ସେଦିନ ଦୁର୍ଘଟଣାକୁ ନେଇ ସବୁ ସତ କହିଲେ ରାଣୀପଣ୍ଡା !

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏବେ ରାନୀପଣ୍ଡାଙ୍କୁ ନେଇ ଚାରିଆଡେ ଚର୍ଚ୍ଚା ତେବେ ଆପଣ ମାନେ ତ ବହୁତ ଭଲ ଭାବେ ଜାଣିଥିବେ ଗତ ଦୁଇ ଦିନ ତଳେ ରାନୀପଣ୍ଡା ଘରକୁ ଫେରୁଥିବା ବେଳେ ବଟରେ ଜଣେ ଯୁବକ ଙ୍କ ସହିତ ତାଙ୍କର ଦୂର୍ଘଟଣା ହୋଇଥିଲା । ଏବଂ ଏହି ଦୂର୍ଘଟଣା ରେ ଯୁବକ ଜଣଙ୍କ ମୃ-ତ୍ୟୁ ବରଣ କରିଥିଲେ । ତେବେ ଯୁବକ ଜଣଙ୍କ ମୃ-ତ୍ୟୁ ପରେ ସାରା ଓଡିଶା ବାସୀ ରାନୀପଣ୍ଡା ଙ୍କୁ ଦୋଶୀ ସାବ୍ୟସ୍ତ କରିଥିଲେ ।

ଏବଂ ରାନୀ ପଣ୍ଡା ଙ୍କ ଯୋଗେ ଏହି ଆକ୍ସିଡେଣ୍ଟ ହୋଇଛି ବୋଲି ସମସ୍ତେ ରାନୀପଣ୍ଡାଙ୍କୁ କହିଥିଲେ । ତେବେ ଏହାକୁ ନେଇ ରାନୀପଣ୍ଡା ଏକ ଭିଡ଼ିଓ ରେ ଭୋ ଭୋ କାନ୍ଦିଛନ୍ତି । ଏବଂ ସେଦିନ ରାତିର ସତ ବଖାଣିଲେ । ଭୋଜି ଖାଇ ଫେରିଲା ବେଳେ ତାଙ୍କ ଗାଡିରେ ଆଖି ତାଙ୍କର ଲାଗି ଯାଇଥିଲା ସତ । ହେଲେ ଏହାର ମାନେ ଏହା ନୁହେଁ କି ସେହି ଦୁର୍ଘଟଣା ପାଇଁ ଦାୟୀ ।

Rani Panda

ଯେଉଁଲୋକେ କହୁଛନ୍ତି ରାଣୀ ପଣ୍ଡା ରୋଲ କରୁଛନ୍ତି । ସେଇ ଲୋକମାନଙ୍କ ପାଇଁ ସେ ଲାଇଭ୍‌ ଆସିଛନ୍ତି ବୋଲି କହୁଛନ୍ତି । ରାଣୀଙ୍କ ଆଖୁର ଲୁହ ବୋଲ ମାନୁନି । ପୂର୍ବରୁ ରୁବାବ ଝାଡୁଥିବା ରାନୀପଣ୍ଡା ଏହି ଭିଡିଓରେ ଏକଦମ୍‌ ଦୁର୍ବଳ ମନେ ହେଉଛନ୍ତି । ଅନେକ ଗଣମାଧ୍ୟମର କଟାକ୍ଷ, ସୋସିଆଲ ମିଡିଆରେ ବୁଲୁଥିବା ତାଙ୍କ ଦୁର୍ଘଟଣାବେଳର ଫଟୋ ଏବେ ତାଙ୍କୁ ଭାରି ବାଧୁଛି ।

ରାନୀ କହୁଛନ୍ତି ଦୁର୍ଘଟଣା ପରେ ସେ ପ୍ରଥମେ କିଛି ଜାଣିପାରି ନଥିଲେ । ପରେ ବହାରକୁ ଯାଇ ସମସ୍ତଙ୍କୁ ଫୋନ କରି ଜଣ ଜଣଙ୍କୁ ଡାକିବାକୁ ଚଷ୍ଟା କରୁଥିଲେ । ଏବଂ ପରେ ସେହି ଫୋନ ଲଗଉଥିବା ସମୟ ର ଫୋଟକୁ ଉଠେଇ ଲୋକ ମାନେ କହିଛନ୍ତି ଯେ ସେ କୁଆଡେ ଫୋଟ ଉଠଉଥିଲି ।

ଆଉ ସେ କୁଆଡେ ସେହି ଦିନର ଭୋଜିରେ ମଦ ପିଇଥିଲେ ବୋଲି କହୁଛନ୍ତି । ତେବେ ଏହି ସବୁ ବେଳେ ରନୀପଣ୍ଡା ସେହି ଦିନର ଘଟଣା କୁ ସଂମ୍ପର୍ଣ୍ଣ ଭାବେ ବଖାଣୀ ଥିବାର ଏହି ଲାଇଭ ଭିଡ଼ିଓ ରେ ନଜର ଆସିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ