ନିଜ କଷ୍ଟ ଅର୍ଜିତ ଧନରେ କିଣିଥିବା କାରର ଏପରି ଅବସ୍ଥା ଦେଖି କାନ୍ଦୁଛନ୍ତି ରାଣୀ ପଣ୍ଡା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଦୂର୍ଘଟଣା ପରେ ନିଜ କାର ର ଅବସ୍ଥା ଏବେ କେମିତି ରହିଛି ତାହାକୁ ଦେଖି ଏବେ କାନ୍ଧୁଛନ୍ତି ରାନୀପଣ୍ଡା । ତେବେ ରାନୀପଣ୍ଡା ନିଜେ ଜାଣିଛନ୍ତି ଏହି କାରଟିକୁ କିଣିବା ପାଇଁ ସେ କେତେ ପରିଶ୍ରମ କରିଛନ୍ତି । ରାତି ଦିନ ସେ ଗୋଟିଏ କରିଦେଇଥିଲେ ହାଡ ଭଙ୍ଗା ପରିଶ୍ରମ କରି ସେ ଏହି କାରଟିକୁ କିଣିଥିଲେ । ତାଙ୍କର ଏହି କାର ଉପରେ କାହାର ଏମିତି ଖରାପ ନଜର ଲାଗିଗଲା ଯେଉଁଥି ପାଇଁ ଏହି ପରି ଏକ ଦୂର୍ଘଟଣା ହେଲା ଯେଉଁଥିରେ ସୁକାନ୍ତ ଙ୍କ ଜିବନ ଚାଲିଗଲା । ଆଉ ଗୋଟିଏ କାର ସଂମ୍ପର୍ଣ୍ଣ ଭାବେ ଚୁରମାର ହୋଇଗଲା ।

ତେବେ ନିଜର ସ୍ୱପ୍ୱର କାର କିଣିଥିବା ରାନୀପଣ୍ଡା ନିଜ କାରକୁ ଦେଖି କାନ୍ଦି ପକେଇଛନ୍ତି । ଯେଉଁଦିନ ଦୂର୍ଘଟଣା ଘଟିଲା ସେହି ଦିନ ଯେହେତୁ ସୁକାନ୍ତ ଙ୍କ ଜିବନ ଚାଲିଜାଇଛି । ସେହିଥି ପାଇଁ ବ୍ୟସ୍ତତା ମଧ୍ୟରେ ନିଜର କାର କଥା ଭୁଲି ଜାଇଥିଲେ ରାନୀପଣ୍ଡା । କେବଳ ସୁକାନ୍ତ ଙ୍କ ଜିବନ ଚାଲିଗଲା ତାଙ୍କର ପରିବାର ଙ୍କ ଦୁଖଃ କଷ୍ଟ କଥା ଭାବୁଥିଲେ ରାନୀପଣ୍ଡା । ହେଲେ ଏବେ ସମୟ ମିଳିବାରୁ ନିଜର ସ୍ୱପ୍ନର କାର ବିଷୟ ରେ ଭାବିଲେ ରାନୀପଣ୍ଡା ।

car

ତେବେ ଏହି କାରକୁ ସେ କିଣିବା ପାଇଁ ସେ ରାତି ଦିନ ଷ୍ଟେଜ୍ ଉପରେ ଚଢି ଦିନ ରାତି ଡେନ୍ସ କରି ଟଙ୍କା ରୋଜଗାର କରିଥିଲେ । ଆଉ ସେହି ପରିଶ୍ରମ ଏବଂ ଝାଳ ବୁହା ଧନରେ କିଣିଥିଲେ ଏହି ସୁନ୍ଦର କାରଟିକୁ । ଯେଉଁ କାର ଟି ଏବେ ଦୀର୍ଘଟଣା ରେ ସଂମ୍ପର୍ଣ୍ଣ ଚୁରମାର ହୋଇଜାଇଛି । ତେବେ ରାନୀପଣ୍ଡା ଯେତେ ବେଳେ ଏହି କାରଟି କିଣିଥିଲେ ସେତେ ବେଳଠୁ ଲୋକ ମାନେ କୁଆଡେ ତାଙ୍କୁ ବହୁତ ଇର୍ସା କରୁଥିଲେ ।

ରାନୀପଣ୍ଡା ଦିନକୁ ଦିନ ଏହିପରି ସଫଳତା ହାସଲ କରୁଛନ୍ତି ସେହି କଥା କୁଆଡେ ସେମାନଙ୍କ ଦେହରେ ଯାଉ ନଥିଲା । ଆଉ ସେହିଥି ପାଇଁ ତ ରାନୀପଣ୍ଡା ନିଜର ଗୋଟିଏ ଷ୍ଟଟସ ରେ ଲେଖିଛନ୍ତି ସେହି ଗାଡି ଉପରେ ସେମାନଙ୍କର କୁଆଡେ ଖରାପ ନଜର ଥିଲା । ଆଉ ଯେଉଁଥି ପାଇଁ ଏହି ପରି କିଛି ଦୁଖଃଦ ଘଟଣା ଘଟିଗଲା । ଯେଉଁଥିରେ ସୁକାନ୍ତ ଙ୍କ ପରି ଗୋଟେ ଯୁବକ ଙ୍କ ଜିବନ ଚାଲିଗଲା ।

st

ତେବେ ସୁକାନ୍ତ ଙ୍କ ପରିବାର ଲୋକଙ୍କୁ ଆଜି ନୁହେଁ ବରଂ ସବୁ ଦିନ ପାଇଁ ସେ ସୁକାନ୍ତ ଙ୍କ ପରିବାର କୁ ସାହାଯ୍ୟ କରିବେ ବୋଲି କହିଛନ୍ତି । ହେଲେ ତାଙ୍କର ସ୍ୱପ୍ନର କାରଟି ବର୍ତମାନ ସମୟ ରେ ଭାଙ୍ଗି ଚୁରମାର ହୋଇଜାଇଛି । ଆଉ ସେ ବର୍ତମାନ ସମୟ ରେ ଯେତେ ବେଳେ ଦେଖୁଛନ୍ତି ତାଙ୍କୁ ବହୁତ କଷ୍ଟ ହେଉଛି କି ଏହି କାରଟି କୁ ସେ କେତେ କଷ୍ଟରେ କିଣିଥିଲେ ବୋଲି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *