ଲାଇଭ ଆସି ଏମିତି କଣ କହିଦେଲେ ରାନୀ ପଣ୍ଡା । ଲାଇଭ ରେ ସବୁ ଖୋଲିଦେଲ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର କଥା ଆଜିର ଟପିକ୍ ଟିକେ କଣ ସଂମ୍ପର୍ଣ୍ଣ ହାର୍ଡ ଯେଉଁ ମାନଙ୍କୁ ସୁଣିିବା ପାଇଁ ଇଚ୍ଛା ସୁଣିବେ ଯେଉଁ ମାନଙ୍କୁ ସୁଣିବା ପାଇଁ ଇଚ୍ଛା ନୁହେଁ ସେମାନେ କାନରେ ବିଣ୍ଡା ଲଗେଇ ଦେବେ । ହେଲୋ , ହାଇ , ନମସ୍କାର , ମୁଁ ଆପଣ ମାନଙ୍କର ବିବାଦିୟ ଅଭିନେତ୍ରୀ ରାନୀ ପଣ୍ଡା । ଲାଇଭ ଆସିଲି ଆଜିର ଟପିକ୍ ଆଜିର କଥା ଟିକେ କଣ ସଂମ୍ପର୍ଣ୍ଣ ହାର୍ଡ । ଯେଉଁ ମାନଙ୍କୁ ସୁଣିବା ପାଇଁ ଇଚ୍ଛା ସୁଣିବେ ଯେଉଁ ମାନଙ୍କୁ ସୁଣିବା ପାଇଁ ଇଚ୍ଛା ନୁହେଁ ସେମାନେ କାନରେ ବିଣ୍ଡା ଲଗେଇ ଦେବେ ।

ତେବେ ମୁଁ ଏଠାରେ ବହୁତ କଥା କହିବି ସୁଣିବା ପାଇଁ ସମସ୍ତଙ୍କର ଧର୍ଯ୍ୟ ଥିବା ଦରକାର । ସେମିତି ରେ ଆଜିର ଦିନ ରେ ମଧ୍ୟ ରେ ରାନୀପଣ୍ଡା ସେମିତି ଏକ କୋଣ୍ଟ୍ରଭର୍ସି ରେ ପଡିଥିବାର ଦେଖିବା ପାଇଁ ମିଳିଥିଲେ । ତେବେ ଆଜିର ଦିନରେ ରାନୀପଣ୍ଡା ଙ୍କୁ ଦର୍ଶକ ମାନେ ଦେଖିବା ପାଇଁ ବହୁତ ପସନ୍ଦ କରିଥାନ୍ତି । ସେମିତି ରେ କିଛି ଦିନ ତଳେ ରାନୀପଣ୍ଡା ଙ୍କ କିଛି ଫୋଟ ସୋସିଆଲ ମିଡିଆ ରେ ଭାଇରଲ ହୋଇଥିବାର ଦେଖିବା ପାଇଁ ମିଳିଥିଲା ।

rani p

ଯେଉଁ ଥିରେ ରାନୀପଣ୍ଡା ବିବାହ କରି ସାରିଥିବା ଭଳି ଗେଟପ୍ ନେଇଥିବାର ଦେଖିବା ପାଇଁ ମିଳୁଛି । ତେବେ ଏହି ଫୋଟ କୁ ନେଇ କିଛି ମିଡିଆ ରିପୋର୍ଟର ଭାଇ ମାନେ ରାନୀପଣ୍ଡା ବିବାହ କରିଛନ୍ତି ବୋଲି କୋଣ୍ଟ୍ରୋଭର୍ସି ଛିଡା କରିଥିବା ବେଳେ ଆଜିର ଦିନ ରେ ରାନୀପଣ୍ଡା ନିଜେ ଏହା ଉପରେ ଇୟୁଜର ମାନଙ୍କ ସହିତ ବା ତାଙ୍କର ଫ୍ୟାନ ମାନଙ୍କ ସହିତ କଥା ହେବା ପାଇଁ ଲାଇଭ ଆସି ଥିବାର ଦେଖିବା ପାଇଁ ମିଳିଥିଲେ ।

ତେବେ ଏମିତି ରେ କିଛି ଫେନ୍ସ ମାନେ ତାଙ୍କୁ ଭଲ କମେଣ୍ଟ ଦେଇଥିବା ବେଳେ ଆଉ କିଛି ଇୟୁଜର ମାନେ ରାନୀପଣ୍ଡା ଙ୍କୁ ଖରାପ କମେଣ୍ଟ ଦେଇଥିବାର ଦେଖିବା ପାଇଁ ମିଳିଥିଲେ ଜାହାର ଉତ୍ତର ସେ ଦେଇଥିବାର ଦେଖିବା ପାଇଁ ମିଳିଥିଲେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *