କାଲିଠୁ ବର୍ଷା, ୧୬, ୧୭ ଝଡ଼ ପବନ.. ଘଡ଼ଘଡ଼ି ମାରିବ, ପବନ ବୋହିବ । ଜାଣନ୍ତୁ ଆପଣଙ୍କ ଜିଲ୍ଲା ଅଛି ନା ନାହିଁ

stormy

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସନ୍ତା କାଲି ଠାରୁ ରାଜ୍ୟରେ ବର୍ଷା ଆରମ୍ଭ ହେବ । ହଁ ବନ୍ଧୁଗଣ 16 ଏବଂ 17 ତାରିଖ ରେ ବିଜୁଳୀ ଘଡଘଡି ସହିତ ବର୍ଷା ହେବ । ଏମିତି କିଛି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ହଁ ବନ୍ଧୁଗଣ 16 ଏବଂ 17 ତାରିଖ ରେ ଝଡ ପବନ ହେବାର ଆଶଂକା ରହିଛି । ଘଣ୍ଟା ପ୍ରତି 40 ରୁ 50 କିଲୋମିଟର ପବନ ବହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ଆଉ ଆଞ୍ଚଳିକ ପାଣିପାଗ ବିଭାଗ କହିଛି 15 ରୁ ଅର୍ଥାତ ଆସନ୍ତା କାଲି ଠାରୁ ପଶ୍ଚିମା ଝଡ ସକ୍ରିୟ ହେବ । ହଁ ବନ୍ଧୁଗଣ ଏହି 16 ଏବଂ 17 ରେ ବିଜୁଳୀ ଘଡଘଡି ସହିତ ଝଡ ପବନ ହେବ । ଏମିତି କିଛି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବଜ୍ଞାନ କେନ୍ଦ୍ର । 16 ଜିଲ୍ଲା ରେ ବର୍ଷା ଝଡ , ପବନ ପାଇଁ ୟୋଲ ୱାର୍ଣ୍ଣିଂ ଜାରି ହୋଇଛି ।

rain 1

ତେବେ ସେହି 16 ଜିଲ୍ଲା ହେଉଛି ମଲକାନା ଗିରି , କୋରାପୁଟ , ରାୟଗଡା , ଜଗପତି , ଗଞାମ୍ , କନ୍ଧମାଳ , ନୟାଗଡ , ଖୋର୍ଦ୍ଧା , କଟକ , ଜାଜପୁର , କଟକ , ମୟୁରଭଞୀ , ଏବଂ ବାଲେଶ୍ୱର ଜିଲ୍ଲା ଏହି ସବୁ ଜିଲ୍ଲାରେ ବିଜୁଳୀ ଘଡଘଡି ସହିତ ବର୍ଷା ହେବାର ସମ୍ଭାବନା ରହିଛି ।

17 ରେ ମାଲକାନା ଗିରି , ରାୟଗଡା , ନବରଙ୍ଗପୁର ନୂଆ ପଡା , କଳାହାଣ୍ଡି , କନ୍ଧମାଳ , ଗଞାମ୍ , ଗଜପତି , ଖୋର୍ଦ୍ଧା ଏବଂ ପୁରୀରେ ଘଡଘଡି ସହିତ ବର୍ଷା ହେବାର ସମ୍ଭାବନା ରହିଛି ।

ଏଠି କହି ରଖିବାକୁ ଚାହିଁବୁ କି ସୋମବାର ସମ୍ଭଲପୁର ରେ ସର୍ବାଧିକ 28.7 ଡୀଗ୍ରି ତାପମାତ୍ରା ରେକର୍ଡ ହୋଇଛି । ବୈଦ୍ଧ ରେ 38.6 ମାଲକାନାଗିରି ରେ 38.5 ଭୁବନେଶ୍ୱର ରେ 38.6 ସୋନପୁର ରେ 38.4 ଡୀଗ୍ରି ତାପମାତ୍ରା ରେକର୍ଡ ହୋଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ