ଯଦି ଠିକ୍ ବାହାଘର ଦିନ ବର୍ଷା ହୁଏ ତେବେ ଭଗବାନ ଦେଇଥାନ୍ତି; ଏହି ଖାସ୍ ସଂକେତ ଜାଣନ୍ତୁ ନଚେତ ହଇରାଣ ହୋଇଯିବେ

Spread the love

ଆମ ଦେଶରେ ବାହାଘର ଏକ ଉତ୍ସବ ପରି ହୋଇଥାଏ । ଏହାର ପ୍ରସ୍ତୁତି ବହୁ ମାସରୁ ଆରମ୍ଭ ହୋଇଯାଇ ଘର ପରିବାରର ଲୋକ ବାହାଘରର ପ୍ରସ୍ତୁତିରେ ବ୍ୟସ୍ତ ରୁହନ୍ତି ଓ ବହୁ ସମ୍ପର୍କୀୟ ମାନଙ୍କୁ ଡାକିଥାନ୍ତି । କିନ୍ତୁ ବହୁତ ଥର ଦେଖାଯାଏ କି; ସେହି ସମୟର ସବୁ ପ୍ରସ୍ତୁତି ବର୍ବାଦ ହୋଇଯାଇଥାଏ ଯେବେ କାହାର ବି ବାହାଘର ଦିନ ବର୍ଷା ହୋଇଥାଏ । ଏହି କଥା ବହୁତ କମ୍ ଲୋକଙ୍କୁ ଜଣା ଥି ବକି ବାହାଘର ଦିନ ବର୍ଷା ହେଲେ କଣ ହୋଇଥାଏ । ତେବେ ଆସନ୍ତୁ ସେହି ବିଷୟରେ ଜାଣିବା :-

ଯଦି କାହାର ବାହାଘରରେ ବର୍ଷା ହେଲେ ବାହା ହେଉଥିବା ପରିବାରଙ୍କ ଘର ଓ ବରଯାତ୍ରୀଙ୍କ ଅବସ୍ଥା ଶୌଚନୀୟ ପଡିଯାଇଥାଏ । ବହୁତ ସାରା ପ୍ରସ୍ତୁତି ନଷ୍ଟ ହୋଇଯାଇଥାଏ । ଏମିତି ସ୍ଥିତିରେ ବହୁତ ଲୋକୋଙ୍କୁ ଏହା ଏକ ଅଲକ୍ଷଣ ବୋଲି ମନେ ହୁଏ । ଲୋକ ବାହାଘରରେ ବର୍ଷା ହେବାକୁ ଏବେବି ଅନ୍ଧିବିଶ୍ୱାସ ବୋଲି ମାନିଥାନ୍ତି ।ଲୋକ ମାନିଥାନ୍ତି କି ବାହାଘରରେ ବର୍ଷା ନହେଉ । ଆଜି ବାହାଘରରେ ବର୍ଷା ହେବାର ଉପରୁ ଅସିବା କଣ ସବୁ ସଂକେତ ହୋଇଥାଏ ।

ପ୍ରକୃତରେ ବାହାଘର ଦିନ ବର୍ଷା ହେଲେ କିଛି ସଂକେତ ଦେଇଥାଏ ସେମିତି ବାହାଘର ଦିନ ହେବାକୁ ଥିବା ବର୍ଷା କିଛି ସମୟ ପାଇଁ ଅସୁବିଧା ହୋଇଥାଏ । କିନ୍ତୁ ପ୍ରକୃତରେ ବର୍ଷା ହେଲେ ଏହା ଏକ ଶୁଭ ବୋଲି କୁହାଯାଏ । ଆପଣମାନଙ୍କୁ କହିଦେବୁ କି ବର୍ଷା ହେବା ବହାଘରର ଶୁଭ ପ୍ରତୀକ ହୋଇଥାଏ । ଏହା ଈଶ୍ୱରଙ୍କ ଆଶୀର୍ବାଦ ବୋଲି କୁହାଯାଏ । ବାହାଘରରେ ବର୍ଷା ହେବାର ଅର୍ଥ କଣ ହୋଇଥାଏ ।

ଏହିପରି ବୁଝିବାକି ବାହାଘର ଦିନ ବର୍ଷା ହେଲେ ତାହେଲେ ଏହା ସୁଖ ସମୃଦ୍ଧିର ପ୍ରତୀକ ବୋଲି ମାନିଥାନ୍ତି । ପ୍ରକୃତି ଇସାରା କରିଥାଏ କି ଏହି ବାହାଘର ସଫଳ ହେବ । ପ୍ରକୃତି ଇସାରା କରିଥାଏ କି ବଧୂର ଜୀବନ ଖୁସିମୟ ଓ ସମୃଦ୍ଧ ହେବ ଓ ଏହା ନବଦମ୍ପତିଙ୍କ ପାଇଁ ଏହା ଏକ ଈଶ୍ଵରଙ୍କ ଆଶୀର୍ବାଦ ସ୍ୱରୂପ ହୋଇଥାଏ । ବାହାଘରରେ ବର୍ଷା ହେଲେ କଣ ସବୁ ସଂକେତ ଦେଇଥାଏ ତାହା ଆପଣ ବୁଝିପାରିଥିବେ ।