ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ଏହି ୪ଟି ରାଶିର ବ୍ୟକ୍ତିଙ୍କ ଜୀବନରେ ଆସିବ ଶୁଭ ଦିନ । ପୂରଣ ହେବ ସମସ୍ତ ସ୍ବପ୍ନ ।

Spread the love

ଗ୍ରହମାନଙ୍କ ଗତିବିଧିର ପ୍ରଭାବରେ ବେଳେ ବେଳେ କେତେକ ରାଶିକୁ ଶୁଭଫଳ ଓ ଅଶୁଭଫଳ ପ୍ରାପ୍ତି ହୋଇଥାଏ ଓ ଏହାର ପ୍ରଭାବ ଜୀବନ ଉପରେ ପଢ଼ିଥାଏ । ଜୀବନରେ ସଫଳ ହେବା ପାଇଁ ପ୍ରତି ବ୍ୟକ୍ତି ଚାହିଁ ଥାନ୍ତି ଏବଂ ଏଥିପାଇଁ ସେମାନେ ବହୁତ କଷ୍ଠ ପରିଶ୍ରମ ମଧ୍ୟ କରିଥାନ୍ତି । କିନ୍ତୁ ଏହା ଜରୁରୀ ନୁହେଁ; ଯିଏ ପରିଶ୍ରମ କରିଥାଏ, ସେହି ବ୍ୟକ୍ତିକୁ ସଫଳତା ମିଳି ପାରିବ । ବହୁତ ଲୋକେ କଠିନ ପରିଶ୍ରମ କରିଥାନ୍ତି କିନ୍ତୁ ମନ ପସନ୍ଦର ସ୍ଥାନରେ ପହଞ୍ଚିପାରନ୍ତି ନାହିଁ । କିନ୍ତୁ କିଛି ଲୋକ କମ ପରିଶ୍ରମରେ ବଡ ସ୍ଥାନରେ ପହଞ୍ଚି ପାରନ୍ତି । ଏହିଭଳି ସବୁ ସମୟରେ ହୋଇନଥାଏ । ଏହା କେବେଳ ଗ୍ରହ ନକ୍ଷେତ୍ରର ପ୍ରଭାବରେ ହିଁ ସମ୍ଭବ ହୋଇଥାଏ । ଆଜିର ଏହି ଅନୁଛେଦରେ ଆମେ ଜାଣିବା ଏହି ମାସରେ ସେହି ୪ଟି ରାଶି ବିଷୟରେ, ଯେଉଁ ରାଶିର ବ୍ୟକ୍ତିଙ୍କ ଜୀବନରେ ସୁଖୀର ଦିନ ଆଗମନ କରୁଅଛି । ତେବେ ଆସନ୍ତୁ ଜାଣିବା :

ତୁଳା ରାଶି :

ଅଗଷ୍ଟର ପୁରା ମାସଟି ଏହି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ରହିବ । ଅଗଷ୍ଟ ମାସ ସୁଦ୍ଧା ଆପଣମାନଙ୍କ ପାଖରେ ଯେତେ ବି ଟଙ୍କା ପଇସା ରହିଛି ସେ ସବୁ ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ଦ୍ୱିଗୁଣିତ ହୋଇଯିବ । ମାତା ଲକ୍ଷ୍ମୀଙ୍କ କୃପାରୁ ୯୫୧ ବର୍ଷ ପରେ ପ୍ରଥମ ଥର ଆପଣଙ୍କ ଘରକୁ ମାତା ଲକ୍ଷ୍ମୀ ବିଜେ କରିବେ । ଅଗଷ୍ଟର ପୁରା ମାସଟି ଆପଣମାନଙ୍କ ପାଇଁ ବିଶେଷ ମହତ୍ଵ ହେବାକୁ ଯାଉଛି । ଆପଣଙ୍କୁ ପ୍ରେମରେ ମଧ୍ୟ ସଫଳତା ମିଳିବ । ପ୍ରେମ ଜୀବନ ପାଇଁ ଏହି ସମୟଟି ଅତ୍ୟନ୍ତ ଭଲ ରହିବ । ଅବିବାହିତ ଲୋକମାନଙ୍କ ପାଇଁ ଭଲ ସମ୍ୱନ୍ଧ ଆସିବ ।

ବିଛା ରାଶି :

ଏହି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ପାଇଁ ଆଗାମୀ ସମୟ ଅତ୍ୟନ୍ତ ଶୁଭଦାୟକ ରହିବ । କିଛି ଜରୁରୀ କାର୍ଯ୍ୟ ପାଇଁ ଧଆଁ-ଦୌଡ଼ ହେବାକୁ ପଡିପାରେ । କିନ୍ତୁ ଏହି ଧଆଁ-ଦୌଡ଼ ଫଳରେ ଏହି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କୁ ଅନେକ ଲାଭ ହେବ । ଆପଣ ଯଥାଶୀଘ୍ର ହିଁ ନିଜସ୍ୱ ବାସଭବନରେ ପ୍ରବେଶ କରିବେ କିମ୍ଭା ଘର, ଜାଗା କ୍ରୟ ମଧ୍ୟ କରି ପାରିବେ । ବ୍ୟବସାୟରେ ଆଶାତୀତ ଲାଭ କରିବେ । କିଛି ନୂଆ ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରିବେ ଏବଂ ସହଯୋଗୀ ବନ୍ଧୁଙ୍କ ଉପଦେଶ ଆପଣଙ୍କ ପାଇଁ ବେଶ୍ ହିତକର ହେବ ।

ମକର ରାଶି :

ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ଏହି ରାଶିର ଭାଗ୍ୟ ସୁନା ରୁପା ଭଳି ଚମକିବ ଏବଂ ଆପଣଙ୍କର ଶୁଭ ସମୟ ଆରମ୍ଭ ହୋଇସାରିଲ । ଆପଣଙ୍କୁ କେତେକ ବଡ଼ ଖୁସି ଖବର ମିଳିପାରେ । ଆପଣଙ୍କ ମନ ପ୍ରସନ୍ନ ରହିବ ଏବଂ ପରିବାରରେ କୌଣସି ଧାର୍ମିକ କାର୍ଯ୍ୟର ଆୟୋଜନ ମଧ୍ୟ ହୋଇପାରେ । କଠିନ ନିଷ୍ପତ୍ତି ନେବା ପୂର୍ବରୁ କୌଣସି ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ ଏବଂ ଆପଣ କୌଣସି ନୂତନ କାର୍ଯ୍ୟର ଶୁଭ ଆରମ୍ଭ କରିପାରନ୍ତି । କାର୍ଯ୍ୟ କ୍ଷେତ୍ରରେ ଆସୁଥିବା ବାଧା ଗୁଡ଼ିକ ଦୂର ହୋଇଯିବ ।

ମୀନ ରାଶି :

ଏହି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଭାଗ୍ୟ ମଧ୍ୟ ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ହୀରା ଭଳି ଚମକି ଉଠିବ । ସେହି ବ୍ୟକ୍ତିମାନେ ବିନା ପରିଶ୍ରମରେ ମଧ୍ୟ ଧନୀ ହୋଇ ଯାଇଥାନ୍ତି । ଅଳ୍ପ ପରିଶ୍ରମରେ ଏହି ବ୍ୟକ୍ତିମାନେ ବ୍ୟବସାୟ ବାଣିଜ୍ୟରେ ଆଶାତୀତ ଲାଭ ହୋଇପାରିବେ । ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ଅର୍ଥାତ ୧୦ ଅଗଷ୍ଟ ପରେ ଆପଣ ଭାଗ୍ୟ ଚକ୍ରରେ ପରିବର୍ତ୍ତନ ହେବାକୁ ଲାଗିବ । ଏହି ମାସରେ ଆପଣଙ୍କୁ ପ୍ରତୀଟି କାର୍ଯ୍ୟରେ ପୂର୍ଣ୍ଣ ସଫଳତା ମିଳିବ ।