ଭାରତ ଯୋଡ ଯାତ୍ରା ସମୟରେ ନିଜ ବାହାଘର ତଥା ବାନ୍ଧବୀଙ୍କ କଥା କହିଛନ୍ତି ରାହୁଲ ଗାନ୍ଧୀ..ଆସନ୍ତୁ ଜାଣିବା ଏହି ଭିଡିଓରେ

Rahul Gandhi

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାହୁଲ ଗାନ୍ଧୀ ତାଙ୍କର ଭାରତ ଯୋଡ ଯାତ୍ରା ବିଷୟରେ ଆଲୋଚନା କରୁଛନ୍ତି । ଖାଲି ଆଲୋଚନା ନୁହେଁ ବିଭିନ୍ନ ବର୍ଗ ର ଲୋକମାନେ ମଧ୍ୟ ତାଙ୍କୁ ସମର୍ଥନ ଜଣାଉଛନ୍ତି । ଯାତ୍ରା ସମୟରେ ଲୋକମାନଙ୍କ ସହିତ ବିଭିନ୍ନ ସମସ୍ୟାକୁ ନେଇ ରାହୁଲ ଆଲୋଚନା ମଧ୍ୟ କରନ୍ତି । ଏହି ସମର ରେ ରାହୁଲ ତାଙ୍କ ବାହାଘରକୁ ନେଇ ଆଲୋଚନା କରିଥିଲେ । କେଉଁ ପ୍ରକାର ଝିଅକୁ ସିଏ ବିବାହ କରିବାକୁ ଚାହୁଁଛନ୍ତି । ତାଙ୍କର ବାନ୍ଧବୀ କିଭଳି ହେବା ଦରକାର ।

ରାହୁଲ ଗାନ୍ଧୀ କହିଛନ୍ତି ମୁଁ ଏଭଳି ଏକ ଝିଅକୁ ବିବାହ କରିବାକୁ ଚାହୁଁଛି ଯାହାର ଗୁଣ ମାଁ ସୁନିଆ ଗାନ୍ଧୀ ଏବଂ ଜେଜେମା ଇନ୍ଦିରା ଗାନ୍ଧୀଙ୍କ ଗୁଣ ଥିବା ଦରକାର । ସେ ଆହୁରି ମଧ୍ୟ କହିଛନ୍ତି ଇନ୍ଦିରା ଗାନ୍ଧୀ ହେଉଛନ୍ତି ତାଙ୍କ ଜୀବନର ପ୍ରେମ ଏବଂ ତାଙ୍କର ଦ୍ୱିତୀୟ ମାଁ । ଏହାପରେ ତାଙ୍କୁ ଆହୁରି ମଧ୍ୟ ପଚାରା ଯାଇଥିଲା ତୁମେ ଏପରି ଜଣେ ଝିଅକୁ ବିବାହ କରିବାକୁ ଚାହୁଁଛ ଯାହାର ଗୁଣ ଉଭୟ ମାଁ ଏବଂ ଜେଜେମାଙ୍କ ର ଥିବ । ଯାହା ଆମ ପରିବାର ପାଇଁ ବେଶ୍ ଭଲ ହେବ ।

Rahul

ଆମ ପରିବାର ସହ ଖାପ ଖୁଆଇବା ଦରକାର । ଆମ ପରିବାର ସହ ଖାପ ଖୁଆଇ ଚଳିବା ଦରକାର । ଆମ ପରିବାରର ସମାଜରେ ନାଁ ଅଛି । ତାହା ଯେମିତି ସବୁଦିନ ପାଇଁ ବଜାୟ ରହିବ । ରାଜନୀତି କ୍ଷେତ୍ରରେ ଆମ ପରିବାରର ସମସ୍ତେ ସାମିଲ୍ । ଜେଜେମାଁ,ବାପା,ମାଁ ସମସ୍ତେ ଆମେ ରାଜନୀତି କରୁଛୁ । ଆଉ ରାଜନୀତି ଆମ ରକ୍ତରେ ପ୍ରଭାବିତ ହେଉଛି ।

ମୁଁ ଯାହାକୁ ବାହା ହେବି ସେ ବି ରାଜନୀତି କରିପାରେ । ହେଲେ ମୋ ମାଁ, ଜେଜେମାଙ୍କ ଗୁଣ ଥିବା ଝିଅକୁ ବିବାହ କରିବି । ନହେଲେ ବିବାହ କରିବିନି । ମୋ ଜେଜେମାଁ ଏବଂ ମାଁ ପରି ସଂସ୍କୃତି ପରମ୍ପରା କୁ ବଜାୟ ରଖୁଥିବା ଝିଅ ବୋଧହୁଏ ଦୁନିଆରେ ମିଲିବା କଷ୍ଟ । ତଥାପି ମୋତେ ଆଉ ମୋ ପରିବାର ପାଇଁ ଝିଅ ଆବଶ୍ୟକ । ଯଦି ସେଭଳି ଝିଅ ମିଳିଯାଏ ତେବେ ନିଶ୍ଚିତ ବିବାହ କରିବି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *