁ ବାହା ହେବ ମୁଁ ଜାଣିନି ହେଲେ ଦୁଇଜଣ ବହୁତ ସ୍ୱଚ୍ଛ ମଣିଷ ଅଟନ୍ତି ।

ଅନୁଭବ ବି ଭଲ ପିଲା ଟିଏ ରାଣୀ ପଣ୍ଡାର ସିନା ମୁହଁ ଖରାପ ହେଲେ ହୃଦୟ ଟା ବହୁତ ଭଲ । ଆଉ ବବି ଯେଉଁ ଭଳି ଢଙ୍ଗରେ ରାଣୀଙ୍କ ପ୍ରଶଂସା କରିଛନ୍ତି ତାହା ତ ଆପଣ ମାନେ ଦେଖି ପାରୁଥିବେ ଏହି ଭିଡ଼ିଓ ରେ ବନ୍ଧୁଗଣ । ତେବେ ଏହି ମନ୍ତବ୍ୟ ଉପରେ ଲୋକ ମାନେ ବହୁତ ପ୍ରକାରର ନିଜର ମନ୍ତବ୍ୟ ଦେଇଥିବାର ମଧ୍ୟ ଦେଖିବା ପାଇଁ ମିଳିଛନ୍ତି । ଆପଣ ମାନେ ଏହି ଭିଡ଼ିଓ ଉପରେ ନିଜର କଣ ମନ୍ତବ୍ୟ ଦେବେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ