ଅନୁଭବ ମହାନ୍ତିଙ୍କ ପିଲାର ଭଲ ମାଆ ହୋଇପାରିବେ ରାନୀ ପଣ୍ଡା

Rani Panda

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଣୀ ପଣ୍ଡାଙ୍କର ଗୋଟିଏ ପରେ ଗୋଟିଏ ବାଇଟ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କେତେବେଳେ ସେ କହୁଛନ୍ତି ଅନୁଭବକୁ ବାହା ହେବେ ଆଉ ସବୁତକ ଖୁସି ତାଙ୍କ ପାଦ ତଳେ ଅଜାଡି ଦେବେ । ଆଉ କେତେବେଳେ କହୁଛନ୍ତି ତାଙ୍କ ଜନ୍ମଦିନ ଏମିତି ସେଲିବ୍ରେସନ କରିବେ ଯେମିତି ସବୁ ଖୁସି ତାଙ୍କୁ ମଧ୍ୟ ଦେବେ ।

ଆହୁରି ମଧ୍ୟ ସେ କହୁଛନ୍ତି ତାଙ୍କୁ ଯଦି ସେ ବାହା ହେବେ କଟକ ବାଲିଯାତ୍ରା ପଡିଆ ବୁକ୍ କରିକି ତାଙ୍କୁ ବିବାହ କରିବେ । ରାଣୀ ପଣ୍ଡା ଆହୁରି ମଧ୍ୟ କହୁଛନ୍ତି ଯଦି ଅନୁଭବକୁ ମୁଁ ବାହା ହେବି ତାଙ୍କ ବାପା ମାଁଙ୍କ ର ଭଲ ସେବା ମଧ୍ୟ କରିବି ଆଉ ତାଙ୍କ ଘରକୁ ପୁରା ସଜାଡ଼ି ଦେବି । ଆଉ ମଧ୍ୟ ଗୋଟିଏ କଥା କହିଛନ୍ତି ଯେଉଁଥିରେ କହିଛନ୍ତି କି ମୁଁ ତାଙ୍କ ଅନୁଭବଙ୍କ ପିଲାର ମାଁ ମଧ୍ୟ ହୋଇପାରିବି । ଆଉ ଅନୁଭବ ତାର ବାପା ମଧ୍ୟ ହୋଇପାରିବେ ।

rani p

ଏହିଭିଳି ରାଣୀ ପଣ୍ଡାଙ୍କ ଭିଡିଓ ସୋସିଆଲ ମିଡିଆରେ ଘୋରି ବୁଲୁଛି । ଆଉ ସେପଟେ ଅନୁଭବ ମଧ୍ୟ ରାଣୀ ପଣ୍ଡାଙ୍କୁ ପ୍ରଶଂସା କରିବାକୁ ଲାଗିଛନ୍ତି । ଉଭୟ ଉଭୟଙ୍କୁ ପ୍ରଶଂସା ରେ ପୋତି ଦେଉଛନ୍ତି । ରାଣୀ ପଣ୍ଡା ଅନୁଭବଙ୍କୁ ଯେତେ ପ୍ରଶଂସା କରୁଛନ୍ତି ସେପଟେ ଅନୁଭବ ମହାନ୍ତି ମଧ୍ୟ ରାଣୀ ପଣ୍ଡାଙ୍କୁ ବହୁତ ବଲ ପ୍ରଶଂସା କରୁଛନ୍ତି ଆଉ ମଧ୍ୟ ସେ କହୁଛନ୍ତି ସେ ଭଲ ସମାଜସେବୀ , ସେ ଗରିବକୁ ସାହାର୍ଯ୍ୟ କରୁଛନ୍ତି ।

ଆଉ ଯେତେବେଳେ ଅସୁବିଧାରେ ଲୋକମାନେ ଥିବେ ତାଙ୍କୁ ମଧ୍ୟ ସାହାର୍ଯ୍ୟ କରୁଛନ୍ତି । ତାଙ୍କର ଯେତିକି ରୋଜଗାର ହଉଛି ତାଙ୍କର ଅଧା ଟଙ୍କା ସେ ଲୋକଙ୍କ ପାଖରେ ସାରି ଦେଉଛନ୍ତି । ଏହିଭଳି ଦୁଇ ଜଣକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଲାପରେ ଲୋକମାନେ ମଧ୍ୟ ବିଭିନ୍ନ ପ୍ରକାର ମତ ପ୍ରକାଶ କରିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *