IAS ଇଣ୍ଟରଭ୍ୟୁରେ ପଚାରା ଯାଇଥିଲା, କେଉଁ ପରିସ୍ଥିତିରେ ପୁଅମାନେ ୨୦ ରୁ ୨୫ ମିନିଟ ପର୍ଯ୍ୟନ୍ତ ଥକି ଯାଆନ୍ତି, ତେବେ ଝିଅଟି ଏପରି ଉତ୍ତର ଦେଇଥିଲେ….

Spread the love

ଆଜି ଆମେ ଏପରି କିଛି ପ୍ରଶ୍ନ ଆଣିଛୁ ଯାହା ଶୁଣିକରି ଆପଣଙ୍କ ରକ୍ତ ନିଶ୍ଚିତ ରୂପେ ବାହାରି ଆସିବ କିନ୍ତୁ କିଛି ଝିଅମାନେ ଏହି ପ୍ରଶ୍ନର ଉତ୍ତର ହସି କରି ଦେଇଥାନ୍ତି ଏବଂ ସମସ୍ତଙ୍କ ପାଟି ଚୁପି କରାଇ ଦିଅନ୍ତି । ପ୍ରକୃତରେ ଏହି ପ୍ରଶ୍ନ UPSC ପରୀକ୍ଷାର ଇଣ୍ଟରଭ୍ୟୁରେ ପଚାରା ଯାଏ । ଆପଣଙ୍କୁ ହୁଏତ ଜଣାଥିବ ଯେ, UPSC ପରୀକ୍ଷା ଦେଶର ସବୁଠାରୁ କଷ୍ଟ ପରୀକ୍ଷା ଏବଂ ଏହାର ଇଣ୍ଟରଭ୍ୟୁରେ ଭଲ ଭଲ ଲୋକ ବିଫଳ ହୋଇଯାନ୍ତି । ଏମିତି ଅନେକ ପରୀକ୍ଷାର୍ଥୀ ଥାଆନ୍ତି, ଯେଉଁମାନେ UPSCର ପ୍ରି ଏବଂ ମ୍ୟାନ୍ ଦୁଇଟି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଶେଷରେ ଇଣ୍ଟରଭ୍ୟୁରେ ଫେଲ୍ ହୋଇଯାଅନ୍ତି ।

ଏହା ଏଥିପାଇଁ କାହିଁକି ନା ଅନେକ ଥର ଏହି ଇଣ୍ଟରଭ୍ୟୁରେ ଏମିତି ପ୍ରଶ୍ନ ପଚାରାଯାଏ ଯାହା ସିଲାବସରେ ନ ଥାଏ । କେତେଥର ତ ଇଣ୍ଟରଭ୍ୟୁରେ ପରୀକ୍ଷାର୍ଥୀଙ୍କ ଉପସ୍ଥାପନର ଉତ୍ତର ଏବଂ ଜ୍ଞାନ ପରୀକ୍ଷା କରିବା ପାଇଁ ପ୍ରତାରଣାପୂର୍ଣ୍ଣ ପ୍ରଶ୍ନ ପଚାରନ୍ତି; ଯାହା ଶୁଣି କରି ପ୍ରଥମ ଥରରେ ହିଁ କାହାକୁ ମଧ୍ୟ ରାଗ ଆସିଯିବ । ଖାସ୍ କରି ଝିଅମାନଙ୍କୁ ବା ଝିଅମାନଙ୍କ ସମ୍ବନ୍ଧିତ ପଚାରା ଯାଉଥିବା ପ୍ରଶ୍ନ ବହୁତ ଖରାପ ହୋଇଥାଏ । କିନ୍ତୁ ଝିଅମାନେ ତଥାପି ଏହାର ଉତ୍ତର ହସି ହସି ଦିଅନ୍ତି ଏବଂ ହୋଇଯାନ୍ତି ଅଫିସର । ତେବେ ଆସନ୍ତୁ ଜାଣିବା ସେହି ପ୍ରଶ୍ନମାନଙ୍କ ବିଷୟରେ ଏବଂ ନିଜର ଜ୍ଞାନକୁ ବଢାଇବା ।

୧. ପ୍ରଶ୍ନ: ମହିଳାମାନଙ୍କ ଏମିତି କେଉଁ ରୂପ ଯାହା ସମସ୍ତେ ଦେଖନ୍ତି କିନ୍ତୁ ତାଙ୍କ ସ୍ୱାମୀ କେବେ ଦେଖିପାରନ୍ତି ନାହିଁ ?

ଉତ୍ତର: ବିଧବା ରୂପ

୨. ପ୍ରଶ୍ନ: ଏମିତି କେଉଁ ଜୀବ ରହିଛି, ଯାହାର ହୃତପିଣ୍ଡ ତା ମସ୍ତିଷ୍କରେ ଥାଏ ?

ଉତ୍ତର: ଚିଙ୍ଗୁଡ଼ିର ହୃତପିଣ୍ଡ ତାହା ମସ୍ତିଷ୍କରେ ଥାଏ ।

୩. ପ୍ରଶ୍ନ: ଯଦି କୌଣସି ବ୍ୟକ୍ତି ନିଜ ଛିଙ୍କକୁ ରୋକି ଦିଏ ତେବେ କଣ ହେବ ?

ଉତ୍ତର: ଯଦି କୌଣସି ବ୍ୟକ୍ତି ନିଜ ଛିଙ୍କକୁ ରୋକିବାକୁ ଚେଷ୍ଟା କରିବେ, ତେବେ ତାଙ୍କ ମସ୍ତିଷ୍କ ଓ ନାକର ଶିର ଫାଟି ଯିବାର ସମ୍ଭାବନା ରହିଥାଏ ।

୪. ପ୍ରଶ୍ନ: ବିଶ୍ୱର କେଉଁ ଦେଶରେ ଚୁଇଁଗୁମ ରଖିବା କିମ୍ବା ବିକିବା ଅପରାଧ ହୋଇଥାଏ ?

ଉତ୍ତର: ସିଙ୍ଗାପୁର ଏମିତି ଏକମାତ୍ର ଦେଶ ଯେଉଁଠି ଆପଣ ନା ଚୁଇଁଗୁମ ରଖିପାରିବେ ନା ହିଁ ତାକୁ ବିକି ପାରିବେ ।

୫. ପ୍ରଶ୍ନ: ଏମିତି କଣ ଯାହା ପୁଅମାନେ ଜୀବନରେ ଥରେ କରନ୍ତି ଏବଂ ଝିଅମାନେ ତାକୁ ସବୁଦିନେ କରନ୍ତି ?

ଉତ୍ତର: ମଥାରେ ସିନ୍ଦୂର ଲାଗେଇବା ।

୬. ପ୍ରଶ୍ନ: ପାସ ୱାର୍ଡକୁ ହିନ୍ଦୀରେ କଣ କୁହଯାଏ ?

ଉତ୍ତର: ପାସ ୱାର୍ଡକୁ ହିନ୍ଦୀରେ ‘କୁଟ ଶବ୍ଦ’ କହନ୍ତି ।

୭. ପ୍ରଶ୍ନ: ଏମିତି କେଉଁ ଦେଶ ଯେଉଁଠି ଜିନ୍ସ ପିନ୍ଧିବା ମନା ?

ଉତ୍ତର: ନୋର୍ଥ କୋରିଆରେ ଜିନ୍ସ ପିନ୍ଧିବା ଆଇନ ଅନୁସାରେ ମନା । ସେଠାରେ ଜିନ୍ସ ପିନ୍ଧି ଧର ପଡିଲେ ଆପଣଙ୍କୁ ଜେଲ୍ ମଧ୍ୟ ହୋଇପାରେ ।

୮. ପ୍ରଶ୍ନ: ଏମିତି କେଉଁ କାମ ଯାହା ପୁରୁଷମାନେ ନିଜ ଜୀବନରେ ଥରେ କରନ୍ତି, କିନ୍ତୁ ସେହି କାମକୁ ମହିଳାମାନେ ପ୍ରତିଦିନ କରନ୍ତି ?

ଉତ୍ତର: ମଥାରେ ସିନ୍ଦୂର ଲାଗେଇବା, ପୁରୁଷମାନେ କେବଳ ବିବାହ ଦିନ ମହିଳାଙ୍କ ମଥାରେ ସିନ୍ଦୂର ଭରିଥାନ୍ତି କିନ୍ତୁ ବିବାହାପରେ ମହିଳାମାନେ ପ୍ରତିଦିନ ନିଜ ମଥାରେ ସିନ୍ଦୂର ଲଗାନ୍ତି ।

୯. ପ୍ରଶ୍ନ: ଏମିତି କେଉଁ ଜିନିଷ ଯେଉଁଥିରେ ଅନେକ କଣା ଥିଲେ ମଧ୍ୟ ପାଣିକୁ ଅଟକି ଦେଇଥାଏ ?

ଉତ୍ତର: ସ୍ପଞ୍ଜ ।

୧୦. ପ୍ରଶ୍ନ: ଏମିତି କେଉଁ ଜିନିଷ ଯାହାର ନାମ ଧରୁ ଧରୁ ଭାଙ୍ଗି ଯାଏ ?

ଉତ୍ତର: ଶାନ୍ତି ବା ମୌନ ନାମ ଧରିଲେ ଭାଙ୍ଗି ଯାଏ ।

୧୧. ପ୍ରଶ୍ନ: ଏମିତି କେଉଁ କାମ ଯାହା ସାରା ଦୁନିଆରେ କେବଳ ରାତିରେ କରନ୍ତି ?

ଉତ୍ତର: ନିଦ ବା ଶୋଇବା କାମ ଦୁନିଆରେ ସମସ୍ତେ ରାତିରେ କରନ୍ତି ।

୧୨. ପ୍ରଶ୍ନ : ଏମିତି କେଉଁ ପରିସ୍ଥିତିରେ ଯେଉଁଥିରେ ପୁଅମାନେ ୨୦-୨୫ ମିନିଟରେ ଥକି ଯାଆନ୍ତି କିନ୍ତୁ ଝିଅମାନେ କହନ୍ତି ଏବେ ତ ଆରମ୍ଭ କରିଛ ?

ଏହି ପ୍ରଶ୍ନ ଶୁଣି ସମସ୍ତଙ୍କ ମନରେ ସେହି କଥା ଉଙ୍କୁ ଆସିଯାଏ କିନ୍ତୁ ଟିକେ ଲଜିକ ବ୍ୟବହାର କରିବାକୁ ହେବ ।

ଉତ୍ତର: ସପିଙ୍ଗ ବା କିଣାକିଣି ।