ଜେଲେ ଗଲେ ରାଣୀ ପଣ୍ଡା । କାର ଧକା କରି ମାରି-ଦେ-ଲେ ଯୁବକକୁ

Rani Panda jail

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାନୀପଣ୍ଡା ବସି ଥିବା କାର ଧକ୍କାରେ ଜଣଙ୍କର ମୃ-ତ୍ୟୁ ହୋଇଛି । ଗତ ରାତି ରେ ଏକ ବାଇକ ସହିତ ତାଙ୍କର କାର ଧକ୍କା ହୋଇଥିଲା ଏହିଥିରେ ବାଇକ ଚାଳକ ସୁକାନ୍ତ ବେହେରା ଗୁରୁତ୍ୱର ଭାବେ ଆହାତ ହୋଇଥିଲେ । ପରେ ଡାକ୍ତର ତାଙ୍କୁ ମୃ-ତ ଘୋଷଣା କରିଥିବା ଆଠଗଡ ଆଇ ଆଇସି ସୂଚନା ଦେଇଛନ୍ତି । କଟକ ଜିଲ୍ଲା ଆଠଗଡ ବ୍ଲକ୍ ଡାଳଖାଇ ଛକ ନିକଟ ରେ ଘଟିଥିଲା ଏବଂ ମର୍ମାହନ୍ତ ସଡକ ଦୂର୍ଘଟଣା ।

ତେବେ ଏହି ଦୂର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ଏବଂ ଆଠଗଡ ପୋଲିସ ପହଁଚି ଲୋକ ମାନଙ୍କୁ ବୁଝା ସୁଝା କରିଥିଲା । ଯାତ୍ରା ଅଭିନେତ୍ରୀ ରାନୀପଣ୍ଡା ଙ୍କୁ ଅଟକ ରଖି ପରେ ଛାଡି ଦେଇଥିବାର ସୂଚନା ମିଳିଛି । ତେବେ ଏହି ନେଇ କୈଣସି ପ୍ରତିକ୍ରିୟା ରାନୀପଣ୍ଡା ଙ୍କ ଠାରୁ ମିଳି ପାରି ନାହିଁ ।

car

ତେବେ ସଂମ୍ପର୍ଣ୍ଣ ସୂଚନା ଅନୁସାରେ ରାନୀପଣ୍ଡା ଗତ କାଲି ଏକ ବାହାଘର ଭୋଜିର କାର୍ଯ୍ୟକ୍ରମ ରେ ଯୋଗ ଦେଇ ଫେରୁଥିଲେ ଏବଂ ଆଠଗଡ ଯେଉଁ ମୁଣ୍ଡଳୀ ରାସ୍ତାର ଡାଳଖାଇ ମନ୍ଦିର ନିକଟ ରେ ତାଙ୍କର ଗାଡିଟି ଦୂର୍ଘଟଣା ଗ୍ରସ୍ଥ ହୋଇଥିଲା । ଏବଂ ଯେଉଁଥିରେ ସେ ହ୍ୟୁଣ୍ଡାଇ ଭେନ୍ୟୁ କାରଟି ଧରି ସେ ଆସୁଥିବା ବେଳେ ଏକ ବାଇକ ଆରୋହୀ ଙ୍କୁ ସିଧା ସଳଖ ମାଡ କରିଥିଲେ । ଏବଂ ଦୂର୍ଘଟଣା ଏବେ ଜୋର ଥିଲା ଯେ ବାଇକ ଆରୋହୀ ଜଣଙ୍କ ଛିଟିକି କରି ତାଙ୍କ କାର ଉପରେ ପଡିଥିଲେ ।

ତେବେ ଘଟଣା ସ୍ଥଳରେ ସେହି ବାଇକ ଆରୋହୀ ସ୍ଥାନିୟ ଲୋକ ହୋଇଥିବା ଯୋଗୁଁ ଉତ୍ତେଜନା ଦେଖା ଜାଇଥିଲା । ଏବଂ ପାଖା ପାଖି 1 ଘଣ୍ଟା ଧରି ରାନୀପଣ୍ଡାଙ୍କୁ ସ୍ଥାନିୟ ଲୋକ ମାନେ ଘେରଉ କରି ରଖିଥିବା ବେଳେ ତାଙ୍କର ଗାଡି କୁ ମୋଟେ ବି ଛାଡି ନଥିଲେ । ଏବଂ ପରେ ବାଇକ ଆରୋହୀ କୁ ଗୁରୁତ୍ୱର ଅବସ୍ଥା ରେ କଟକ ସ୍ଥାନାନ୍ତର କରାଜାଇ ଥିବା ବେଳେ ସ୍ଥାନିୟ ଲୋକ ମାନେ ବୁଝିବା ପାଇଁ ନାରାଜ ଥିବା ହେତୁ ଶେଷରେ ପୋଲିସ ଗାଡି ମଧ୍ୟରେ ରାନୀପଣ୍ଡାଙ୍କୁ ବସିବାକୁ ପଡିଥିଲା ।

rani 1

ତେବେ ଯେଉଁ ଯୁବକ ଜଣଙ୍କୁ କଟକ ସ୍ଥାନାନ୍ତର କରାଜାଇଥିଲା ସେଠାରେ ତାଙ୍କର ମୃ-ତ୍ୟୁ ଘଟିଛି । ତେବେ ବର୍ତମାନ ସମୟ ରେ ଏହି ଦୂର୍ଘଟଣା ରେ କାହାର ଭୁଲ ଜଣା ପଡିନଥିବା ବେଳେ ବର୍ତମାନ ସମୟ ରେ ରାନୀପଣ୍ଡା ଙ୍କ ଡ୍ରାଇଭର ଙ୍କୁ ପୋଲିସ ଅଟକ ରଖିଛି । ଏବଂ ଦୁଇଟି ଗାଡି କୁ ଜବଦ କରିଛି ପୋଲିସ ଏବଂ ଏହାକୁ ନେଇ ଆଗାମୀ ସମୟ ରେ ସଂମ୍ପର୍ଣ୍ଣ ଇନଭେଷ୍ଟିକେସନ କରିବ ବୋଲି ଜାହା ସୂଚନା ଦେଇଛନ୍ତି ଆଠଗଡ ପୋଲିସ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *