ଯାତ୍ରା ମଞ୍ଚରେ ରାନୀ ମାଗିଲେ ଭିକ ,କାନ୍ଦିପକେଇଲେ ଲୋକ |

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ୱର ହୋଇ ପଡିଛି । ତାଙ୍କୁ ଦୁଇ ଦିନ ତଳେ ଭୁବନେଶ୍ୱର ର ଏକ ଘୋରଇ ହସ୍ପିଟାଲ ରେ ଚିକିତ୍ସା କରାଯାଉଛି । ହଠାତ କିଛି ଦିନ ହେଲା ସେ ଗୋଟିଏ ଘୋରଇ ହସ୍ପିଟାଲ ରେ ଟ୍ରିଟ ମେଣ୍ଟ ହୋଇ ଆସିଥିଲେ । ହେଲେ ଆଜି ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଂଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ଭୁବନେଶ୍ୱର ରୁ ଦିଲ୍ଲୀ ନିଆଯିବ ବୋଲି ସୂଚନା ରହିଛି ।

ହଁ ବନ୍ଧୁଗଣ ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ଦିଲ୍ଲୀ ନେବା ପାଇଁ ଡାକ୍ତର ମାନେ ପରାମର୍ଶ ଦେଇଛନ୍ତି । ଆଉ ସେ ପଟେ ଅର୍ଥ ସାଜିଛି ବାଧକ । ସେପଟେ ଚିକିତ୍ସା ଅଭାବ ରୁ ପିଣ୍ଟୁ ନନ୍ଦ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଉଥିବା ବେଳେ ତାଙ୍କର ଚିକିତ୍ସା ପାଇଁ ପାଖା ପାଖି ଅଧ କୋଟି ଟଙ୍କା ଆବଶ୍ୟକ ଅଟେ । ଯାହାକୁ ନେଇ ଏବେ ସୋସିଆଲ ମିଡିଆ ରେ କେମ୍ପେନିଂ ବି ହେଉଥିବାର ଦେଖିବା ପାଇଁ ମିଳିଛି ।

rani 3

ତେବେ ବନ୍ଧୁଗଣ ଆପଣ ମାନେ ବି ଜାଣିଥିବେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ ବହୁତ ବର୍ଷରୁ ଓଲିଉଡ ରେ ସକ୍ରିୟ ରହିଛନ୍ତି । ଦର୍ଶକ ମାନେ ପିଣ୍ଟୁ ନନ୍ଦ ଙ୍କୁ କେତେ ବେଳେ ଖଳନାୟକ ତ ଆଉ କେତେ ବେଳେ ସହ ନାୟକ ପୁଣି କେତେ ବେଳେ କମେଡିଆନ ଚରିତ୍ର ରେ ଦେଖିଛନ୍ତି । ତେବେ ବର୍ତମାନ ସମୟ ରେ ତାଙ୍କର ଚିକିତ୍ସା ଲାଗି ବିଭିନ୍ନ ସହ କଳାକାର ମାନେ ଆର୍ଥିକ ସହାୟତା ଲାଗି ଏକ ଜୋଟ ହୋଇଥିବା ବେଳେ ଆପଣ ମାନଙ୍କ ପ୍ରିୟ କଳାକାର ରାନୀ ପ୍ରିୟ ଦର୍ଶନୀ ମଧ୍ୟ ବାଦ ପଡି ନାହାଁନ୍ତି । ଯିଏକି ପିଣ୍ଟୁ ନନ୍ଦ ଙ୍କୁ ସାହାଯ୍ୟ କରି ଥିବାର ଦେଖିବା ପାଇଁ ମିଳିଛନ୍ତି ।

ତେବେ ରାନୀ ଙ୍କ କହିବା କଥା କି ସେ ପିଣ୍ଟୁ ଭାଇ ଙ୍କ ପାଇଁ ବହୁତ ଦୁଃଖିତ ଏବଂ ଏହାକୁ ନେଇ ଯେତେ ବେଳେ ସେ ଯାତ୍ରା ଷ୍ଟେଜ୍ ରେ କହିଥିଲେ ସେତେ ବେଳେ ପଣ୍ଟୁ ଭାଇ ଙ୍କୁ ଭଲ ପାଉଥିବା ଲୋକ ମାନେ ସମସ୍ତେ ନିଜ ନିଜ ତରଫ ରୁ କିଏ ପଚାଶ , ଶହେ , ପାଞ୍ଚ ,ଦଶ ଏମିତି କି ଛୋଟ ଛୋଟ ପିଲା ମାନେ ମଧ୍ୟ ସାହାଯ୍ୟ କରିଛନ୍ତି ।

ଆଉ ସେ କହିଛନ୍ତି କି ବର୍ତମାନ ସେହି ପଇସା କୁ ସେ ଦେବା ପାଇଁ ଆସିଛନ୍ତି । ଆଉ ସେ ପିଣ୍ଟୁ ଭାଇ ଙ୍କୁ କହିଛନ୍ତି ମୋଟେ ବି ବ୍ୟସ୍ତ ହେବେ ନାହିଁ । ଏମିତି କିଛି କହିଥିବା ବେଳେ ପୁଣି ଥରେ ସେ ଏମିତି ଭବେ ପିଣ୍ଟୁ ନନ୍ଦ ଙ୍କ ପାଇଁ ପଇସା କଲେକ୍ସନ କରିବେ ବୋଲି ସେ କହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *